୪ହଜାର ଲୋକଙ୍କୁ କରାଗଲାଣି ସ୍ଥାନାନ୍ତର
ଆଜି ଉତ୍ତରାଖଣ୍ଡ ଯୋଶୀମଠରେ ଭଙ୍ଗାଯିବ ଅସୁରକ୍ଷିତ ହୋଟେଲ । ହୋଟେଲ ଭାଙ୍ଗିବାକୁ ବୁଲଡୋଜର ପହଁଞ୍ଚିଛି । କେବଳ ହୋଟେଲ ନୁହେଁ ଭଙ୍ଗା ହେବା ତାଲିକାରେ ରହିଛି ୧୦୦ରୁ ଅଧିକ ବିପଦ ସଙ୍କୁଳ ଘର । ଭଙ୍ଗା ହେବା ପୂର୍ବରୁ ଲୋକଙ୍କ...
କାଲି ହକି ବିଶ୍ୱକପ ଉଦଘାଟନୀ
ମଇଦାନ ପ୍ରସ୍ତୁତ, ଦର୍ଶକ ବି ପ୍ରସ୍ତୁତ । ସବୁଦେଶର ଖେଳାଳୀ ବି ପହଁଞ୍ଚିସାରିଛନ୍ତି । ୧୩ ତାରିଖରୁ ଆରମ୍ଭ ହେବ ହକି ମହାକୂମ୍ଭ । ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ । ମଞ୍ଚରେ ଜଲୱା ଦେଖାଇବେ ରଣବୀର ସିଂ,...
ଅଚାନକ ନବୀନ ନିବାସ ଆଗରେ ପହଞ୍ଚିଗଲେ ଚାଷୀ …
ଅଚାନକ ନବୀନ ନିବାସ ଆଗରେ ପହଞ୍ଚିଗଲେ ଶତାଧିକ ଚାଷୀ । ନବୀନ ନିବାସ ଆଗରେ ବସ୍ତା ବସ୍ତା ଧାନ ଅଜାଡି ଦେଇ ଚାଷୀଙ୍କ ଦାବି ପୂରଣ ପାଇଁ ନାରାବାଜି ଆରମ୍ଭ କରିଦେଲେ । ଏଭଳି ଅତର୍କିତ ଚାଷୀଙ୍କ ସମାବେଶ ସଂପର୍କରେ...
ଫ୍ଲାଇଟରେ ମଦ ପିଇ ବନ୍ଧା ହେଲେ ଦୁଇ ଯାତ୍ରୀ
ଫ୍ଲାଇଟ ଭିତରେ ମଦ ପିଇଲେ , ବନ୍ଧା ହେଲେ ଦୁଇ ଯାତ୍ରୀ । ଇଣ୍ଡିଗୋ ବିମାନ ଭିତରେ ମଦ ପିଇ ଦୁଇ ଯାତ୍ରୀ ହଙ୍ଗାମା କରିଥିଲେ । ଦିଲ୍ଲୀରୁ ପାଟନା ଯାଉଥିବା ଇଣ୍ଡିଗୋ ଫ୍ଲାଇଟରେ ଦୁଇ ଜଣ ମଦ ପିଉଥିବା...
ବିଧୁଭୂଷଣ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ ଭିସି
ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ । ପ୍ରଫେସର ବିଧୁଭୂଷଣ ମିଶ୍ର ହେଲେ ନୂତନ କୁଳପତି । ୪ ବର୍ଷ ପାଇଁ ବିଧୁଭୂଷଣଙ୍କୁ କୁଳପତି ନିଯୁକ୍ତ କଲେ ରାଜ୍ୟପାଳ ।
ଶୀତ ଚାଦର ତଳେ ଦିଲ୍ଲୀ
ପ୍ରବଳ ଜାଡରେ ଥରୁଛି ଉତ୍ତର ଭାରତ । କୁହୁଡି ସାଙ୍ଗକୁ କୋହଲା ପବନ । ଲଗାତାର ଖସୁଛି ପାରଦ । ଦିଲ୍ଲୀ ଏନସିଆର ସମେତ ଉତ୍ତର ପଶ୍ଚିମରେ ହାଡ ଭଙ୍ଗା ଶୀତ ଅନୁଭୁତ ହେଉଛି । ଚଳିତ ସିଜିନର ଏହା...
‘ଇଏ ଦୁଷ୍କର୍ମ ଅପରାଧ ନୁହେଁ’
ବିବାହ ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ଅପରାଧ ନୁହେଁ । ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । କିଛି କ୍ଷେତ୍ରରେ ମହିଳାମାନେ ନିଜ ଇଛାରେ ସମ୍ପର୍କ ରଖୁଛନ୍ତି । ତେଣୁ ଏଭଳି...
ଆରମ୍ଭ ହେଲା ଭୁବନେଶ୍ବର-ରାଉରକେଲା ବିମାନସେବା
ଆଜିଠାରୁ ଭୁବନେଶ୍ବରରୁ ରାଉରକେଲାକୁ ବିମାନସେବା ଆରମ୍ଭ ହୋଇଛି । ଆଲାଏନ୍ସ ଏୟାର ପକ୍ଷରୁ ଏହି ବିମାନ ସେବା ଆରମ୍ଭ କରାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭିଡିଓ କନଫରେନ୍ସିଂ ଜରିଆରେ ଆନୁଷ୍ଠାନିକ ଭାବେ ଏହାର ଉଦଘାଟନ...
ମେୟର ନିର୍ବାଚନରେ ହିଂସା
ଆଜି ଦିଲ୍ଲୀ ନଗର ନିଗମ ମେୟର ନିର୍ବାଚନ ଚାଲିଛି । କାର୍ଯ୍ୟାଳୟ ପରିସର ଭିତରର ଏ ଚିତ୍ର । ବିଜେପି ଏବଂ ଆମ ଆଦମି ପାର୍ଟିର ଯେଉଁ କର୍ମକର୍ତ୍ତାମାନେ ରହିଛନ୍ତି ସେମାନଙ୍କ ମଧ୍ୟରେ ହଟ୍ଟଗୋଳ ହୋଇଛି । ମେୟର ,...
ଶ୍ରୀମନ୍ଦିର ସାମ୍ନା ଦେଇ ଯିବା ମନା
ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ରାସ୍ତା ବନ୍ଦ । ପରିକ୍ରମା ପ୍ରକଳ୍ପ ଲାଗି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରୁ ସିଂହଦ୍ୱାର ପର୍ଯ୍ୟନ୍ତ ରାସ୍ତା ବନ୍ଦ କରାଯାଇଛି । ଫଳରେ ସ୍ଥାନୀୟ ବାସିନ୍ଦା ଏବଂ ଯାତ୍ରୀମାନେ ଯାତାୟତର ଅସୁବିଧା ସମ୍ମୁଖୀନ ହେଉଛନ୍ତି...















