29.1 C
Bhubaneswar
Friday, August 14, 2026
-Advertisement-

୩ ମାସ ପାଇଁ ବଢିଲା ଫ୍ରି ରାସନ ଯୋଜନା

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୩ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଯୋଜନା ଅଧିନରେ ରାସନ କାର୍ଡଧାରୀଙ୍କୁ ଡିତସେମ୍ବର ମାସ ପର୍ଯ୍ୟନ୍ତ ସରକାର ମାଗଣା ରାସନ ଯୋଗାଇଦେବେ । କ୍ୟାବିନେଟ ମଞ୍ଜୁରି ମିଳିଛି ।...

ଗଡକରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର

କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ । ଓଳାଶୁଣି ଛକ ସ୍ଥିତ ବ୍ରିଜର ସମ୍ପ୍ରସାରଣ ପାଇଁ ଗଡକରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଂକୀର୍ଣ୍ଣ ବ୍ରିଜ୍ ଯୋଗୁଁ ସାଲେପୁର ଓ ମାହାଙ୍ଗାର...

ପରିବହନ ବିଭାଗ ଠାରୁ ଜବାବ ମାଗିଲେ ହାଇକୋର୍ଟ

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ମାମଲା । ପରିବହନ ବିଭାଗ ଠାରୁ ଜବାବ ମାଗିଲେ ହାଇକୋର୍ଟ । ସ୍ଲଟ ବୁକିଂ ପାଇଁ ସମୟସୀମା ବୃଦ୍ଧି କରିହେବ କି ନାହିଁ ବୋଲି ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଭିତ୍ତିଭୂମି ନଥାଇ...

ଶିକ୍ଷା ମନ୍ତ୍ରୀଙ୍କ ଘରକୁ ଅଣ୍ଡା ମାଡ

ପୁରୀ ଜିଲ୍ଲା ୧୧ ନମ୍ବର ଜିଲ୍ଲା ପରିଷଦ ଜୋନର ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ଛାତ୍ର କଂଗ୍ରେସର ଜୋରଦାର ବିକ୍ଷୋଭ । ଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସରକାରୀ ବାସଭବନ ଆଗରେ ବିକ୍ଷୋଭ କରିବା ସହ ଅଣ୍ଡା ଏବଂ...

ଗୋଡତଳେ ପଡି ପ୍ରତିବାଦ

ଆରମ୍ଭ ହୋଇଛି ଓକିଲମାନଙ୍କ ପ୍ରତିବାଦ ସଭା । ଭୁବନେଶ୍ୱରରୁ ଆରମ୍ଭ କରି ସମ୍ବଲପୁର ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରତିବାଦ କରୁଛନ୍ତି ଆଇନଜୀବିମାନେ । ପଶ୍ଚିମଓଡିଶାରେ ହାଇକୋର୍ଟର ସ୍ଥାଇ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘ ପକ୍ଷରୁ ଏହି ପ୍ରତିବାଦ ସଭା...

୫ ବର୍ଷ ପାଇଁ ବ୍ୟାନ୍ ହେଲା

ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ଅଭିଯୋଗରେ ପ୍ରମାଣ ମିଳିବା ପରେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ୫ ବର୍ଷ ପାଇଁ ପିଏଫଆଇ ଏବଂ ଏହାର ସମସ୍ତ ସହଯୋଗୀ ସଂସ୍ଥାକୁ ବ୍ୟାନ କରିଦିଆଯାଇଛି ।...

‘ମଧ୍ୟସ୍ଥତା ବନ୍ଦ କରି ଶୁଣାଣି ଆରମ୍ଭ କର’

ପତ୍ନୀ ବର୍ଷାଙ୍କ ସହିତ ଥିବା ପାରିବାରିକ ବିବାଦରେ ମଧ୍ୟସ୍ଥତା ଚାହୁଁନାହାଁନ୍ତି ସାଂସଦ ଅନୁଭବ ମହାନ୍ତି । ତା ବଦଳରେ ଶୁଣାଣୀ ଆରମ୍ଭ କରିବାକୁ କୋର୍ଟକୁ କହିଛନ୍ତି । ଆଜି ଉଭୟ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । କାନସେଲିଂ ସମୟରେ...

ବେଙ୍ଗାଳୁରୁରେ ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ

ସିଲିକନ ସିଟି ବେଙ୍ଗାଳୁରରୁ ଆସିବ ବଡ ନିବେଶ । ଦୁବାଇ, ନୂଆଦିଲ୍ଲୀ, ମୁମ୍ବାଇ ପରେ ଆସନ୍ତାକାଲି ବେଙ୍ଗାଳୁରରେ ହେବ ଓଡିଶା ଇନଭେଷ୍ଟର୍ସ ମିଟ୍ । ନିବେଶ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ । ବେଙ୍ଗାଳୁରରେ ଆଜି ପହଁଞ୍ଚିସାରିଛନ୍ତି...

ଫ୍ଲିପ୍‌କାର୍ଟ ‘ବିଗ୍ ବିଲିୟନ ଡେ’ରେ ଫସିଲେ ଯୁବକ

ଫେଷ୍ଟିବ୍ ସିଜିନ୍ ପାଇଁ ଏବେ ଅଲଲାଇନ୍‌ରେ ଲୋଭନୀୟ ଅଫର । ଇ-କର୍ମସ ୱେବସାଇଟରେ ଆରମ୍ଭ ହୋଇଯାଇଛି ବିଜିନେସ । ପୂଜା ଅବସରରେ ଫ୍ଲିପ୍‌କାର୍ଟ ଦେଉଛି ବିଗ୍ ବିଲିୟନ ଡେ । ବିଗ ବିଲିୟନ ଡେରେ ଇଲେକ୍ଟ୍ରୋନିକ୍ସ ଜିନିଷରେ ଡିସକାଉଣ୍ଟ ଥିବାରୁ...

ଆଶା ପାରେଖଙ୍କୁ ଦାଦା ସାହେବ ଫାଲକେ ସମ୍ମାନ

ଦିଗଜ ଅଭିନେତ୍ରୀ ଆଶା ପାରେଖଙ୍କୁ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯିବ । କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁର ଏହି ବାବଦରେ ସୂଚନା ଦେଇଛନ୍ତି । ୩୦ ଡିସେମ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନ ପ୍ରଦାନ...
- Advertisement -

Latest article

Coolbet Mobil Ytelsestips

Innhold1. Velg Rett Plattform: App eller Mobilnettleser?2. Optimaliser Din Enhet for Topp ytelse3. Sjekk og Forbedre Nettverkstilkoblingen4. Feilsøking av Vanlige Problemer5. Ytterligere Tips for...

VipLuck Virtuelle Sportwetten-Optionen

InhaltWas sind Virtual Sports und wie funktionieren sie?Verfügbare Virtual-Sports-Disziplinen und WettmärkteSchritt-für-Schritt-Anleitung zum Platzieren einer WetteBonusangebote und deren Nutzung für Virtual SportsWichtige Tipps und häufige...

Configuration de la Carte AstroPay Amunbet

SommaireQu'est-ce qu'une Carte AstroPay et Pourquoi l'Utiliser sur Amunbet ?Où et Comment Obtenir Votre Carte AstroPayGuide Étape par Étape pour un Dépôt Réussi sur...