ବାରବାଟୀ ମ୍ୟାଚ ପାଇଁ ୯ରୁ ଅଫଲାଇନ୍ ଟିକେଟ୍
ଜୁନ୍ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ । ଏଥିପାଇଁ ରାଜ୍ୟ ସରକାର ଦର୍ଶକଙ୍କ ପ୍ରବେଶକୁ ଅନୁମତି ପ୍ରଦାନ କରିଛନ୍ତି । ମ୍ୟାଚ୍ ପାଇଁ ଜୁନ୍ ପହିଲାରୁ ଅନଲାଇନରେ...
ମଙ୍କିପକ୍ସକୁ ନେଇ ଚିନ୍ତା
ଦେଶବ୍ୟାପୀ ବଢିବାରେ ଲାଗିଛି ମଙ୍କିପକ୍ସ ଆତଙ୍କ । ୟୁରୋପରେ ରେକର୍ଡ ସଂଖ୍ୟକ ମଙ୍କିପକ୍ସ ମାମଲା ଚିହ୍ନଟ ହେଲେଣି । ଏବେ ସୁଦ୍ଧା ୟୁରୋପରେ ୧୦୦ ଜଣ ମଙ୍କିପକ୍ସ ରୋଗୀ ଚିହ୍ନଟ ହେଲେଣି । ସାଧାରଣତଃ ମୂଷା ଓ ଚୁଚୁନ୍ଦ୍ରାଙ୍କ ଦେହରୁ...
ପଟିଆଲା କୋର୍ଟରେ ସରେଣ୍ଡର କଲେ ସିଦ୍ଧୁ
ପଞ୍ଜାବ କଂଗ୍ରେସର ପୂର୍ବ ଅଧକ୍ଷ୍ୟ ନବଜୋତ ସିଂ ସିଦ୍ଧୁ ଆଜି ପଟିଆଲା କୋର୍ଟରେ ସରେଣ୍ଡର କରିଛନ୍ତି । ସିଦ୍ଧୁଙ୍କୁ ଏବେ ଗୋଟିଏ ବର୍ଷ ଜେଲରେ ଦିନ କାଟିବାକୁ ପଡିବ । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପଟିଆଲାର ମାତା କୌଶଲ୍ୟା...
ଭାରତରେ ୫ଜିର ସଫଳ ପରୀକ୍ଷଣ
ସ୍ୱଦେଶୀ ଜ୍ଞାନ କୌଶଳରେ ବିକଶିତ ଭାରତର ୫ଜି କଲର ସଫଳ ପରୀକ୍ଷଣ । ଗତକାଲି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଥମ ୫ଜି କଲ କରିଛନ୍ତି । ଚେନ୍ନାଇ ସ୍ଥିିତ ଆଇଆଇଟି ମାଡ୍ରାସ ପ୍ରତିଷ୍ଠା ହୋଇଥିବା ୫ଜି ଟ୍ରାଏଲ...
ଲାଲୁଙ୍କ ପିଚ୍ଛା ଛାଡୁନି ସିବିଆଇ
ପୁଣି ଲାଲୁ ଯାଦବଙ୍କ ଘରେ ପଶିଲା ସିବିଆଇ । ଏଥର ଗୋଖାଦ୍ୟ ନୁହେଁ, ରେଳମନ୍ତ୍ରୀ ଥିବା ବେଳେ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବାର ସୁରାକ୍ ପାଇଛି ସିବିଆଇ । ଲାଲୁ ନିଯୁକ୍ତି ବଦଳରେ ଜମି ହାତେଇଥିବା ଅଭିଯୋଗ ହୋଇଛି ।...
ବାଣୀବିହାରରେ ବନ୍ଦ ହେଲା ୮ କୋର୍ସ
ଉତ୍କଳ ବିଶ୍ୱବିଦ୍ୟାଳୟର କିଛି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଉପରେ ଲାଗିଛି କଟକଣା । ବାଣୀବିହାରରେ ୮ଟି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ଯେଉଁଥିରେ ପିଜି, ୟୁଜି, ସାର୍ଟିଫିକେଟ ପୋଷ୍ଟ ରହିଛି । ଏହାସହିତ କିଛି...
୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିଲାଗି ୧୫ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସତର୍କ ଜାରି...
ସିଦ୍ଧୁଙ୍କୁ ସୁପ୍ରିମକୋର୍ଟର ବଡ ଝଟକା
ନବଜୋତ ସିଂ ସିଦ୍ଧୁଙ୍କୁ ରୋଡ୍ ରେଜ ମାମଲାରେ ବଡ ଝଟକା ଲାଗିଛି । ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ବର୍ଷେ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ୧୯୮୮ର ଏହି ମାମଲାରେ ସର୍ବୋଚ୍ଚ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି । ପାର୍କିଂକୁ ନେଇ...
ହାଇକୋର୍ଟରେ ସ୍ଥାୟୀ ବେଞ୍ଚ୍ ପ୍ରସ୍ତାବକୁ ବିରୋଧ
ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟ ବେଞ୍ଚ୍ ଗଠନକୁ ହାଇକୋର୍ଟ ଓକିଲ ସଂଘର ବିରୋଧ । ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ଏନେଇ ଏକ ପ୍ରସ୍ତାବ ପାରିତ ହୋଇଛି । ଏହି ପ୍ରସଙ୍ଗରେ ନିଜର ସୀକୃତି ନଦେବାକୁ ହାଇକୋର୍ଟ ମୁଖ୍ୟ...
୩୨ଟି ପ୍ରସ୍ତାବରେ କ୍ୟାବିନେଟ ମୋହର
ରାଜଧାନୀବାସୀଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ପାଣ୍ଡରାରେ ନିର୍ମାଣ ହେବ ବ୍ୟାରେଜ୍ । ଏଥିପାଇଁ ଖର୍ଚ୍ଚ ହେବ ୧୨୮ କୋଟି ଟଙ୍କା । ବ୍ୟାରେଜ ନିର୍ମାଣ ପ୍ରସ୍ତାବକୁ ଗତକାଲି ମଞ୍ଜୁରୀ ଦେଇଛନ୍ତି ରାଜ୍ୟ କ୍ୟାବିନେଟ୍ । ବୈଠକରେ ମୋଟ ୩୨ଟି...


















