ଆଜିଠୁ ଆରମ୍ଭ ହେଲା, 10 ଯାଏଁ ବର୍ଷିବ
କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହୋଇଛି । ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯ଼ାୟୀ, ଆଜିଠାରୁ 10 ତାରିଖ ଯାଏଁ 17 ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ...
୪୧ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ
ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ସଦର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ୪୧ ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପ୍ରଥମେ ଗତ ବୁଧବାର ୧୨ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଗୁରୁବାର ଆଉ ୨୯ ଜଣ ପଜିଟିଭ୍ ବାହାରିଛନ୍ତି...
୪ ଜଣଙ୍କୁ ଗିରଫ କଲା ସିବିଆଇ
ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍ ପରେ ୪ ଜଣ ଗିରଫ ହୋଇଛନ୍ତି । ଜଣେ ବରିଷ୍ଠ ଅଧିକାରୀଙ୍କ ସହିତ ୪ ଜଣଙ୍କୁ ଗିରଫ କରିଛି ସିବିଆଇ । ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ...
କଂଗ୍ରେସର ଜୋରଦାର ବିରୋଧ, ପ୍ରିୟଙ୍କା ଅଟକ
ଦିଲ୍ଲୀରେ କଂଗ୍ରେସର ଜୋରଦାର ଆନ୍ଦୋଳନ । ଦରଦାମ ବୃଦ୍ଧି ବିରୋଧରେ କଂଗ୍ରେସର ‘ଚଲୋ ରାଷ୍ଟ୍ରପତି ଭବନ’ ଅଭିଯାନ । ହଜାର ହଜାର କଂଗ୍ରେସ ସମର୍ଥକଙ୍କ ନାରାବାଜିରେ କମ୍ପିଲା ଦିଲ୍ଲୀ । କଂଗ୍ରେସ ସାଂସଦମାନେ ପାର୍ଲାମେଣ୍ଟରୁ ରାଷ୍ଟ୍ରପତି ବବନ ଚଲୋ...
ବାବୁସାନଙ୍କ ଜାମିନ୍ ଆବେଦନ ଅନ୍ତ
ଓଲିଉଡ ଷ୍ଟାର ବାବୁସାନଙ୍କର ଜାମିନ ଆବେଦନର ପୂର୍ଣ୍ଣଛେଦ । ହାଇକୋର୍ଟରେ ବାବୁସାନଙ୍କ ଆଗୁଆ ଜାମିନ୍ ଆବେଦନର ଅନ୍ତ ଘଟିଛି । ତଦନ୍ତରେ ସହଯୋଗ କରୁଥିବାରୁ ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ପତ୍ନୀ ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁସାନଙ୍କ ବିରୋଧରେ...
ବୁଷ୍ଟର ଡୋଜ୍କୁ ଆଗ୍ରହ ନାହିଁ
ବୁଷ୍ଟର ଡୋଜ୍ ନେବାକୁ ଆଗ୍ରହ ଦେଖାଉନାହାଁନ୍ତି ଲୋକେ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି ସ୍ୱାସ୍ଥ୍ୟ ବିଭାଗ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୭ ପ୍ରତିଶତ ଲୋକେ ନେଇନାହାଁନ୍ତି ବୁଷ୍ଟର ଡୋଜ୍ । ଅର୍ଥାତ୍ ରାଜ୍ୟର ୨ କୋଟି...
ଆଜିଠୁ ଖୋଲିଲା ମାର୍କେଟ ବିଲ୍ଡିଂ
ଆଜିଠୁ ଖୋଲିଲା ଭୁବନେଶ୍ୱରର ୟୁନିଟ୍-୨ର ମାର୍କେଟ ବିଲ୍ଡିଂ । ଦୁଇ ବ୍ୟବସାୟୀ ଗୋଷ୍ଠୀ ବିବାଦ ଯୋଗଭ ୪ଦିନ ଧରି ବନ୍ଦ ରହିଥିଲା ମାର୍କେଟ ବିଲ୍ଡିଂ । ବିଏମସି ଏବଂ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ସହିତ ଆଲୋଚନା ପରେ ସମାଧାନର ବାଟ...
ସିବିଆଇ ସ୍କାନରରେ ମହିମା ମିଶ୍ର
ସିବିଆଇ ସ୍କାନରରେ ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ର । କଟକ ସ୍ଥିତ ଓଏସଏଲ ଅଫିସରେ ସିବିଆଇ ରେଡ୍ । ପାରାଦୀପର କିଛି ସ୍ଥାନରେ ମଧ୍ୟ ସିବିଆଇ ରେଡ କରୁଥିବା ସୂଚନା ମିଳିଛି । କଟକ ଓଡିଆ ବଜାର ସ୍ଥିତ...
୫ରୁ ପ୍ରବଳ ବର୍ଷା
ଶନିବାରଠାରୁ ପ୍ରବଳ ବର୍ଷା ସମ୍ଭାବନା । ୫ରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ । ୫-୬ରେ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୭ରୁ ବର୍ଷାର ତୀବ୍ରତା ବଢିବ । ୭ ତାରିଖରେ କିଛି...
ଆଉ ଏକ ଯୁଦ୍ଧ ଆଶଙ୍କା
ତାଇୱାନକୁ ନେଇ ଆମେରିକା-ଚୀନ ମୁହାଁମୁହିଁ । ତାଇୱାନ ଗସ୍ତ ଶେଷ କରି ଆମେରିକା ଅଭିମୁଖେ ଉଡାଣ ଭରିଛନ୍ତି ଆମେରିକା କଂଗ୍ରେସ ବାଚସ୍ପତି ନାନସି ପେଲୋସି । ଚୀନର କଡା ଚେତାବନୀ ସତ୍ତ୍ୱେ ନାନସି ତାଇୱାନ ରାଷ୍ଟ୍ରପତିଙ୍କୁ ଭେଟି ଖୋଲା ସମର୍ଥନ...















