29.1 C
Bhubaneswar
Monday, August 17, 2026
-Advertisement-

ଶପଥ ନେଲେ ସୁଲୋଚନା

ଶପଥ ନେଲେ ଭୁବନେଶ୍ବର ମହାନଗର ନିଗମର ନବନିର୍ବାଚିତ ମେୟର ସୁଲୋଚନା ଦାସ । ପୌର ପ୍ରଶାସକ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ତାଙ୍କୁ ଶପଥ ପାଠ କରାଇଛନ୍ତି । ପ୍ରଥମେ ମେୟରଙ୍କୁ ଶପଥ ପାଠ କରାଇବା ପରେ 67 ଜଣ କର୍ପୋରେଟରଙ୍କୁ...

ମନ ଜିଣୁଛି ମେଗା ଧାରାବାହିକ ସର୍ବଜୀତା ଅନୁ

ଭୁବନେଶ୍ୱର : ଓଡିଆ ଦର୍ଶକଙ୍କ ମନ କିଣୁଛି ‘ସର୍ବଜୀତା ଅନୁ’ । ଜୀ ସାର୍ଥକ ଚ୍ୟାନେଲରେ ପ୍ରସାରିତ ଏହି ନୂଆ ମେଗା ଧାରାବାହିକ ମାତ୍ର ୧୫ ଏପିସୋଡରେ ସର୍ବାଧିକ ଜନାଦୃତି ହାସଲ କରିଛି । ମାର୍ଚ୍ଚ ୧୪ ତାରିଖରୁ ‘ସର୍ବଜୀତା...

ସାମ୍ବାଦିକଙ୍କୁ ବେଡି : ବଦଳିଲେ ଆଇଆଇସି

ମହଙ୍ଗା ପଡିଲା ସାମ୍ବାଦିକଙ୍କ ଗୋଡରେ ପେଡି ବାନ୍ଧିବା । ନୀଳଗିରିର ସାମ୍ବାଦିକ ଆଲୋକଙ୍କ ଗୋଡରେ ବେଡି ପକାଯିବା ଘଟଣା । ନୀଳଗିରି ଥାନା ଆଇଆଇସି ଦ୍ରୌପଦୀ ଦାସଙ୍କୁ ବଦଳି । ମାମଲାର ତଦନ୍ତ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ...

ରେଲୱେ ଷ୍ଟେସନ ଉପରେ ମିସାଇଲ ଆଟାକ୍‌, ୩୦ ମୃତ

ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଉଗ୍ର ରୂପ ନେବାରେ ଲାଗିଛି । ୪୪ ଦିନରେ ପହଁଞ୍ଚିଛି ଯୁଦ୍ଧ । ଆଜି ୟୁକ୍ରେନର ପୂର୍ବ ସହର କ୍ରାମାଟୋସ୍କରେ ଥିବା ଏକ ରେଲୱେ ଷ୍ଟେସନ ଉପରେ ମିସାଇଲ ଆଟାକ୍ କରିଛି ରୁଷ । ଏଥିରେ...

ପ୍ରକାଶ ପାଇଲା ଓଟିଇଟି ରେଜଲ୍ଟ

ପ୍ରକାଶ ପାଇଲା ଓଡିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ ରେଜଲ୍ଟ । www.bseodisha.ac.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ ।

ଗଣେଶ ମଣ୍ଡପ ହାଟ ବ୍ୟବସାୟୀଙ୍କ ଉପରେ ଏତେ ରାଗ କାହିଁକି ?

ବିନା ନୋଟିସରେ ଉଚ୍ଛେଦ ହେଲା ଝାରପଡା ସ୍ଥିତ ଗଣେଶ ମଣ୍ଡପ ହାଟ । ସକାଳୁ ସକାଳୁ ବ୍ୟବସାୟୀଙ୍କ ନିଦ ଭାଙ୍ଗିବା ଆଗରୁ ହାଟ ଉଚ୍ଛେଦ ପାଇଁ ଦଳ ବଳ ଧରି ପହଞ୍ଚିଯାଇଥିଲା ବିଏମସି ଟିମ୍ । ଆଉ କିଛି ସମୟ...

ଲେମ୍ବୁ ଗୋଟାକ ୧୦ ଟଙ୍କା!

ସାଧାରଣତଃ ଖରାଦିନେ ଲେମ୍ବୁର ଚାହିଦା ଅଧିକ ଥାଏ । କିନ୍ତୁ ଏବେ ଲେମ୍ବୁର ଦାମ୍ ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । କଟକ ଛତ୍ର ବଜାର ପରିବା ହାଟରେ ଗୋଟିଏ ଲେମ୍ବୁର ଦାମ ରହିଛି ୧୦ ଟଙ୍କା । ଲେମ୍ବୁର...

ଚର୍ଚ୍ଚାରେ ପୁଟିନଙ୍କ ଦୁଇ ଝିଅ

୪୩ ଦିନରେ ପହଁଞ୍ଚିଛି ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ । ରୁଷ ରାଷ୍ଟ୍ରପତି ଲଗାତାର ୟୁକ୍ରେନର ଅଲଗା ଅଲଗା ସହରକୁ ଆକ୍ରମଣ କରୁଛନ୍ତି । ଯୁଦ୍ଧର ବିଭୀଷିକା ମଧ୍ୟରେ ପୁଟିନଙ୍କ ଦୁଇ ଝିଅକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୁଟିନଙ୍କ...

ଦମୟନ୍ତୀ ମାଝୀ କଟକ ଡେପୁଟି ମେୟର

ସିଏମସିର ନୂଆ ଡେପୁଟି ମେୟର ହେଲେ ବିଜେଡିର ଦମୟନ୍ତୀ ମାଝୀ । ଡେପୁଟି ମେୟର ନିର୍ବାଚନକୁ ବର୍ଜନ କରିଥିଲେ ଉଭୟ କଂଗ୍ରେସ ଏବଂ ବିଜେପି କର୍ପୋରେଟର । ଡେପୁଟି ମେୟର ଚୟନ ପ୍ରକ୍ରୀୟା ପୂର୍ବରୁ କକ୍ଷ ତ୍ୟାଗ...

ମହୁମାଛି ଆକ୍ରମଣରେ ୧୦ ଗୁରୁତ୍ତର

ମହୁମାଛି ଆକ୍ରମଣରେ ଅଙ୍ଗନବାଡି କେନ୍ଦ୍ରରେ ୧୦ ଜଣ ଗୁରୁତ୍ତର ଆହତ ହୋଇଛନ୍ତି । ବୌଦ୍ଧ କଣ୍ଟାମାଳ ବ୍ଲକ ଦବଲା ପଞ୍ଜାୟତର ବଉଳସିଂହାରେ ଏହି ଅଘଟଣ ଘଟିଛି । ୮ ଶିଶୁଙ୍କ ସମେତ ଅଙ୍ଗନବାଡିର ୱାର୍କର ଏବଂ ହେଲଫର ମହୁମାଛି ଆକ୍ରମଣରେ...
- Advertisement -

Latest article

Avis sur Kyngs Nolimit City Extreme Volatility

SommaireComprendre la Volatilité Extrême de Nolimit CityStratégies de Gestion de Bankroll pour les Jeux à Haut RisqueLes Bonus et Promotions AdaptésProblèmes Fréquents et DépannageConclusion...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...