ଡାକ୍ତରୀ ପାଠ୍ୟକ୍ରମରେ ଅଂଗଦାନ ଓ ବ୍ରେନ୍ ଡେଥ୍ ବିଷୟକୁ ଅନ୍ତର୍ଭୁକ୍ତ କରାଯିବା ନେଇ ଗୁରୁତ୍ୱାରୋପ
ଭୁବନେଶ୍ୱର, ଅଗଷ୍ଟ ୦୮ : ଅଙ୍ଗଦାନ ଆମ ଦେଶ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଂଗଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ସମ୍ ଅଲ୍ଟିମେଟ ମେଡିକେୟାର ସମାଜକୁ ସେବା ଯୋଗାଇବା ସହ ଏକ ବିଶାଳ ଜନ...
କାଲି ହେବ ଠାକୁରଙ୍କ ବନକଲାଗି
ନିଳାଦ୍ରୀ ବିଜେ ପରଠାରୁ ଶ୍ରୀମନ୍ଦିରରେ ଠାକୁରଙ୍କ ବନକ ନୀତି ହୋଇପାରି ନାହିଁ । ବନକଲାଗି ନୀତି ବୁଧବାର କରିବା ପାଇଁ ଦତ୍ତ ମହାପାତ୍ର ସେବକମାନେ କହୁଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଗୁରୁବାର ଦିନ କରିବାକୁ କହିବା ଯୋଗୁ ବିବାଦର ସୂତ୍ରପାତ...
ମଣିପୁର ହିଂସା ପୀଡିତଙ୍କୁ ନ୍ୟାୟ ଦେବାକୁ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି
ମଣିପୁର ହିଂସା ପୀଡିତଙ୍କୁ ନ୍ୟାୟ ଦେବାକୁ ସୁପ୍ରିମକୋର୍ଟ ଆଜି ବଡ ନିଷ୍ପତ୍ତି ନେଇଛନ୍ତି । ତିନିଜଣ ପୂର୍ବତନ ମହିଳା ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ଜମ୍ମୁ କାଶ୍ରୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି...
ରତ୍ନଭଣ୍ଡାର ସ୍ଥିତି ଭଲ ନାହିଁ : ଏଏସଆଇ
ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ଭଲ ନାହିଁ । ମରାମତି ଆବଶ୍ୟକ । ଯେତେଶୀଘ୍ର ରତ୍ନଭଣ୍ଡାର ମରାମତି ପାଇଁ କୋର୍ଟ ନିର୍ଦ୍ଦେଶ ଦେବେ, ସେତେଶୀଘ୍ର ମରାମତି କରାଯିବ । ହାଇକୋର୍ଟରେ ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ଏମିତି ସତ୍ୟପାଠ ଦେଇଛି ଏଏସଆଇ ।...
ବିରୋଧୀ ଉତ୍ସାହିତ
ଚାରିମାସ ପରେ ପୁଣି ସଂସଦକୁ ଫେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ମୋଦି ସରନେମ୍ ମାନହାନୀ ମାମଲାରେ ସୁରଟର ଏକ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇବର୍ଷ ଜେଲ୍ ଦଣ୍ଡାଦେଶ ଦେବା ପରେ ରାହୁଲଙ୍କ ସଦସ୍ୟତା ପଦ...
27 ରାଜ୍ୟରେ 508 ରେଲଷ୍ଟେସନର ପୁର୍ନବିକାଶ ଯୋଜନା
27ଟି ରାଜ୍ୟର 508ଟି ରେଳଷ୍ଟେସନର ପୁର୍ନବିକାଶ ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ଜରିଆରେ ଏହି ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଯୋଜନା ପାଇଁ 24 ହଜାର...
ରତ୍ନଭଣ୍ଡାର ଖୋଲିବାକୁ ସୁପାରିଶ
ରତ୍ନଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି । ଆଜି ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଏସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଆସନ୍ତା ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ...
ସଂସଦକୁ ଫେରିବେ ରାହୁଲ
ମୋଦି ସାଙ୍ଗିଆକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଉପରେ ରାହୁଲ ଗାନ୍ଧୀଙ୍କୁ ସୁରଟର ସେସନ୍ସ ଜଜ୍ ଦେଇଥିବା ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ଗୁଜରାଟର ସୁରଟ ସେସନ୍ସ ଜଜ୍ ରାହୁଲ ଗାନ୍ଧୀଙ୍କୁ ଦୁଇବର୍ଷ ଦଣ୍ଡାଦେଶ ଶୁଣାଇଥିଲେ । ଏହାପୂର୍ବରୁ...
ମୃତ୍ୟୁ ପରେ ବି ୮ଟି ଜୀବନ ରକ୍ଷା କରିପାରିବ ମଣିଷ
ଭୁବନେଶ୍ୱର: ୧୫ ବର୍ଷର ଝିଅର ମୃତ୍ୟୁ ସୁନିଶ୍ଚିତ ଜାଣିବା ପରେ ଯଦିଓ ବାପା-ମା’ଙ୍କର ପାଦ ତଳୁ ମାଟି ଖସି ଯାଇଥିଲା ତଥାପି ସେମାନେ ଧୈର୍ଯ୍ୟ ହରାଇ ନଥିଲେ ବରଂ ସେହି ମୂହୁର୍ତରେ ଅନ୍ୟ କାହାର ଜୀବନ ବଂଚାଇବା ନେଇ...
ଗବେଷଣା ପ୍ରସ୍ତୁତିକୁ ନେଇ ଏନ୍ଆର୍ଡିସି ଟିମ୍ର ସୋଆ ପରିଦର୍ଶନ
ଭୁବନେଶ୍ୱର: ନିକଟରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଫାର୍ମାସ୍ୟୁଟିକାଲ୍ ପ୍ରସ୍ତୁତିକୁ ନେଇ ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ରିସର୍ଚ୍ଚ ଡେଭଲପ୍ମେଂଟ କର୍ପୋରେସନ୍ (ଏନ୍ଆର୍ଡିସି) ସହ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏକ ଟେକ୍ନୋଲୋଜି ଲାଇସେନ୍ସିଂ ଏଗ୍ରିମେଂଟ ସ୍ୱାକ୍ଷରିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଏନ୍ଆର୍ଡିସି...


















