ଦୁଷ୍କର୍ମର ଦଣ୍ଡ ଉଠବସ୍
୫ ବର୍ଷର ଶିଶୁକୁ ଦୁଷ୍କର୍ମ । ଆଉ ଅଭିଯୁକ୍ତ ଦଣ୍ଡ ଦିଆଗଲା ୫ ଥର ଉଠବସ୍ । କଅଁଳ ଶିଶୁ ପ୍ରତି କରାଯାଇଥିବା ଜଘନ୍ୟ ଅପରାଧର ଦଣ୍ଡ ମାତ୍ର ଏମିତି ଘୋଷଣା କରାଯାଇଥିଲା । ବିହାରର ନବଦା ଜିଲ୍ଲାରେ ଦେଖିବାକୁ...
ପୋଲିସଙ୍କୁ ସ୍ମାର୍ଟଫୋନ୍ ମନା
ଏଣିକି ପୁରୀ ଶ୍ରୀମନ୍ଦିର ଭିତରକୁ କାର୍ଯ୍ୟରତ ପୋଲିସ ନେଇପାରିବେନି ସ୍ମାର୍ଟଫୋନ୍ । ରତ୍ନ ସିଂହାସନ ଫଟୋ ଭାଇରାଲ ପରେ ଏହି କଟକଣା ଜାରି କରିଛନ୍ତି ପୁରୀ ଏସପି । ଜରୁରୀ ସେବା ନିୟୋଜିତ ଅଧିକାରୀଙ୍କ ପାଇଁ କଟକଣା କୋହଳ ।...
ଇଡିରେ ଅର୍ଚ୍ଚନାଙ୍କ ଡ୍ରାଇଭର
ଇଡିରେ ହାଜର ହେଲେ ଲେଡି ବ୍ଲାକମେକର ଅର୍ଚ୍ଚନା ନାଗଙ୍କ ଡ୍ରାଇଭର । ସମନ ପରେ ଇଡିରେ ହାଜର ହେଲେ ଡ୍ରାଇଭର ଚନ୍ଦନ । ଅର୍ଚ୍ଚନାଙ୍କ ଦୈନନ୍ଦିନ ଗତିବିଧି , କାହାକୁ ଭେଟୁଥିଲେ ଏ ସବୁକୁ ନେଇ ତଦନ୍ତ...
କେତେବେଳେ ଭୁଲିଯିବାର ନାଟକ ତ ପୁଣି କେତେବେଳେ ବୟାନ ବଦଳାଉଛି ଅଭିଯୁକ୍ତ
ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଆଫତାବର ଆଜି ପୁଣିଥରେ ପଲିଗ୍ରାଫ ଟେଷ୍ଟ କରାଯାଇଛି । ଏହାପୂର୍ବରୁ ପୋଲିସ ଗୁରୁବାର ୮ ଘଣ୍ଟା ପର୍ଯ୍ୟନ୍ତ ଆଫତାବର ପଲିଗ୍ରାଫ ଟେଷ୍ଟ କରାଇଥିଲେ । ଶ୍ରଦ୍ଧା ହତ୍ୟାକୁ ନେଇ ଅଭିଯୁକ୍ତ ପାଖରେ ରଖାଯାଇଥିଲା...
ବିନା ଅନୁମତିରେ ଭଏସ୍, ଚେହେରା କେହି ବି ବ୍ୟବହାର କରିବେନି
ମହାନାୟକ ବିଗ୍ ବି ଅମିତାଭ ବଚ୍ଚନଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଆଦେଶ । ଦିଲ୍ଲୀ ହାଇକୋର୍ଟ ଆଦେଶ ଦେଇଛନ୍ତି ଯେ, ଅମିତାଭ ବଚ୍ଚନଙ୍କ ସ୍ୱର, ନାମ, ଏବଂ ଚେହେରାକୁ ତାଙ୍କ ବିନା ଅନୁମତିରେ କୌଣସି କଂପାନୀ ବ୍ୟବହାର...
ଦ୍ୱିତୀୟ ଦିନରେ ପ୍ରବଳ ହଟ୍ଟଗୋଳ
ଗୋଟିଏ ମିନିଟ୍ ବି ଚାଲିପାରିଲା ନାହିଁ ଆଜି ବିଧାନସଭା । ଆଜି ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଲା । ଗୃହକାର୍ଯ୍ୟ ଆରମ୍ଭରୁ ହିଁ ମଧ୍ୟଭାବକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିରୋଧୀ କଂଗ୍ରେସ...
ରାମ-ନାମ ସତ୍ୟ ହେ
ରାମ-ନାମ ସଙ୍କୀତର୍ଣ୍ଣ ଚାଲିବାବେଳେ ହଠାତ୍ ଚାଲିଗଲା ଜୀବନ । ଆମେ ସମସ୍ତେ ଜାଣିଛେ ଯେ, ଯେତେବେଳେ ଜଣଙ୍କ ପ୍ରାଣବାୟୁ ଚାଲିଯାଏ । ସେତେବେଳେ ମର ଶରୀରକୁ ଶ୍ମଶାନ ନେବାବେଳେ ରାମ ନାମ ସତ୍ୟ ହେ , ହରିନାମ ସତ୍ୟ ହେ...
ବାଣ ଫୁଟାଇବାକୁ କିଏ ଦେଇଥିଲେ ଅନୁମତି ?
କେନ୍ଦ୍ରାପଡା କାର୍ତ୍ତିଶ୍ୱେର ଭସାଣୀରେ ବାଣ ବିସ୍ଫୋରଣ ମାମଲାରେ ଦୋଷ ଲଦାଲଦି । ଭସାଣ ସମାବେଶରେ ବାଣ ଫୁଟାଇବା ପାଇଁ ପ୍ରଶାସନ ପୋଲିସ, ଅଗ୍ନିଶମ ବାହିନୀ କେହି ଅନୁମତି ଦେଇନଥିବା କହିଛନ୍ତି । ପ୍ରଶାସନ , ପୋଲିସ ଉପସ୍ଥିତିରେ କେମିତି...
ମଶାରି ଟାଣି ପ୍ରତିବାଦ
କଟକକୁ ଘାରିଲାଣି ଡେଙ୍ଗୁ ଚିନ୍ତା । କଟକକୁ ମଶା ଦାଉରୁ ରକ୍ଷା କରିବା ପାଇଁ ବିଜେପି ବିଜେପି କର୍ମୀଙ୍କ ଅଭିନବ ପ୍ରତିବାଦ । ରାସ୍ତା ଉପରେ ମଶାରି ଟାଣି ପ୍ରତିବାଦ କଲେ ବିଜେପି କର୍ପୋରେଟର । ସିଏମସି କାର୍ଯ୍ୟାଳୟ ଆଗରେ...
ପାକିସ୍ତାନର ନୂଆ ସେନା ମୁଖ୍ୟ
ପାକିସ୍ତାନର ନୂଆ ସ୍ଥଳସେନା ମୁଖ୍ୟ ହେବେ ଲେଫନାଣ୍ଟଜେନେରାଲ ସୟଦ ଅସିମ ମୁନିର । ଗୁରୁବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଜ୍ ସରିଫ ଦେଶର ନୂତନ ସେନା ମୁଖ୍ୟଙ୍କ ନାଁ ଘୋଷଣା କରିଛନ୍ତି । ସେନା ମୁଖ୍ୟ...















