30.1 C
Bhubaneswar
Sunday, November 1, 2026
-Advertisement-

ପୋଲିସଙ୍କୁ ସ୍ମାର୍ଟଫୋନ୍ ମନା

ଏଣିକି ପୁରୀ ଶ୍ରୀମନ୍ଦିର ଭିତରକୁ କାର୍ଯ୍ୟରତ ପୋଲିସ ନେଇପାରିବେନି ସ୍ମାର୍ଟଫୋନ୍ । ରତ୍ନ ସିଂହାସନ ଫଟୋ ଭାଇରାଲ ପରେ ଏହି କଟକଣା ଜାରି କରିଛନ୍ତି ପୁରୀ ଏସପି । ଜରୁରୀ ସେବା ନିୟୋଜିତ ଅଧିକାରୀଙ୍କ ପାଇଁ କଟକଣା କୋହଳ ।...

ଇଡିରେ ଅର୍ଚ୍ଚନାଙ୍କ ଡ୍ରାଇଭର

ଇଡିରେ ହାଜର ହେଲେ ଲେଡି ବ୍ଲାକମେକର ଅର୍ଚ୍ଚନା ନାଗଙ୍କ ଡ୍ରାଇଭର । ସମନ ପରେ ଇଡିରେ ହାଜର ହେଲେ ଡ୍ରାଇଭର ଚନ୍ଦନ । ଅର୍ଚ୍ଚନାଙ୍କ ଦୈନନ୍ଦିନ ଗତିବିଧି , କାହାକୁ ଭେଟୁଥିଲେ ଏ ସବୁକୁ ନେଇ ତଦନ୍ତ...

କେତେବେଳେ ଭୁଲିଯିବାର ନାଟକ ତ ପୁଣି କେତେବେଳେ ବୟାନ ବଦଳାଉଛି ଅଭିଯୁକ୍ତ

ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଆଫତାବର ଆଜି ପୁଣିଥରେ ପଲିଗ୍ରାଫ ଟେଷ୍ଟ କରାଯାଇଛି । ଏହାପୂର୍ବରୁ ପୋଲିସ ଗୁରୁବାର ୮ ଘଣ୍ଟା ପର୍ଯ୍ୟନ୍ତ ଆଫତାବର ପଲିଗ୍ରାଫ ଟେଷ୍ଟ କରାଇଥିଲେ । ଶ୍ରଦ୍ଧା ହତ୍ୟାକୁ ନେଇ ଅଭିଯୁକ୍ତ ପାଖରେ ରଖାଯାଇଥିଲା...

ବିନା ଅନୁମତିରେ ଭଏସ୍‌, ଚେହେରା କେହି ବି ବ୍ୟବହାର କରିବେନି

ମହାନାୟକ ବିଗ୍ ବି ଅମିତାଭ ବଚ୍ଚନଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଆଦେଶ । ଦିଲ୍ଲୀ ହାଇକୋର୍ଟ ଆଦେଶ ଦେଇଛନ୍ତି ଯେ, ଅମିତାଭ ବଚ୍ଚନଙ୍କ ସ୍ୱର, ନାମ, ଏବଂ ଚେହେରାକୁ ତାଙ୍କ ବିନା ଅନୁମତିରେ କୌଣସି କଂପାନୀ ବ୍ୟବହାର...

ଦ୍ୱିତୀୟ ଦିନରେ ପ୍ରବଳ ହଟ୍ଟଗୋଳ

ଗୋଟିଏ ମିନିଟ୍ ବି ଚାଲିପାରିଲା ନାହିଁ ଆଜି ବିଧାନସଭା । ଆଜି ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଲା । ଗୃହକାର୍ଯ୍ୟ ଆରମ୍ଭରୁ ହିଁ ମଧ୍ୟଭାବକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିରୋଧୀ କଂଗ୍ରେସ...

ରାମ-ନାମ ସତ୍ୟ ହେ

ରାମ-ନାମ ସଙ୍କୀତର୍ଣ୍ଣ ଚାଲିବାବେଳେ ହଠାତ୍ ଚାଲିଗଲା ଜୀବନ । ଆମେ ସମସ୍ତେ ଜାଣିଛେ ଯେ, ଯେତେବେଳେ ଜଣଙ୍କ ପ୍ରାଣବାୟୁ ଚାଲିଯାଏ । ସେତେବେଳେ ମର ଶରୀରକୁ ଶ୍ମଶାନ ନେବାବେଳେ ରାମ ନାମ ସତ୍ୟ ହେ , ହରିନାମ ସତ୍ୟ ହେ...

ବାଣ ଫୁଟାଇବାକୁ କିଏ ଦେଇଥିଲେ ଅନୁମତି ?

କେନ୍ଦ୍ରାପଡା କାର୍ତ୍ତିଶ୍ୱେର ଭସାଣୀରେ ବାଣ ବିସ୍ଫୋରଣ ମାମଲାରେ ଦୋଷ ଲଦାଲଦି । ଭସାଣ ସମାବେଶରେ ବାଣ ଫୁଟାଇବା ପାଇଁ ପ୍ରଶାସନ ପୋଲିସ, ଅଗ୍ନିଶମ ବାହିନୀ କେହି ଅନୁମତି ଦେଇନଥିବା କହିଛନ୍ତି । ପ୍ରଶାସନ , ପୋଲିସ ଉପସ୍ଥିତିରେ କେମିତି...

ମଶାରି ଟାଣି ପ୍ରତିବାଦ

କଟକକୁ ଘାରିଲାଣି ଡେଙ୍ଗୁ ଚିନ୍ତା । କଟକକୁ ମଶା ଦାଉରୁ ରକ୍ଷା କରିବା ପାଇଁ ବିଜେପି ବିଜେପି କର୍ମୀଙ୍କ ଅଭିନବ ପ୍ରତିବାଦ । ରାସ୍ତା ଉପରେ ମଶାରି ଟାଣି ପ୍ରତିବାଦ କଲେ ବିଜେପି କର୍ପୋରେଟର । ସିଏମସି କାର୍ଯ୍ୟାଳୟ ଆଗରେ...

ପାକିସ୍ତାନର ନୂଆ ସେନା ମୁଖ୍ୟ

ପାକିସ୍ତାନର ନୂଆ ସ୍ଥଳସେନା ମୁଖ୍ୟ ହେବେ ଲେଫନାଣ୍ଟଜେନେରାଲ ସୟଦ ଅସିମ ମୁନିର । ଗୁରୁବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଜ୍ ସରିଫ ଦେଶର ନୂତନ ସେନା ମୁଖ୍ୟଙ୍କ ନାଁ ଘୋଷଣା କରିଛନ୍ତି । ସେନା ମୁଖ୍ୟ...

ଗୋଟିଏ ଦିନରେ ୩୦ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ

ଚୀନରେ ପୁଣି କରୋନା କାୟା ମେଲାଇଲାଣି । ଗୋଟିଏ ଦିନରେ ପଜିଟିଭ୍ ସଂଖ୍ୟା ଏବେ ଉପରମୁହାଁ । ବୁଧବାର ୩୧, ୪୫୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ବିନା ଲକ୍ଷଣରେ ୨୭, ୫୧୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...