32.1 C
Bhubaneswar
Friday, August 21, 2026
-Advertisement-

୨୬ରେ ସର୍ବଦଳୀୟ ବୈଠକ

ଆଫଗାନିସ୍ତାନ ଉପରେ ତାଲିବାନ ଆକ୍ରମଣ ପରେ ପରବର୍ତ୍ତୀ ପରିସ୍ଥିତି ଉପରେ ତୀକ୍ଷ୍ନ ନଜର ରଖିଛି ଭାରତ । କାବୁଲରେ ଫସି ରହିଥିବା ଭାରତୀୟଙ୍କୁ ଏୟାରଲିଫ୍ଟ ଯୋଗେ ଉଦ୍ଧାର କାର୍ଯ୍ୟକୁ ତ୍ବାରାନ୍ବିତ କରାଯାଇଛି । ପ୍ରତିଦିନ ଦୁଇଟି ବିମାନ ଆଫଗାନିସ୍ତାନରୁ ଭାରତୀୟଙ୍କୁ...

ହାଇକୋର୍ଟ ଯିବାକୁ ଆସିଲା ନିର୍ଦ୍ଦେଶ

ବହୁ ଚର୍ଚ୍ଚିତ ନୟାଗଡ ଶିଶୁ କନ୍ୟା ପରୀ ହତ୍ୟା ମାମଲାରେ ହାଇକୋର୍ଟ ଯିବା ପାଇଁ କହିଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟରେ ଆବେଦନ କରିବାକୁ ପରୀର ମା’ସୌଦାମିନୀ ସାହୁଙ୍କୁ କହିଛନ୍ତି ସୁପ୍ରିମକୋର୍ଟ । ପରୀ ହତ୍ୟା ମାମଲାର ସିବିଆଇ ତଦନ୍ତ...

ଅକ୍ଟୋବରରେ ତୃତୀୟ ଲହର !

ଆସନ୍ତା ଅକ୍ଟୋବରରେ ଆସିପାରେ କୋଭିଡର ତୃତୀୟ ଲହର । ଏହି ସମୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିପାରେ । ଏହି ସମୟରେ ମୁଖ୍ୟତଃ ଶିଶୁ ଅଧିକ ମାତ୍ରାରେ ଆକ୍ରାନ୍ତ ହୋଇପାରନ୍ତି । ଗୃହମନ୍ତ୍ରାଳୟ ବିଶେଷଜ୍ଞଙ୍କୁ ନେଇ ଗଠିତ କମିଟି ଏହି...

ଆଜିଠୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ତିନି ଠାକୁର

ଅପେକ୍ଷାର ହେଲା ଅନ୍ତ । ପୁଣି ପୁରିଲା ଭକ୍ତଙ୍କ ମନ । ଆଜିଠୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି କାଳିଆ ସାଆନ୍ତ । ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । କଟକଣା ଭିତରେ ତିନି ଠାକୁରଙ୍କୁ ଦର୍ଶନ କରୁଛନ୍ତି...

ତିନିକୋଟି ଠକି ଧରାପଡିଲେ ବାବା

ଜଣେ ସୁପରକ୍ଲାସ କଣ୍ଟ୍ରାକ୍ଟରଙ୍କୁ ଓଟିଡିସି କାମ ଦେବା ପାଇଁ ତିନିକୋଟି ଟଙ୍କା ଠକି ନେଇଛନ୍ତି ଜଣେ ଠକ ବାବା । ସ୍ବାମୀ ବିଜୟାନନ୍ଦ ମହାରାଜ ନାଁରେ ନିଜକୁ ପରିଚିତ କରାଉଥିବା ଏହି ବାବାଙ୍କ ଅସଲ ନାଁ ହେଉଛି ବିଜୟାନନ୍ଦ ଚୌଧୁରୀ...

ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଦେହାନ୍ତ

ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ 89 ବର୍ଷ ବୟସ ହୋଇଥିଲା । ସେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦୁଇଥର କାର୍ଯ୍ୟ କରିଛନ୍ତି । ପ୍ରଥମ ଥର ମୁଖ୍ୟମନ୍ତ୍ରୀ ଥିବା...

