29.1 C
Bhubaneswar
Friday, August 21, 2026
-Advertisement-

ସ୍ୱିଗୀ ଡେଲିଭରି ବୟଙ୍କୁ କିଏ କଲା ଅପହରଣ

ଧଉଳିରେ ସ୍ୱିଗୀ ଡେଲିଭରି ବୟକୁ ଅପହରଣ ଅଭିଯୋଗ । ଯୁବକ ଜଣଙ୍କ ହେଲେ ପତିତପାବନ ପୃଷ୍ଟି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଅପହରଣ ନେଇ ପରିବାର ଲୋକଙ୍କୁ ଭଏସ ମେସେଜରେ ସୂଚନା ଦେଇଥିଲେ ପତିତପାବନ...

ପାଣିରେ ଉବୁଟୁବୁ ଦିଲ୍ଲୀ ଏୟାରପୋର୍ଟ

ଯୁଆଡେ ଦେଖିବ ପାଣି । ପାଣିରେ ଉବୁଟୁବୁ ହେଉଛି ଦିଲ୍ଲୀ ଏୟାରପୋର୍ଟ । ଫଳରେ ବିମାନ ସେବା ବ୍ୟାହତ ହୋଇଥିବା ଯାତ୍ରୀମାନେ ଏୟାରପୋର୍ଟରେ ଅପେକ୍ଷା କରି ରହିଛନ୍ତି । ଗତ ଶୁକ୍ରବାର ଦିନ ଦିଲ୍ଲୀରେ 1000 ମିଲିମିଟର ବର୍ଷା ରେକର୍ଡ...

ପୁରା ହେଲା ସୁନା ପୁଅର ଆଉ ଏକ ସ୍ୱପ୍ନ

ଟୋକିଓ ଅଲମ୍ପିକ୍ସରେ ଭାରତକୁ ଦେଇଥିବା ଗୋଲ୍ଡ ମେଡାଲ ନିରଜଙ୍କର ଗୋଟିଏ ପରେ ଗୋଟିଏ ସ୍ୱପ୍ନ ପୁରା ହେବାରେ ଲାଗିଛି । ପ୍ରଥମେ ତ ସେ ଭାରତକୁ ସ୍ୱର୍ଣ୍ଣ ପଦକ ଦେଇ ନିଜର ପ୍ରଥମ ସ୍ୱପ୍ନ ପୁରା କରିଥିଲେ । ଆଉ...

ଗୁଜରାଟ ପଲିଟିକାଲ୍ ଡ୍ରାମା

ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟ ରୂପାଣୀ । ଆସନ୍ତାବର୍ଷ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ତା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ବିଜୟଙ୍କ ଇସ୍ତଫା ଗୁଜରାଟ ରାଜନୀତିକୁ ସରଗରମ କରିଛି । ତେବେ ମୁଖ୍ୟମନ୍ତ୍ରୀ ପଦରୁ...

ନିର୍ଭୟାକାଣ୍ଡର ପୁନରାବୃତ୍ତି

ମହିଳାଙ୍କୁ ଦୁଷ୍କର୍ମ କରାଯିବା ପରେ ଗୁପ୍ତାଙ୍ଗରେ ରଡ୍ ଭର୍ତ୍ତିକଲା ଦୁବୃର୍ତ୍ତ । ସଙ୍କଟାପନ୍ନ ଅବସ୍ଥାରେ ମହିଳା ଜଣଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଦେଖିବାକୁ ମିଳିଛି ଏଭଳି ହୃଦୟ ବିଦାରକ ଘଟଣା । ମିଳିଥିବା...

