ନାଚିଲେନି ବୋଲି ମାରିଦେଲେ
ବାହାଘର ଶୋଭାଯାତ୍ରାରେ ନାଚିବାକୁ ବାରଣ କରିବାରୁ କନ୍ୟାର ମା’ଙ୍କୁ ହତ୍ୟା । ବରଗଡ ମେଲଛାମୁଣ୍ଡା ଥାନା ସାଲେପାଲି ଗାଁରେ ଘଟିଛି ହତ୍ୟାକାଣ୍ଡ । ମୃତକ ହେଲେ କନ୍ୟାଙ୍କ ମା’କିଶୋରୀ ରାଜହଂସ । ତାଙ୍କ ଝିଅର ବାହାଘର ପାଇଁ ପୁଅ ପକ୍ଷରୁ...
ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି
ତାଳଚେରରେ ମେଡିକାଲ କଲେଜ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମେଡିକାଲ କଲେଜ ପ୍ରସ୍ତାବକୁ ଅନୁମୋଦନ ଆଜି ମଂଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 100 ସିଟ୍ ଏବଂ 500 ଶଯ୍ୟା ବିଶିଷ୍ଟ ଏହି ମେଡିକାଲ...
ଆଇଏଏସ ପୂଜା ସିଘଂଲ ସସ୍ପେଣ୍ଡ
ଆଇଏଏସ ପୂଜା ସିଘଂଲଙ୍କୁ ସସପେଣ୍ଡ କଲେ ଝାଡଖଣ୍ଡ ସରକାର । ୨୦୦୦ ବ୍ୟାଚର ଆଇଏଏସ ତଥା ଝାଡଖଣ୍ଡର ଖଣି ସଚିବ ହେଉଛନ୍ତି ପୂଜା ସିଘଂଲ । ମନି ଲଣ୍ଡରିଂ ମାମଲାରେ କାଲି ପୁଜାଙ୍କୁ ଗିରଫ କରିଥିଲା ଇଡି ।...
ଜୁନ ୧୦ ରେ ରାଜ୍ୟସଭା ନିର୍ବାଚନ
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି l ଓଡିଶାରୁ ଖାଲି ହେଉଥିବା ୩ଟି ଆସନ ପାଇଁ ହେବ ନିର୍ବାଚନ । ନିକଟରେ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ...
ଟମାଟୋ ଫ୍ଲୁ ହାଇଆଲର୍ଟ
କର୍ଣ୍ଣାଟକରେ ଟମାଟୋ ଫ୍ଲୁ ଆତଙ୍କ । ଗତ କିଛି ଦିନ ଧରି କର୍ଣ୍ଣାଟକରେ ଏହି ରୋଗ ଦେଖାଦେଇଛି । ପୂର୍ବରୁ ତାମିଲନାଡୁ ଏବଂ କେରଳରେ ଏହି ରୋଗ ଦେଖା ଦେଇଥିଲା । ଏହି ସଙ୍କ୍ରାମକ ରୋଗ ବ୍ୟାପୁଥିବାରୁ କର୍ଣ୍ଣାଟକରେ...
କୋର୍ଟରେ ଜଜ୍ଙ୍କ ସାମ୍ନାରେ ବିଷ ପିଇଲେ ମହିଳା
ଜଜ୍ଙ୍କ ଆଗରେ ବିଷ ପିଇଲେ ମହିଳା । ବାଲେଶ୍ୱର କୋର୍ଟରେ ଜଣେ ମହିଳା ଜଜ୍ ଙ୍କ ଆଖି ଆଗରେ ବିଷ ପିଇଦେଇଛନ୍ତି । ତାଙ୍କ ନାଁ ରାଜଶ୍ରୀ ବାରିକ୍ । ସ୍ୱାମୀଙ୍କ ସହିତ ତାଙ୍କର ସମ୍ପର୍କ ଭଲ ନଥିବାରୁ ସେ...
ଦେଶଦ୍ରୋହ ମାମଲାରେ ବନ୍ଦୀଙ୍କୁ ମିଳିବ ମୁକ୍ତି
ଦେଶଦ୍ରୋହ ମାମଲା ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ମାମଲାର ଚୂଡାନ୍ତ ଫଇସଲା ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଦେଶଦ୍ରୋହ ଆଇନ ଉପରେ ରହିତାଦେଶ ଜାରି କରିଛନ୍ତି । ଆଇପିସିର ଧାରା 124 ଏ ଉପରେ କୋର୍ଟ ରହିତାଦେଶ ଲାଗୁ କରିବା ସହ...
ଦୁର୍ବଳ ହେଲା ଭୀଷଣ ବାତ୍ୟା
ସମୁଦ୍ର ଭିତରେ ଦୁର୍ବଳ ହେଉଛି ଭୀଷଣ ସାମୁଦ୍ରିକ ବାତ୍ୟା ଅସାନି । ଆଜି ସକାଳେ ଏହା ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇସାରିଛି । ଆସନ୍ତାକାଲି ଅବପାତରେ ପରିଣତ ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ...
ନିରବିଲା ଶିବକୁମାରଙ୍କ ସନ୍ତୁର
ବିଶିଷ୍ଟ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ପଣ୍ଡିତ ଶିବ କୁମାର ଶର୍ମାଙ୍କ ପରଲୋକ । ସନ୍ତୁର ବାଦକ ଭାବେ ସେ ଖ୍ୟାତି ଅର୍ଜନ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି...
ବିଜେଡି କୃଷକ ମୋର୍ଚାର ସଭାପତି ଗିରଫ
ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଗିରଫ ହେଲେ ବୌଦ୍ଧ ଜିଲା ବିଜେଡି କୃଷକ ମୋର୍ଚାର ସଭାପତି ଶାନ୍ତନୁ ଥାଟି । ବରଗୋଛାରୁ ପୋଲିସ ତାଙ୍କୁ ଗିରଫ କରିଛି । ଗତ କିଛିଦିନ ତଳେ କଣ୍ଟାମାଳ ବ୍ଲକର ଯନ୍ତ୍ରୀ ସ୍ମୃତିରଞ୍ଜନ...


















