ଆଜି ସବୁଠୁ ଲମ୍ବା ରାତି
ଆଜି ହେବ ସବୁଠୁ ଲମ୍ବା ରାତି । ସନ୍ଧ୍ୟାରେ ସୂର୍ଯ୍ୟଅସ୍ତ ଠାରୁ ଆସନ୍ତା କାଲି ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ସମୟ ରହିବ ୧୩ ଘଣ୍ଟା ୧୯ ମିନିଟ୍ । ଅର୍ଥାତ୍ ୧୩ ଘଣ୍ଟା ୧୯ ମିନିଟ୍ ରହିବ ରାତିର ଅବଧି ।...
ଚୀନରେ ସ୍ଥିତି ଗମ୍ଭୀର
ଚୀନରେ କରୋନା ଭାଇରସ ଏବେ ଚିନ୍ତା ବଢାଇଲାଣି । କୋଭିଡ ଗାଇଡଲାଇନ୍ ଶେଷହେବା ପରେ କରୋନା ମାମଲା ଏବେ ହୁ ହୁ ହୋଇ ବଢିବାରେ ଲାଗିଛି । କିଛିଦିନ ହେବ ଚୀନରେ ଲକ୍ଷେ ଲୋକ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି ।...
ଲଢେଇ ଜାରି ରହିବ: ମୁକ୍ତିକାନ୍ତ
ସାଡେ ଚାରି ଘଣ୍ଟାର ଉଦ୍ୟମ ପରେ ସମାଜସେବୀ ମୁକ୍ତିକାନ୍ତଙ୍କୁ ଉଦ୍ଧାର କରାଯାଇଛି । ହୋର୍ଡିଂ ଉପରେ ଚଢି ପ୍ରତିବାଦ କରୁଥିବା ରାଉରକେଲାର ମୁକ୍ତିକାନ୍ତଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ଟିମ୍ । ଲାଡର ସାହାର୍ଯ୍ୟରେ ପହଁଞ୍ଚି ମୁକ୍ତିକାନ୍ତଙ୍କୁ କାବୁ କଲା...
ମୃତଦେହ ଗ୍ରହଣ କଲେନି ପରିବାର
ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ମୃତ୍ୟୁ ପରେ ପୋଲିସକୁ ଘାରିଛି ମୃତଦେହ ହସ୍ତାନ୍ତର ଚିନ୍ତା । ବଲାଙ୍ଗୀରରେ ଗୋବିନ୍ଦଙ୍କ ପୋଷ୍ଟମର୍ଟମ ପରେ କେହି ମୃତଦେହ ଗ୍ରହଣ କରୁନାହାଁନ୍ତି । ମୃତଦେହକୁ ମହାଲିଙ୍ଗ ନେବାକୁ ଉପସ୍ଥିତ...
ହୋର୍ଡିଂ ଉପରେ ଚଢି ମୁକ୍ତିକାନ୍ତଙ୍କ ଆତ୍ମହତ୍ୟା ଉଦ୍ୟମ
ସୁଉଚ୍ଚ ହୋର୍ଡିଂ ଉପରେ ଚଢି ମୁକ୍ତିକାନ୍ତ ବିଶ୍ୱାଳ ନିଜର ଦାବି ପୂରଣ ପାଇଁ ଅଭିନବ ଢଙ୍ଗରେ ପ୍ରତିବାଦ କରୁଛନ୍ତି । ନିଜ ଦେହରେ କିଛି ତରଳ ପଦାର୍ଥ ଢାଳି ଆତ୍ମାହୁତିର ଚେତାବନୀ ଦେଉଛନ୍ତି । ତାଙ୍କ ଦାବୀ ହେଉଛି ,...
ଗାଡି ଲୋନ ସୁଝିବାକୁ କରିଥିଲେ ଅପହରଣ, ୩ ଗିରଫ
ନୟାଗଡର ନାବାଳକ ଅମ୍ରିତ୍ ପାତ୍ର ଅପହରଣ ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅମ୍ରିତକୁ ଅପହରଣ କରି ତା ବାପାଙ୍କ ଠାରୁ ଟଙ୍କା ମାଗିବାକୁ ସେମାନେ ଯୋଜନା କରିଥିଲେ । ଗାଡି ଲୋନ ସୁଝିବାକୁ ସେମାନେ ଏପରି...
କ୍ରାଇମବ୍ରାଞ୍ଚ କରିବ ତଦନ୍ତ
ବହୁ ଚର୍ଚ୍ଚିତ ମମିତା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୋଲିସ ଡିଜି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି । ଜେଲ୍ ଭିତରେ କେଉଁଭଳି ପରିସ୍ଥିତିରେ ଗୋବିନ୍ଦ ସାହୁ...
ଜେଲରେ ଆତ୍ମହତ୍ୟା
ବହୁ ଚର୍ଚ୍ଚିତ ମମିତା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛି । କଣ୍ଟାବାଞ୍ଜି ଜେଲ ଭିତରେ ଆତ୍ମହତ୍ୟା କରିଛନ୍ତି ଗୋବିନ୍ଦ ସାହୁ । ଜେଲର ଏକ ଛୋଟ ଗଛରେ ଗାମୁଛାରେ ଝୁଲି ଆତ୍ମହତ୍ୟା କରିଥିବା...
ଟଙ୍କା ପାଇଁ କରିଥିଲେ ଅପହରଣ
ନୟାଗଡର ୧୨ ବର୍ଷୀୟ ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ର ଉଦ୍ଧାର ହେବା ଘଟଣା । ଅପହରଣ ପଛରେ ୩ ଜଣ ସଂପୃକ୍ତ ଥିବା ପୋଲିସ ସୂଚନା ଦେଇଛି । ୧୫ ତାରିଖ ରାତିରେ ଭ୍ୟାନରେ ଅମ୍ରିତକୁ ଅପହରଣ କରାଯାଇଥିଲା...
ବର୍ଷାଙ୍କୁ ଆପତ୍ତିଜନକ ପ୍ରଶ୍ନ!
ବର୍ଷା-ଅନୁଭବ ପାରିବାରିକ ବିବାଦର ଶୁଣାଣିବେଳେ ଆଜି କଟକ ଫ୍ୟାମିଲି କୋର୍ଟରେ ସୃଷ୍ଟି ହୋଇଥିଲା ଅଭାବନୀୟ ପରିସ୍ଥିତି । ଅନୁଭବ ଓକିଲଙ୍କ କେତେକ ପ୍ରଶ୍ନ ଉପରେ ଆପତ୍ତି ଉଠାଇଥିଲେ ବର୍ଷା । ତାଙ୍କୁ ଏମିତି ପ୍ରଶ୍ନ ପଚରା ଯାଇପାରିବନି ବୋଲି ସେ...