ରାତି ପାହିଲେ ଗଜାନନଙ୍କ ପୂଜା, କୋଭିଡ ନିୟମକୁ ଫୁ

କୋଭିଡ କଟକଣା ଭିତରେ ଆସନ୍ତାକାଲି ପାଳନ ହେବ ବିଘ୍ନ ବିନାଶକ ଗଜାନନଙ୍କ ପୂଜା । ସରକାର ଯଦିଓ ପାର୍ବଣ ଗାଇଡଲାଇନ ଜାରି କରିଛନ୍ତି, କିନ୍ତୁ ଗଣେଶପୂଜା ପାଇଁ ଭୁବନେଶ୍ବରର ଏକନମ୍ବର ହାଟ ଏବଂ ଅନ୍ୟାନ୍ୟ ବଜାର ସ୍ଥାନରେ ଅସମ୍ଭବ ଭିଡ...

ଶେଷ ହେଲା ବିଧାନସଭା ମୌସୁମୀ ଅଧିବେସନ

ବିଧାନସଭାର ସଂକ୍ଷିପ୍ତ ମୌସୁମୀ ଅଧିବେସନ ଶେଷ ହୋଇଛି । ବିରୋଧୀଙ୍କ ହଟ୍ଟଗୋଳ ଏବଂ ବାରମ୍ବାର ମୁଲତବୀ ଭିତରେ ବିଧାନସଭାରେ ଆଠଟି ସଂଶୋଧନ ବିଲ୍ ପାରିତ ହୋଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି, ପୌର ନିର୍ବାଚନ ସଂଶୋଧନ ବିଲରେ ପଚାଶ ପ୍ରତିଶତ...

ମୃତ୍ୟୁ ପରେ ପ୍ରଶାସନର ନିଦ ଭାଙ୍ଗିଲା

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳ ପଙ୍କପାଳ ଗାଁର ଦୁଷ୍ମନ୍ତ ଦାସ । ବୁଧବାର ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ । ସେହି ରାତିରେ ହିଁ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କଟକ ବଡ...

ନ୍ୟାୟ ପାଇଁ ୬ଘଣ୍ଟିଆ ବନ୍ଦ

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଜି ୬ଘଣ୍ଟିଆ ଖଇରା ବନ୍ଦ । ଖଇରା ନାଗରିକ ମଞ୍ଚ ପକ୍ଷରୁ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ଏହି ସମୟରେ ଖଇରା ଅଞ୍ଚଳରେ...

ସାମ୍ବାଦିକଙ୍କୁ ମାଡ ମାରି ଲହୁ ଲୁହାଣ କଲେ

ଆଫଗାନୀସ୍ତାନରେ ତାଲିବାନ ସରକାର ଗଠନ ନେଇ ଘୋଷଣା କରିବା ପରେ ଲୋକଙ୍କ ଚିନ୍ତା ବଢିବାରେ ଲାଗିଛି । କିଛିଦିନ ହେବ କାବୁଲ ସମେତ ଅନେକ ସହରରେ ତାଲିବାନ ସରକାର ବିରୋଧରେ ପ୍ରଦର୍ଶନ ଦେଖିବାକୁ ମିଳୁଛି । କିନ୍ତୁ ଏବେ ଦେଖିବାକୁ...
- Advertisement -

Latest article

Hogyan Kövesd Nyomon az NV Casino Üdvözlő Bónusz Felhasználási Folyamatát

TartalomMi az a Fogadási Követelmény (Wagering) és Miért Fontos?Hol Találod meg a Progressz Mérőt az NV Casino FelületénManuális Számítás Lépésről LépésreGyakori Bónusztípusok és KülönlegességeikProblémamegoldás...

Zasady gry w Pai Gow Poker w Casoola

Spis treściPodstawowe Zasady Pai Gow PokerJak Poprawnie Podzielić Swoje KartyWarianty Głoskowania i Limit CzasuTabela Rang Układów PokerowychJak Wykorzystać Bonusy od KasynaCzęste Problemy i Jak...

Kokobet för arkiv: Varför och hur

InnehållVarför är det viktigt att föra spelregister?Vilken information ska du dokumentera?Steg-för-steg-guide: Så skapar du ditt registerAtt förstå din spelhistorik och transaktionerBonusar och kampanjer: Spela...