କାଲି ଜାଗା ଦିଅ ତା ପରଦିନ କାମ ଆରମ୍ଭ ହେବ
ପଦ୍ମପୁରକୁ ରେଳ ସଂଯୋଗ ପାଇଁ ରାଜ୍ୟ ସରକାର କାଲି ଜାଗା ଦେଲେ ତା ପରଦିନ କାମ ଆରମ୍ଭ ହେବ । ପଦ୍ମପୁର ଉପନିର୍ବାଚନବେଳେ ଅଞ୍ଚଳକୁ ରେଳ ସଂଯୋଗ ପ୍ରସଙ୍ଗରେ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ଟାର୍ଗେଟ ପରେ ଏହାର ଜବାବ ରଖିଛନ୍ତି...
ମହିଳାଙ୍କୁ ନେଇ ରାମଦେବଙ୍କ ବିବାଦୀୟ ବୟାନ
ଯୋଗଗୁରୁ ରାମଦେବ ମହିଳାଙ୍କ ପ୍ରତି ବୟାନଙ୍କୁ ନେଇ ଏବେ ତୁମ୍ବି ତୋଫାନ୍ । ଦିଲ୍ଲୀ ମହିଳା କମିଶନର ସ୍ୱାତୀ ଘଟଣାକୁ ଗୁରୁତ୍ୱର ସହ ନେଇ ରାମଦେବଙ୍କୁ ନୋଟିସ କରିଛନ୍ତି । ନିସ୍ୱାର୍ଥ କ୍ଷମା ପ୍ରାର୍ଥନା କରିବା ସହିତ ରାମଦେବଙ୍କୁ ଏଭଳି...
ଭୁବନେଶ୍ୱରରେ ହଜାର ହଜାର ପ୍ରାଥମିକ ଶିକ୍ଷକଙ୍କ ରାଲି
ଦାବି ପୂରଣ ପାଇଁ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଭୁବନେଶ୍ୱରରେ ବିଶାଳ ରାଲି । ଏକାଠି ହୋଇଛନ୍ତି ହଜାର ହଜାର ପ୍ରାଥମିକ ଶିକ୍ଷକ । ପ୍ରଥମରୁ ଅଷ୍ଟମ ଶ୍ରେଣି ପର୍ଯ୍ୟନ୍ତ ଶିକ୍ଷାଦାନ କରୁଥିବା ରାଜ୍ୟର ୧ ଲକ୍ଷ ୩୬...
ହତ୍ୟାର ଏକମାସ ପୂର୍ବରୁ ଶ୍ରଦ୍ଧା ସହ ହିମାଚଳ ଯାଇଥିଲା ଅଫତାବ
ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ପୋଲିସ ତଦନ୍ତ ଚଳାଇଛି । ଏହାରି ଭିତରେ ସାମ୍ନାକୁ ଆସୁଛି ଅନେକ ତଥ୍ୟ । ଯାଞ୍ଚବେଳେ ପୋଲିସ ଜାଣିବାକୁ ପାଇଛି ଯେ, ଶ୍ରଦ୍ଧାକୁ ହତ୍ୟା କରିବାର ଠିକ ଏକମାସ ପୂର୍ବରୁ ଅଫତାବ...
ଜେଲ ସୁପରିନଡେଣ୍ଡେଣ୍ଟ ଓ କଏଦୀଙ୍କ ସହ ଖଟି
ଜେଲ ଭିତରୁ ଆସୁଛି ମନ୍ତ୍ରୀଙ୍କ ନୂଆ ନୂଆ ଭିଡିଓ । ଥାନାରେ କେତେବେଳେ ଖଟି କରୁଛନ୍ତି ପୁଣି କେତେବେଳେ ମସାଜ୍ ନେଉଛନ୍ତି । ତିହାର ଜେଲରେ ବନ୍ଦି ଥିବା ଆପ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କର ଆଉ ଏକ ଭିଡିଓ ସାମ୍ନାକୁ...
ରଥଯାତ୍ରା ପୂର୍ବରୁ ଚାଲିବ ‘ଜଗନ୍ନାଥ ଏକ୍ସପ୍ରେସ’
ରଥଯାତ୍ରା ପୂର୍ବରୁ ଚଳାଚଳ କରିବ ଜଗନ୍ନାଥ ଏକ୍ସପ୍ରେସ । ଏନେଇ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭାରତ ଗୌରବ ପ୍ରକଳ୍ପ ଅଧିନରେ ଏହି ଜଗନ୍ନାଥ ଏକ୍ସପ୍ରେସ ଟ୍ରେନ ଆରମ୍ଭ ହେବ । ଭାରତୀୟ ସଂସ୍କୃତିକୁ ପ୍ରଦର୍ଶନ...
ବିକ୍ରମ ଗୋଖଲେଙ୍କ ଦେହାନ୍ତ
ବଲିଉଡ ଆକ୍ଟର ବିକ୍ରମ ଗୋଖଲେଙ୍କ ପରଲୋକ ହୋଇଛି । ୮୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ପୁଣେର ବୈକୁଣ୍ଠ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯିବ । ବିକ୍ରମଙ୍କ ସାଙ୍ଗ ତାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି...
ରାଣୀଙ୍କ କାର୍ ଧକ୍କାରେ ଜଣେ ମୃତ
ଦୁର୍ଘଟଣାର ଶୀକାର ହେଲା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍ । କଟକ ଜିଲ୍ଲା ଆଠଗଡ ବ୍ଲକ ଡାଳଖାଇ ଛକ ନିକଟରେ ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି ।...
ଦୁଷ୍କର୍ମର ଦଣ୍ଡ ଉଠବସ୍
୫ ବର୍ଷର ଶିଶୁକୁ ଦୁଷ୍କର୍ମ । ଆଉ ଅଭିଯୁକ୍ତ ଦଣ୍ଡ ଦିଆଗଲା ୫ ଥର ଉଠବସ୍ । କଅଁଳ ଶିଶୁ ପ୍ରତି କରାଯାଇଥିବା ଜଘନ୍ୟ ଅପରାଧର ଦଣ୍ଡ ମାତ୍ର ଏମିତି ଘୋଷଣା କରାଯାଇଥିଲା । ବିହାରର ନବଦା ଜିଲ୍ଲାରେ ଦେଖିବାକୁ...
ପୋଲିସଙ୍କୁ ସ୍ମାର୍ଟଫୋନ୍ ମନା
ଏଣିକି ପୁରୀ ଶ୍ରୀମନ୍ଦିର ଭିତରକୁ କାର୍ଯ୍ୟରତ ପୋଲିସ ନେଇପାରିବେନି ସ୍ମାର୍ଟଫୋନ୍ । ରତ୍ନ ସିଂହାସନ ଫଟୋ ଭାଇରାଲ ପରେ ଏହି କଟକଣା ଜାରି କରିଛନ୍ତି ପୁରୀ ଏସପି । ଜରୁରୀ ସେବା ନିୟୋଜିତ ଅଧିକାରୀଙ୍କ ପାଇଁ କଟକଣା କୋହଳ ।...
















