31.1 C
Bhubaneswar
Wednesday, August 19, 2026
-Advertisement-

ପିସିସି ସଭାପତିଙ୍କୁ କରୋନା

ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି । ଅଳ୍ପଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ କୋଭିଡ ଗାଇଡଲାଇନର ସମସ୍ତ ନିୟମ ମାନିବାକୁ ଏବଂ...

୫ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ

ଶ୍ରୀକ୍ଷେତ୍ର ପୁରୀରେ ଲଜ୍ଜା । ୫ ବର୍ଷର ନାବାଳିକାକୁ ବି ଛାଡିଲେନି । ପୁରୀ ଟାଉନଥାନା ଅଞ୍ଚଳରେ ଘରେ ଏକୁଟିଆ ଖେଳୁଥିବାବେଳେ ଶିଶୁକନ୍ୟାକୁ ଛାତ ଉପରକୁ ନେଇ ଦୁଷ୍କର୍ମ କରିଛି ଅଭିଯୁକ୍ତ ମହେଶ ମହାନ୍ତି । ଗୁରୁତ୍ତର ଅବସ୍ଥାରେ ଶିଶୁକନ୍ୟାଙ୍କୁ...

ଲ୍ୟାବରେ ଲିଙ୍ଗ ନିରୂପଣ, ଆଉ ଜଣେ ଗିରଫ

କଟକରେ ଲିଙ୍ଗ ନିରୂପଣ ମାମଲାରେ ବାହାରିଛି ରାଜ୍ୟ ବାହାରର ଲିଙ୍କ୍ । ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । ରାଞ୍ଚିରୁ ଅଲଟ୍ରାସାଉଣ୍ଡ ମେସିନ ଏହି ବ୍ୟକ୍ତି ଜଣଙ୍କ ଆଣିଥିବା ପୋଲିସ ହାତରେ ପ୍ରମାଣ ଲାଗିଛି...

ରାଜଧାନୀରେ ନିଦ ହଜାଇଲେଣି ଚୋର

ଦିନକୁ ଦିନ ଅସୁରକ୍ଷିତ ହୋଇପଡିଲାଣି ସ୍ମାର୍ଟସିଟି ଭୁବନେଶ୍ୱର । ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କଲେଣି ଲୁଟେରା । ପ୍ରତ୍ୟେକ ଦିନ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଲୁଟ କରୁଛନ୍ତି ଲୁଟେରା । ଦିନ ଦ୍ୱିପହରରେ ଲୋକଙ୍କ ସାମ୍ନାରେ ବୁଲାଉଛନ୍ତି କଳାକନା ।...

ବିବାହ ଘୁଞ୍ଚାଇଲେ ପ୍ରଧାନମନ୍ତ୍ରୀ

ଓମିକ୍ରନ ପାଇଁ ନିଜ ବିବାହ ବାତିଲ କଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ । ଅନ୍ୟ ଏକ ବାହାଘର ପରେ ଓମିକ୍ରନ ସଙ୍କ୍ରମଣ ହୋଇଥିବାରୁ ଜାସିଣ୍ଡା ନିଷ୍ପତ୍ତି । ବିବାହ ବାତିଲ ପରେ ଜାସିଣ୍ଡା ଅରଡେନ କହିଛନ୍ତି , ଏହା ହିଁ ଜୀବନ...

ଟଙ୍କା ଓ ଗାଡି ଲୁଟିଥିବା 5 ଗିରଫ

ଏକ ମାଇକ୍ରୋ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟ ଙ୍କ ଠାରୁ ଟଙ୍କା ଏବଂ ଗାଡ଼ି ଡ଼କାୟତି କରି ନେଇଥିବା ଘଟଣାରେ ଆଜି ଜଗତସିଂହପୁର ପୋଲିସ ମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ମୁତାବକ ଏକ ମାଇକ୍ରୋ...

ଟ୍ରକ ଧକ୍କାରେ ଓଲଟିଲା ‘ଶାନ୍ତିଲତା’

ସୋରୋ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ରାଜ୍ୟ ସରକାର ଦୁଇଲକ୍ଷ ଟଙ୍କା ଲେଖାଁଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏଥିସହିତ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଜି ମୟୁରଭଂଜ ଉଦଳାରୁ...

ଟ୍ରକ ଧକ୍କାରେ ଓଲଟିପଡିଲା ଶାନ୍ତିଲତା, 6 ମୃତ

ଉଦଳାରୁ ଭୁବନେଶ୍ବର ଆସୁଥିଲା ଶାନ୍ତିଲତା ବସ୍ । ସୋରୋ ବିଦୁ ଛକ ନିକଟରେ ଅଟକିଥିଲା ବସ୍ ଏବଂ ଯାତ୍ରୀଙ୍କୁ ଓହ୍ଲାଉଥିଲା । ମାତ୍ର ଅଚାନକ ପଛପଟୁ ଏକ କୋଇଲା ବୋଝେଇ ଟ୍ରକ ଧକ୍କା ଦେଇଥିଲା ଶାନ୍ତିଲତାକୁ । ଫଳରେ ରାସ୍ତାକଡକୁ...

କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ସଙ୍ଗୀନ ଦଫା

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପାଇଁ ବଢିଲା ଅଡୁଆ । ସରକାରୀ ଅଧିକାରୀଙ୍କୁ ମାଡ ମାରି ଫସିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ଯୋଜନା ଓ ଅନୁଧ୍ୟାନ କମିଟିର ଉପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମଲ୍ଲିକ...

ଭୟଙ୍କର ଅଗ୍ନିକାଣ୍ଡ, ୭ ମୃତ

ମୁମ୍ବାଇର ୨୦ ମହଲା କୋଠାରେ ଅଗ୍ନିକାଣ୍ଡରେ ୭ ଜଣଙ୍କର ମୃତ୍ୟୁ ହୋଇଛି । କମଲା ବିଲ୍ଡିଂରେ ନିଆଁ ଲାଗିବା ପରେ କିଛି ଲୋକେ ଗୁରୁତ୍ତର ଭାବେ ଅସୁସ୍ଥ ହୋଇପଡିଥିଲେ । ଏମାନଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଦୁଇ...
- Advertisement -

Latest article

Politique des Cookies de My Stake : Ce Qu’ils Traquent

Sommaire1. Qu'est-ce qu'un Cookie et À Quoi Sert-il ?2. Les Différents Types de Cookies Utilisés par My Stake3. Les Données Concrètes Collectées par les...

Turbo Wins Cluster Pay Slots Topselecties

InhoudWat zijn Cluster Pay-slots?Onze Top 3 Cluster Pay Picks bij Turbo WinsHoe werkt een Turbo Wins bonus op deze slots?Stappenplan voor het Spelen van...

Westace 243-Wege Slots vs. klassische Gewinnlinien

Inhalt1. Die Grundlagen: Wie 243 Ways und Paylines funktionieren2. Direkter Vergleich: Vor- und Nachteile im Überblick3. Praxistipps: So wählen und spielen Sie die richtigen...