ଆଶା ପାରେଖଙ୍କୁ ଦାଦା ସାହେବ ଫାଲକେ ସମ୍ମାନ
ଦିଗଜ ଅଭିନେତ୍ରୀ ଆଶା ପାରେଖଙ୍କୁ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯିବ । କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁର ଏହି ବାବଦରେ ସୂଚନା ଦେଇଛନ୍ତି । ୩୦ ଡିସେମ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନ ପ୍ରଦାନ...
ଦେଶବ୍ୟାପୀ ପିଏଫଆଇ ଲିଙ୍କରେ ଜୋରଦାର ରେଡ୍
ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଉପରେ ଆଜି ସାରା ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ରେଡ୍ ଚାଲିଛି । ଏହି ମାମଲାରେ ଦିଲ୍ଲୀରୁ ଏବେ ସୁଦ୍ଧା ୩୨ ଲୋକଙ୍କୁ ଗିରଫ କରାଯାଇଛି । ଆସାମ, କର୍ଣ୍ଣାଟକ, ମହାରାଷ୍ଟ୍ର , ଦିଲ୍ଲୀ ସମେତ...
ଚୀନ୍ ସୀମାରେ ଯୁଦ୍ଧ ବିମାନ ଉଡାଇଲେ ତିନି ଝିଅ
ଚୀନ ସୀମାରେ ଫାଇଟର ଜେଟ୍ ଉଡାଇଛନ୍ତି ଭାରତର ବାହାଦୁର ଝିଅ । ନାରୀ ଶକ୍ତିର ଦମ ଦେଖାଇଛନ୍ତି ତିନି ଝିଅ । ଦୁନିଆର ସବୁଠୁ ଉଚା ଯୁଦ୍ଧକ୍ଷେତ୍ର ସିଆଚିନ୍ ହେଉ କିମ୍ବା ଅରୁଣାଞ୍ଚଳ ପ୍ରଦେଶର ଭୟଙ୍କର ପାହାଡି ଇଲାକା ବିଜୟନଗର...
ବାରଙ୍ଗ ‘୧୯୯୯’ କୁ ନେଇ ବିବାଦ
ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ରଙ୍କ ଘଟଣାକୁ ନେଇ ୱେବ ସିରିଜ୍ ପ୍ରସ୍ତୁତ କରାଯାଉଥିଲା । ତାକୁ ବିରୋଧ କରିଛନ୍ତି ନିଜେ ଅଞ୍ଜନା ମିଶ୍ର । ବିନା ଅନୁମତିରେ ୱେବ ସିରିଜକୁ ବିରୋଧ କରିଛନ୍ତି । ସେ କହିଛନ୍ତି , ୱେବ...
ବୁକିଂ କରିଥିଲେ ବର୍ତ୍ତିଯିବେ
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ଏବେ ସାଧାରଣ ଜନତା ଟେନସନ । ତେବେ ନୂଆ ନମ୍ବର ପ୍ଲେଟକୁ ନେଇ ଆସିଛି ଆଶ୍ୱସ୍ତିକର ଖବର । ରାଜ୍ୟ ସଡକ ପରିବହନ ପ୍ରାଧିକରଣ ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି ।...
ପ୍ରେମ ବିବାହକୁ ସଫଳ କରାଇବାକୁ ମା’ଙ୍କୁ ଚିଠି
ଟଙ୍କା ଗଣୁ ଗଣୁ ହୁଣ୍ଡିରୁ ବାହାରିଲା ଚିଠି । ପ୍ରେମ ବିବାହକୁ ସଫଳ କରାଇବାକୁ ମା’ଙ୍କୁ ଚିଠି । ମା’ ସମଲେଇ ମନ୍ଦିର ହୁଣ୍ଡିରୁ ଟଙ୍କା ସହ ବାହାରିଛି ଚିଠି । ମନସ୍କାମନା ପୂରଣ ପାଇଁ ଭକ୍ତ ଭଗବାନଙ୍କ...
ଅପେକ୍ଷାର ଅନ୍ତ, ଲଞ୍ଚ ହେଲା ମାରୁତିର ନୂଆ ଏସୟୁଭି-ଭିଟାରା
ଭାରତୀୟ ବଜାରରେ ଲଞ୍ଚ ହେଲା ମାରୁତି ସୁଜିକିର ନୂଆ ଏସୟୁଭି-ଭିଟାରା । ଫେଷ୍ଟିବ୍ ସିଜିନ ପୂର୍ବରୁ ଏହି କାରକୁ ଲଞ୍ଚ କରିଛି କମ୍ପାନୀ । ମାରୁତିର ଏହି ବହୁପ୍ରତିକ୍ଷିତ ଏସୟୁଭିର ବୁକିଂ ଆରମ୍ଭ ହୋଇଯାଇଛି । ୫୫ ହଜାରରୁ...
ଶ୍ୱାସରୁଦ୍ଧରୁ ଧର୍ମେନ୍ଦ୍ରଙ୍କ ମୃତ୍ୟୁ
ବିଜେଡି ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା । ଆସିଲା ମୃତ ଧର୍ମେନ୍ଦ୍ର ସାହୁଙ୍କର ପୋଷ୍ଟମର୍ଟମ ରିପୋର୍ଟ । ଶ୍ୱାସରୁଦ୍ଧ ଯୋଗୁଁ ଧର୍ମେନ୍ଦ୍ରଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟରେ କୁହାଯାଇଛି । ଶରୀରରେ ଆଉ କୌଣସି ସ୍ଥାନରେ ଆଘାତ ଚିହ୍ନ...
ପାଇଲଟଙ୍କୁ ଗେହଲଟ ସମର୍ଥକଙ୍କ ପ୍ରଚଣ୍ଡ ବିରୋଧ
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରେ ସଚ୍ଚିନ ପାଇଲଟଙ୍କୁ ଦେଖିବାକୁ ଚାହୁଁନାହାଁନ୍ତି ଅଶୋକ ଗେହଲଟଙ୍କ ସମର୍ଥକ । ଏଆଇସିସି ସଭାପତି ଭାବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଦାୟିତ୍ବ ଦେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରେ ସଚ୍ଚିନ ପାଇଲଟଙ୍କୁ ବସାଇବା ପାଇଁ ସୋନିଆ-ରାହୁଲ କରିଥିବା...
ପୋଲିସ ହାତରେ ଅଙ୍କିତାଙ୍କ ଚାଟିଂ
ଉତ୍ତରାଖଣ୍ଡ ଅଙ୍କିତା ଭଣ୍ଡାରିଙ୍କ ହତ୍ୟା ମାମଲାରେ ଏବେ ପୋଲିସ ହାତରେ ଲାଗିଛି ନୂଆ ତଥ୍ୟ । ମୃତ୍ୟୁ ପୂର୍ବରୁ ଅଙ୍କିତା ତାଙ୍କ ସାଙ୍ଗମାନଙ୍କ ସହ କରିଥିବା ହ୍ୱାଟସଆପ ଚାଟିଂ ପୋଲିସ ହାତରେ ଲାଗିଛି । ଚାଟିଂରେ ଅଙ୍କିତା ତାଙ୍କ...
















