ପଦ୍ମ ଧରିଲେ ଗ୍ରେଟ୍ ଖଲି
ଡବ୍ଲୁ ଡବ୍ଲୁ ଇରେ ଦ ଗ୍ରେଟ ଖଲି ନାଁରେ ପରିଚିତ ପ୍ରଫେସନାଲ ରେସଲର୍ ଦଲିପ ସିଂ ରାଣା ବିଜେପିରେ ଯୋଗ ଦେଇଛନ୍ତି । ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଖଲିଙ୍କ ଯୋଗଦାନ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି ।...
ଆଜି ଚିଠା ଭୋଟର ତାଲିକା
ଆଗାମୀ ପୌର ନିର୍ବାଚନ ପାଇଁ ଚିଠା ଭୋଟର ତାଲିକା ପ୍ରସ୍ତୁତ କରାଯାଇଛି । ଆଜି ୧୦୭ ପୌରାଞ୍ଚଳ, ୩ ମହାନଗରରେ ଚିଠା ତାଲିକା ପ୍ରକାଶ କରାଯିବ । ଆସନ୍ତା ପୌର ନିର୍ବାଚନ ନେଇ ସର୍ବଦଳୀୟ ବୈଠକ ପରେ ଏହା କହିଛନ୍ତି...
ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ
ଆତ୍ମହତ୍ୟାର ୧୨ ଦିନ ପରେ ବି ମଡେଲ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା ଉପରୁ ହଟି ପାରିନାହିଁ ପରଦା । ଆଜି ବି ଇନଫୋସିଟି ଥାନାର ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ । ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ କାହିଁକି...
ରେପୋ ରେଟ୍ ଅପରିବର୍ତ୍ତିତ
ମାର୍କେଟକୁ ସରପ୍ରାଇଜ୍ ଦେଲା ରିଜର୍ଭ ବ୍ୟାଙ୍କ୍ । ଆଜି ଘୋଷିତ ହୋଇଥିବା ମୁଦ୍ରାନୀତିରେ ରେପୋ ରେଟ୍ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ ରଖାଯାଇଛି । ଏବେ ରେପୋ ରେଟ୍ ୪ ପ୍ରତିଶତ ରହିଥିବାବେଳେ ରିଭର୍ସ ରେପୋ ରେଟ୍ ୩...
ସୌମ୍ୟଙ୍କ ମୃତ୍ୟୁକୁ ୧୧ ଦିନ…
ପୁଅର ମୃତ୍ୟୁକୁ ବିତିଗଲାଣି ୧୧ ଦିନ । ହେଲେ ଛାତି ଫଟାଇ ଏବେବି କାନ୍ଦୁଛି ମା’ । ଗୋଟିଏ ଭେଣ୍ଡିଆ ପୁଅକୁ ହରାଇ କେମିତି ବା ସହିପାରିବ ମା’ । ମା’ ଚାହୁଁଛି ମୋ ପୁଅକୁ ନ୍ୟାୟ ମିଳୁ ଏବଂ...
ବିଶ୍ବେଶ୍ବର ଟୁଡୁଙ୍କୁ ଅନ୍ତରୀଣ ସୁରକ୍ଷା
କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି । ଦୁଇଜଣ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଦୁଇ ଅଧିକାରୀ ମନ୍ତ୍ରୀ ଶ୍ରୀ ଟୁଡୁଙ୍କ ନାଁରେ ବାରିପଦା ଥାନାରେ ଏତଲା ଦାୟର କରିଥିଲେ ।...
ଯବାନ ଦେଲେ ନୂଆ ଜୀବନ
୪୮ ଘଣ୍ଟା ପରେ ପାହାଡ ଖୋଲରୁ ଉଦ୍ଧାର ହେଲେ ଯୁବକ । କେରଳର ପଲକ୍କଡ ଅନ୍ତର୍ଗତ ମାଲାମପୁଝାର ଏକ ପାହାଡରେ ଫସିଯାଇଥିବା ଜଣେ ଯୁବ ପର୍ବତାରୋହୀଙ୍କୁ ଉଦ୍ଧାର କରିଛନ୍ତି ରେସ୍କ୍ୟୁ ଟିମ୍ । ଗତ ସୋମବାରଠାରୁ ଏକ ପଥର...
ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ମୃତ
ପୁଣି ମାଓବାଦୀଙ୍କ ବର୍ବରତା । ମାଓ ପୋଷ୍ଟର ଲାଗିଥିବା ସ୍ଥାନରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । କନ୍ଧମାଳ ଫିରିଙ୍ଗିଆ ଥାନାରେ ସାଡିଙ୍ଗିଆ କିଆମୁଣ୍ଡା ନିକଟରେ ବିସ୍ଫୋରଣ ହୋଇଛି । ମାଓବାଦୀମାନେ ଲଗାଇଥିବା ପୋଷ୍ଟର ନିକଟରେ ଏହି ଅଘଟଣ ଘଟିଛି । ମୃତ...
ମହାରାଜାଙ୍କ ଝିଅ ବାହାଘର
ଆଜି ରାତିରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଝିଅ ବାହାଘର । ଗଜପତିଙ୍କ ସାନ ତଥା ଚତୁର୍ଥ କନ୍ୟା ଦେବେଶୀ ଦେବୀଙ୍କ ବାହାଘର ଅନୁଷ୍ଠିତ ହେବ । ହରିୟାଣାର ବିଶିଷ୍ଟ ବ୍ୟବସାୟୀ ଆଦିତ୍ୟ କେହେରଙ୍କ ସହ ହେବ ବାହାଘର...
ତିନି ଦିନ କଲେଜ ଛୁଟି ଘୋଷଣା
କର୍ଣ୍ଣାଟକରେ ହିଜାବକୁ ନେଇ ଚାଲିଛି ମହାଭାରତ । ମୁସଲିମ ଛାତ୍ରୀ ହିଜାବ ପିନ୍ଧି କଲେଜ ଆସୁଥିବାବେଳେ ହିନ୍ଦୁ ଛାତ୍ର ଗେରୁଆ ସ୍କ୍ରାପ ପିନ୍ଧି କଲେଜ ଆସୁଛନ୍ତି । ଏହାକୁ ନେଇ ବଢିଛି ଉତ୍ତେଜନା । କଲେଜରେ ଜୋରଦାର ଚାଲିଛି ସ୍ଲୋଗାନ...
















