27.1 C
Bhubaneswar
Saturday, October 31, 2026
-Advertisement-

ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟ ପଦ ରଦ୍ଦ

ଶେଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ହୋଇଛି I ଆଜି ଲୋକସଭା ଅଫିସରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି I ଲୋକ ପ୍ରତିନିଧି ଆଇନ ଅନୁସାରେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା...

ଦିନକରେ ୧୭ କୋଭିଡ ଆକ୍ରାନ୍ତ

ରାଜ୍ୟରେ ୨୪ ଘଣ୍ଟାରେ ୧୭ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ । ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ‘୧୩୪ ଦିନ ଭିତରେ ଏହା ସର୍ବାଧିକ ଆକ୍ରାନ୍ତ ଚିହ୍ନଟ । ବର୍ତ୍ତମାନ ୭୩ ଆକ୍ରାନ୍ତ ଅଛନ୍ତି ,...

୨୬ରୁ ରାଜ୍ୟରେ ବର୍ଷା ସମ୍ଭାବନା

ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପଡିବ ପଶ୍ଚିମା ଝଡର ପ୍ରଭାବ । ବିଜୁଳି , ଘଡଘଡି ସହିତ ବର୍ଷା ହେବ । ଏହା ସହିତ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ । ୨୭ ତାରିଖରୁ ବର୍ଷାର...

ଦିଲ୍ଲୀରେ କଂଗ୍ରେସର ଜରୁରୀ ବୈଠକ

ଗତକାଲି ସୁରତ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ପରେ କୋର୍ଟଙ୍କ ରାୟ ପରେ ସଙ୍କଟରେ ରାହୁଲଙ୍କ ସାଂସଦ ପଦ । ଏପରିକି ଆଗାମୀ ନିର୍ବାଚନରେ ଲଢିବା ନେଇକି ବି ଆଶଙ୍କା ଦେଖାଦେଇଛି । ଏନେଇ...

ସାବାଡ୍ ହେବେ ମଦୁଆ ଡ୍ରାଇଭର

ମଦୁଆ ଡ୍ରାଇଭରଙ୍କୁ ସାବାଡ ପାଇଁ ଆଜିଠୁ ବଡ ଅଭିଯାନ । ଆଜିଠାରୁ ସାରା ରାଜ୍ୟରେ ୩ ଦିନ ଧରି ଚାଲିବ ଚେକିଂ । ଏହି ସୂଚନା ଦେଇଛନ୍ତି ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର । ଅପରାହ୍ନ ୩ଟାରୁ ରାତି ୧୨ଟା...

ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ

ଚାରି ବର୍ଷ ପରେ ଜେଲ, ୨ ମିନିଟ୍ ପରେ ବେଲ୍ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ମିଳିଛି ଜାମିନ୍ । ମୋଦି ସାଙ୍ଗିଆକୁ ନେଇ ଦେଇଥିବା ମନ୍ତବ୍ୟ ଉପରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ...

ବଦଳିଲା ବିଜେପି ନେତୃତ୍ବ

ରାଜ୍ୟ ବିଜେପିର ସଭାପତି ହେଲେ ମନମୋହନ ସାମଲ । ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା । ପୂର୍ବରୁ ମନମୋହନ ରାଜ୍ୟ ବିଜେପିର ଦୁଇଥର ସଭାପତି ରହିଛନ୍ତି । 2004...

‘ତୁମେ ଖୁସିରେ ରୁହ, ମୁଁ ଦୁନିଆ ଛାଡୁଛି’

ମୃତ୍ୟୁ ପୂର୍ବରୁ ଆଜେକ୍ସଙ୍କ ଶେଷ ଇମେଲ । ସାମ୍ନାକୁ ଆସିଲା ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ପୂର୍ବର ପ୍ରେମିକାକୁ ଶେଷ ଇମେଲ । ମୃତ୍ୟୁ ପୂର୍ବରୁ ପ୍ରେମିକା ଜିଜ୍ଞାସାକୁ ଶେଷ ଇମେଲ କରିଥିଲେ ଆଜେକ୍ସ । ଭାବବିହ୍ୱଳ ହୋଇ କିଛି ଫଟୋ...

ଜାଗା ଦେଖିଲେ ,ଶ୍ରୀଜିଉଙ୍କୁ ଦର୍ଶନ କଲେ

ପୁରୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୁରୀ ବଳିଆପଣ୍ଡା ଅଞ୍ଚଳରେ ପଶ୍ଚିମବଙ୍ଗ ଭବନ ପାଇଁ ଜାଗା ଦେଖିବା ପରେ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ମମତା । ମମତାଙ୍କ ଜାଗା ଦେଖାଇଛନ୍ତି ମୁଖ୍ୟ ସଚିବ ପ୍ରଦୀପ ଜେନା । ପଶ୍ଚିମବଙ୍ଗରୁ...

୨୫ରୁ ପଶ୍ଚିମା ଝଡ ପ୍ରଭାବରେ ବର୍ଷା

କମିଛି ପଶ୍ଚିମାଝଡ ପ୍ରଭାବ । ଫଳରେ କମିବ ବର୍ଷାର ପ୍ରଭାବ । ଦକ୍ଷିଣ ଓଡିଶାରେ କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଞ୍ଜାମ, ଗଜପତି ସହିତ ରାଜ୍ୟରେ ଆଉ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଜୁଳି...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...