ଆସନ୍ତାକାଲିଠୁ ରାଜ୍ୟର ସବୁ ସ୍କୁଲ୍ ଛୁଟି
ଆସନ୍ତାକାଲିଠୁ ରାଜ୍ୟର ସବୁ ସ୍କୁଲ୍ ଛୁଟି । ରାଜ୍ୟରେ ବଢ଼ି ଚାଲିଥିବା ଖରାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଆସନ୍ତାକାଲିଠୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ଛୁଟି ଘୋଷଣା ହୋଇଛି।
ଗ୍ରୀଷ୍ମ...
ନିର୍ବାଚନ ଆସିଲେ ମହାନଦୀ ମନେପଡେ
ମହାନଦୀକୁ ନେଇ ବହୁ ବାଦ ବିବାଦ ଓ ରାଜନୈତିକ ଉଚ୍ଚାଟ ପରେ ଫାଇଲ ଅଟିକିଛି ଟ୍ରିବ୍ୟୁନାଲରେ । ଗତ ସାଧାରଣ ନିର୍ବାଚନ ପୂର୍ବରୁ ମହାନଦୀକୁ ନେଇ ରାଜନୈତିକ ତୁମ୍ବିତୋଫାନ ହେବା ପରେ ଟ୍ରିବ୍ୟୁନାଲ ଗଠନ ହୋଇଥିଲା । ଟ୍ରିବ୍ୟୁନାଲ...
ଜଗବନ୍ଧୁଙ୍କ ବିସ୍ଫୋରକ ବୟାନ
ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ବିସ୍ଫୋରକ ବୟାନ । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ସାଘାଂତିକ ଅଭିଯୋଗ ଆଣିଛନ୍ତି । ଜଗବନ୍ଧୁ କହିଛନ୍ତି, ଅକ୍ଷୟ ପରିଜା ଚକ୍ରାନ୍ତ କରି ସେମାନଙ୍କୁ ଫସାଇଛନ୍ତି । ଶ୍ରଦ୍ଧାଞ୍ଜଳି ପଇସା ଲୋଭରେ...
ଆଉ ଦୁଇଦିନ ସ୍କୁଲ ଛୁଟି
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ରାଜ୍ୟ ସରକାର ଆଉ ଦୁଇଦିନ ସବୁ ଅଙ୍ଗନବାଡି ଓ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି I ଆସନ୍ତା 19 ଓ 20 ତାରିଖ ଦୁଇଦିନ ସ୍କୁଲ ବନ୍ଦ ରହିବ I ପୂର୍ବରୁ ସରକାର ସ୍କୁଲକୁ...
ନାମାଙ୍କନ ଭରିଲେ ଟଙ୍କଧର
ଜୋର ଧରିଲାଣଇ ଝାରସୁଗୁଡା ଉପନିର୍ବାଚନ ତାତି । ମୈଦାନ ତୟାର, ୩ଦଳର ପ୍ରାର୍ଥି ବି ତୟାର । ଆଜି ଦ୍ୱିତୀୟ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରୀପାଠି । ସ୍ଥାନୀୟ ଝାଡେଶ୍ୱର ମନ୍ଦିରରେ ପୂଜାଚ୍ଚନା...
ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ଏସମା ଲାଗୁ
ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ଏସମା ଲାଗୁ ହୋଇଛି । ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ପ୍ରତି ଏସମା ଲାଗୁ ହେବ । ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଲାଗୁ ହେଲା ଏସମା । ନର୍ସ, ଫାର୍ମାସିଷ୍ଟ, ପାରାମେଡିକାଲ, ଟେକ୍ନିସିୟାନଙ୍କ...
ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ
ମେ ଦ୍ୱିତୀୟାର୍ଦ୍ଧରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ସୂଚନା ଦେଲେ ବୋର୍ଡ ସଭାପତି ରାମାଶିଷ ହାଜରା । ତ୍ରୁଟିଶୂନ୍ୟ ରେଜଲ୍ଟ ପ୍ରକାଶ ନେଇ ପ୍ରକ୍ରିୟା ଜାରି ରହିଛି ବୋଲି ସେ କହିଛନ୍ତି ।
ମାଫିଆ ଡନ୍ ହତ୍ୟା ପାଇଁ ସୁପାରୀ
ମାଫିଆ ଡନ୍ ଅତିକ ଅହମ୍ମଦକୁ ମାରିବାକୁ ଦିଆଯାଇଥିଲା କି ସୁପାରୀ । ଅତିକକୁ ହତ୍ୟା କରିବାକୁ ଗ୍ୟାଙ୍ଗଷ୍ଟାର ସୁନ୍ଦରଭାଟି ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଛି । ତେବେ ଅତିକ ଅହମ୍ମଦ ଏବଂ ତାଙ୍କ ତା ଭାଇ ହତ୍ୟାର ମୁଖ୍ୟ...
ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବିଦେଶୀ ରାଜନେତା ଓ ପ୍ରତିନିଧିଙ୍କ ପ୍ରଶଂସା
ଭୁବନେଶ୍ୱର : ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିଥିବା ଭାରତୀୟ ଗଣତାନ୍ତ୍ରିକ ଭାବଧାରା ସଂପର୍କରେ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ଗଣତାନ୍ତ୍ରିକ ଦେଶର ପ୍ରତିନିଧିମାନେ ଶନିବାର ଉଚ୍ଚ ପ୍ରଶଂସା କରିଛନ୍ତି ।
ଭାରତ ବିଶ୍ୱର କେବଳ...
ଜି-୨୦ ଜନ ଭାଗିଦାରୀ : ସୋଆରେ ଫୁଡ ମିନି ମାରାଥନ ଆୟୋଜିତ
ଭୁବନେଶ୍ୱର, 16/04: ଓଡ଼ିଶାରେ ଭାରତର ଜି-୨୦ ଅଧ୍ୟକ୍ଷତା ପରିପ୍ରେକ୍ଷୀରେ ଆୟୋଜିତ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଭିତିରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ରବିବାର ଦିନ ଏକ ମିନି ମାରାଥନ ଆୟୋଜିତ ହୋଇଯାଇଛି ।
ସୋଆର ବିଭିନ୍ନ ଅନୁଷ୍ଠାନର ସହ...















