ଜି-20 ସମ୍ମିଳନୀରେ ମୋଦିଙ୍କ ଭାରତ ନେମପ୍ଲେଟ୍
ଆଜିଠୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଜି-20 ସମ୍ମିଳନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେମପ୍ଲେଟରେ ଲେଖାଗଲା ଭାରତ । ମୋଦି ବିଶ୍ବ ସମୁଦାୟକୁ ଜଣାଇଦେଲେ ସେ "ଇଣ୍ଡିଆ" ନୁହେଁ, "ଭାରତ"ର ପ୍ରଧାନମନ୍ତ୍ରୀ । ଜି-20 ସମ୍ମିଳନୀର ଅତିଥିଙ୍କୁ ନୈଶ୍ୟ ଭୋଜି...
ସୋଆରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ସ୍କୁଲ ଚେସ୍ ଚାମ୍ପିଅନ୍ସିପ୍ ଆରମ୍ଭ
ଭୁବନେଶ୍ୱର , ସେପ୍ଟେମ୍ବର ୦୮ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶୁକ୍ରବାର ଦୁଇ ଦିନିଆ ଅଲ୍ ଓଡ଼ିଶା ସ୍କୁଲ୍ ଚେସ୍ ଚାମ୍ପିଅନ୍ସିପର ଶୁଭାରମ୍ଭ ହୋଇଥିବା ବେଳେ ଏହି ପ୍ରତିଯୋଗିତାରେ ୨୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଉଛନ୍ତି ।...
କେଉଁ ସ୍ବାର୍ଥରେ ଜଣେ ଅଭ୍ୟାସଗତ ଦଳ ବଦଳଉଥିବା ନେତାଙ୍କୁ ଟିକଟ ଦେଇଥିଲା ବିଜେଡି ?
5T ସଚିବ ଭି.କେ. ପାଣ୍ଡିୟାନଙ୍କୁ ସମ୍ବାଦ ସଂପାଦକୀୟରେ କଟାକ୍ଷ କରିବା ନେଇ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଘେରିଛନ୍ତି ବିଜେଡି ବିଧାୟକ ଓ ମନ୍ତ୍ରୀ । ସମ୍ବାଦ ସଂପାଦକୀୟରେ ସୌମ୍ୟରଂଜନ ହେଲିକପ୍ଟରରେ ପାଣ୍ଡିୟାନଙ୍କ ବ୍ୟୟବହୁଳ ଜିଲ୍ଲାଗସ୍ତକୁ ସମାଲୋଚନା କରିଥିଲେ । ତେବେ ସୌମ୍ୟଙ୍କ...
ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ
ଆସନ୍ତା 20 ତାରିଖରେ ନୂଆଁଖାଇ । ମା ସମଲାଇଙ୍କ ନିକଟରେ ନବାନ୍ନ ଲାଗି ପାଇଁ ବ୍ରହ୍ମପୁରା ପଣ୍ଡିତ ମହାସଭା ଲଗ୍ନ ନିର୍ଦ୍ଧାରଣ କରିଛନ୍ତି । ସକାଳ 10 ଟା 27 ରୁ 10 ଟା 42 ମଧ୍ୟରେ ନବାନ୍ନ ଲାଗି...
ସେଲଫି ଉଠାଇଲା ଆଦିତ୍ୟ ଏଲ1
ମହାକାଶରେ ସେଲଫି ନେଇଛି ଆଦିତ୍ୟ ଏଲ 1 । ପ୍ରଥମଥର ପାଇଁ ନିଜ ଫଟୋ ଉଠାଇ ଇସ୍ରୋକୁ ପଠାଇଛି । ସୂର୍ଯ୍ୟଙ୍କ ଉପରେ ଅଧିକ ତଥ୍ୟ ହାସଲ ପାଇଁ ମହାକାଶକୁ ଇସ୍ରୋ ପ୍ରେରଣ କରିଥିବା ଆଦିତ୍ୟ ଏଲ 1 ପଠାଇଥିବା...
5T ସ୍କାନିଂରେ ବହୁ ବିଧାୟକ : କଟିବ ଟିକଟ !
2024 ନିର୍ବାଚନ ପାଇଁ ବିଜେଡିର ମାଷ୍ଟରପ୍ଲାନ । ନିର୍ବାଚନ ଷ୍ଟ୍ରାଟେଜୀ ପାଇଁ କୋର୍ ଟିମ୍ କାମ ଆରମ୍ଭ କରିଦେଇଛି । ସୋମବାର ବୈଠକରେ ଫାଇଭ୍ ଟି କୁ ଭୁରି ଭୁରି ପ୍ରଶଂସା କରାଯିବା ପରେ ସୁପ୍ରିମୋ 24 ନିର୍ବାଚନରେ ଫାଇଭ୍...
ପ୍ରେସିଡେଣ୍ଟ ଅଫ୍ ‘ଇଣ୍ଡିଆ’ ନା ‘ଭାରତ’ ?
ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ନା ପ୍ରେସିଡେଣ୍ଟ ଅଫ୍ ଭାରତ ? ଭାରତର ରାଷ୍ଟ୍ରପତିଙ୍କ ନାଁରେ ସମସ୍ତ ଚିଠିପତ୍ର, ଯୋଗାଯୋଗ "ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ" ବୋଲି ସମ୍ବୋଧନ କରାଯାଉଥିଲା । ମାତ୍ର ଜି-20 ସମ୍ମିଳନୀ ପାଇଁ ରାଷ୍ଟ୍ରପତି ଭବନରୁ ଆସିଥିବା ନିମନ୍ତ୍ରଣପତ୍ରରେ...
ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଶେଷକୃତ୍ୟ ସଂପନ୍ନ
ଶୋକାକୁଳ ପରିବେଶ ଭିତରେ ଗଞ୍ଜାମର ଲୋକପ୍ରିୟ ନେତା ପୂର୍ବତନ ବାଚସ୍ପତି, ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କର ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଶେଷକୃତ୍ୟ ସଂପନ୍ନ ହୋଇଛି । ଆଜି ସକାଳୁ ଭୁବନେଶ୍ବର ବାସଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ଦଳର...
ସନାତନ ଧର୍ମ ଡେଙ୍ଗୁ, ମ୍ୟାଲେରିଆ ଭଳି … ମୁଖ୍ୟମନ୍ତ୍ରୀଙ୍କ ପୁଅ ଦେଲେ ଅପମାନଜନକ ମନ୍ତବ୍ୟ
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ହିନ୍ଦୁ ଧର୍ମକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ସନାତନ ଧର୍ମ ହେଉଛି ଡେଙ୍ଗୁ, ମ୍ୟାଲେରିଆ ଭଳି । ଯେପରି ଡେଙ୍ଗୁ, ମ୍ୟାଲେରିଆକୁ ସଂପୂର୍ଣ୍ଣ...
ବଜ୍ରପାତରେ 12 ଜଣଙ୍କ ମୃତ୍ୟୁ
ଶନିବାର ଦିନ ହୋଇଥିବା ବଜ୍ରପାତରେ 12 ଜଣଙ୍କ ମୃତ୍ୟୁ ଘଟିଛି । ଏସଆରସି ଦେଇଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଚାରିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ 2ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଅନୁଗୁଳ, ବୌଦ୍ଧ,...
















