୨ ବର୍ଷର ଝିଅକୁ ଦୁଷ୍କର୍ମ କରି ବାପା ଗିରଫ
ପୁରୀ ଧାମରେ ଲଜ୍ଜା । ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମକୁ ୩୬ ଘଣ୍ଟା ବିତି ନଥିବାବେଳେ ପୁଣି ପୁରୀରେ ଦୁଷ୍କର୍ମର ଶିକାର ହୋଇଛନ୍ତି ୨ ବର୍ଷର ଶିଶୁ । ପିଡୀତାର ବାପା ହିଁ ଏଭଳି ଅମାନବୀୟ କାଣ୍ଡ ଘଟାଇଥିବା...
କୋଟିଆରେ ହେବ ନିର୍ବାଚନ
ପଟାଙ୍ଗୀ ଜୋନ୍- ୧ ଜିଲ୍ଲା ପରିଷଦ ସଭ୍ୟ ପାଇଁ ହେବ ନିର୍ବାଚନ । ମୈଦାନକୁ ଓହ୍ଲାଇବେ ଦୁଇ ପ୍ରାର୍ଥୀ । ସର୍ବଦଳୀୟ ପ୍ରାର୍ଥୀଙ୍କ ସହ ପ୍ରତିଦ୍ୱନ୍ଦିତା କରିବେ ସ୍ୱାଧୀନ ପ୍ରାର୍ଥୀ । ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କ ସହ ଲଢିବେ...
ନୀରଜ ପାଇବେ PVSM
ଟୋକିଓ ଅଲିମ୍ପିକ ସ୍ୱର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କୁ ମିଳିବ ପରମ ବିଶିଷ୍ଟ ସେବା ମେଡାଲ । ସାଧାରଣତନ୍ତ୍ର ଦିବସ ଅବସରରେ ତାଙ୍କୁ ଏହି ସମ୍ମାନ ସମ୍ମାନିତ କରାଯିବ । ଏଥିସହିତ ରାଷ୍ଟ୍ରପତି ୩୮୪ ଜଣଙ୍କୁ ବୀରତା ସମ୍ମାନ ପ୍ରଦାନ କରିବେ...
ନାମାଙ୍କନ ଦାଖଲ ପରେ ହଜିଗଲେ ରିନା
ମାଲକାନଗିରିରେ ଜିଲ୍ଲାପରିଷଦ ପାଇଁ ପ୍ରାର୍ଥୀ ହୋଇଥିବା ରୀନା କବାସି ନିଖୋଜ ହୋଇଛନ୍ତି । ଗତକାଲି ଠାରୁ ତାଙ୍କର କୌଣସି ଖୋଜଖବର ମିଳୁ ନ ଥିବା ସଂପର୍କରେ ପରିବାର ଲୋକେ ଅଭିଯୋଗ କରିଛନ୍ତି । କାଲିମେଳା ଜୋନ୍ 2 ରୁ ସେ...
ତପସ୍ବିନୀ ଓ ସୁମିତଙ୍କ ବାପାଙ୍କୁ ପକ୍ଷଭୁକ୍ତ କରି ହାଇକୋର୍ଟଙ୍କ ନୋଟିସ
ଡାକ୍ତର ସୁମିତ ଓ ତପସ୍ବିନୀ ବିବାଦ ମାମଲାରେ ହାଇକୋର୍ଟ ତପସ୍ବିନୀ ଓ ସୁମିତଙ୍କ ବାପାଙ୍କୁ ପକ୍ଷବୁକ୍ତ କରି ନୋଟିସ ଜାରି କରିଛନ୍ତି । ସୁମିତଙ୍କ ଘର ଆଗରେ ତପସ୍ବିନୀ ଧାରଣା ଦେଇଥିବା ବେଳେ କିଛି ସ୍ଥାନୀୟ ମହିଳା ସୁମିତଙ୍କ ଘର...
କେତେ ଜଣଙ୍କୁ ନେଇ ଉଡିବ ତ୍ରିରଙ୍ଗା
ଆସନ୍ତାକାଲି ପାଳନ ହେବ ସାଧରଣତନ୍ତ୍ର ଦିବସ । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍ । ବ୍ୟକ୍ତିଗତ ଭାବେ ଘରେ ପତାକା ଉତ୍ତୋଳନ ପାଇଁ ୫ ଜଣଙ୍କୁ ଅନୁମତି ମିଳିିଛି । ଆନୁଷ୍ଠାନିକ ଭାବେ...
ନୋମିନେସନ ହୋଇନଥିବା ସ୍ଥାନ ଲାଗି ପୁନଃ ବିଜ୍ଞପ୍ତି
ଯେଉଁ ସ୍ଥାନରେ ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ କରାଯାଇନାହିଁ କିମ୍ବା ନିର୍ବାଚନ ବର୍ଜନ କରାଯାଇଛି । ସେହି ସ୍ଥାନରେ ହେବ ନିର୍ବାଚନ । ଏଥିପାଇଁ ତାରିଖ ଘୋଷଣା କରାଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ପ୍ରେସମିଟ୍ କରି ଏହି ସୂଚନା...
ଓଡିଶାର ୨୨ ଜଣ ପାଇବେ ପୋଲିସ ମେଡାଲ
ସାଧାରଣତନ୍ତ୍ର ଦିବସ ଅବସରରେ ଓଡିଶାରୁ ୨୨ ଜଣ ପାଇବେ ପୋଲିସ ମେଡାଲ । ଦେଶର ମୋଟ ୯୩୯ ପୋଲିସ ଅଧିକାରୀ ପୁରସ୍କୃତ ହେବେ । ଉତ୍କୃଷ୍ଟ ସେବା ପାଇଁ ୬ ୬୨ ଜଣ ଏବଂ ୮୮ ଜଣ ଉଲ୍ଲେଖନୀୟ ସେବା...
ବଢୁଛି ଜୁଏଲଙ୍କ ଅଡୁଆ
ସୁନ୍ଦରଗଡର ବିଜେପି ସାଂସଦ ଜୁଏଲ ଓରାମଙ୍କ ପାଇଁ ବଢିଲା ଅଡୁଆ । ଅଭଦ୍ର ଆଚାରଣ ପ୍ରଦର୍ଶନ ବିରୋଧରେ ପୋଲିସର ଆଶ୍ରୟ ନେଲେ ନିଜ ଦଳର ଯୁବନେତ୍ରୀ । ଝିରିପାଣି ଥାନାରେ ଅଭିଯୋଗ କରିବା ସହିତ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ...
ସେଆର ବଜାରରେ ହାହାକାର
ସାଧରଣ ବଜେଟ୍ ପୂର୍ବରୁ ସେଆର ବଜାରରେ ବଡଧରଣର ହ୍ରାସ ହୋଇଛି । ଅପରାହ୍ନ ଦୁଇଟା ସୁଦ୍ଧା ସେନସେକ୍ସ ୧୯୫୦ ପଏଣ୍ଟ ପାଖାପାଖି ୨୦୦୦ ପଏଣ୍ଟ ହ୍ରାସ ପାଇଛି । ବିଏସଇ ସେନସେକ୍ସ ୧୯ ଶହ ପଏଣ୍ଟ...