ଆଫଗାନିସ୍ତାନରୁ ଫେରି କାନ୍ଦି ପକାଇଲେ

ଆଫଗାନିସ୍ତାନରୁ ଫେରିଲେ 168 ଯାତ୍ରୀ । ଭାରତୀୟ ବାୟୁସେନାର ସି-17 ବିମାନରେ 107 ଜଣ ଭାରତୀୟଙ୍କ ସମେତ ମୋଟ 168 ଜଣ ଯାତ୍ରୀ ଭାରତରେ ପହଞ୍ଚିଛନ୍ତି । ଗାଜିଆବାଦ ସ୍ଥିତ ହିଣ୍ଡନ ଏୟାରବେସରେ ବିମାନ ଅବତରଣ କରିଛି । ତେବେ...

ଛାନିଆ ହେଲେଣି ଡିଏଫଓ

ଏସିଏଫ ସୌମ୍ୟରଂଜନଙ୍କ ମୃତ୍ୟୁ ମାମଲାରେ ଆଜି ଅଭିଯୁକ୍ତ ଡିଏଫଓ ସଂଗ୍ରାମ ବେହେରାଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ପୂର୍ବରୁ ସୌମ୍ୟରଂଜନଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ସମୟରେ ସେ ଉପସ୍ଥିତ ନ ଥିଲେ ବୋଲି କହି ଆସୁଥିବା ଡିଏଫଓ ସଂଗ୍ରାମ ଆଜି...

ଟିକଟକ୍ ସୁଟିଂ କରିବାକୁ ଯାଇଥିଲେ ପାର୍କ, କପଡା ଫାଡି ନେଇଗଲେ ଯୁବକ

ଟିକଟକ୍ ସୁଟିଂ କରିବା ପାଇଁ ସାଙ୍ଗମାନଙ୍କ ସହ ଜଣେ ଯୁବତୀ ପହଞ୍ଚିଥିଲେ ପାର୍କରେ । ସ୍ବାଧୀନତା ଦିବସ ଅବସରରେ ଖୁସି ମନାଇବା ସହ ଭିଡିଓ ସୁଟିଂ କରୁଥିଲେ । ମାତ୍ର ଯୁବତୀ ଟିକଟକ୍ ଭିଡିଓ ସୁଟିଂ ଆରମ୍ଭ କଲାବେଳକୁ ଜଣଙ୍କ...

୧୫୦ ଜଣ ଭାରତୀୟଙ୍କୁ ଉଠାଇନେଲେ ତାଲିବାନ

୧୫୦ ଜଣଙ୍କୁ ଉଠାଇନେଲେ ତାଲିବାନ । କାବୁଲରୁ ୧୫୦ ଜଣଙ୍କୁ ତାଲିବାନି ଆତଙ୍କି ଉଠାଇ ନେଇଥିବା ସୂଚନା ମିଳିଛି । ୧୫୦ ଜଣଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ଥିବା ଜଣାପଡିଛି । ଭାରତୀୟ ଥିବା ନେଇ ବିଦେଶୀ ଗଣମାଧ୍ୟମ...
- Advertisement -

Latest article

Hogyan Kövesd Nyomon az NV Casino Üdvözlő Bónusz Felhasználási Folyamatát

TartalomMi az a Fogadási Követelmény (Wagering) és Miért Fontos?Hol Találod meg a Progressz Mérőt az NV Casino FelületénManuális Számítás Lépésről LépésreGyakori Bónusztípusok és KülönlegességeikProblémamegoldás...

Zasady gry w Pai Gow Poker w Casoola

Spis treściPodstawowe Zasady Pai Gow PokerJak Poprawnie Podzielić Swoje KartyWarianty Głoskowania i Limit CzasuTabela Rang Układów PokerowychJak Wykorzystać Bonusy od KasynaCzęste Problemy i Jak...

Kokobet för arkiv: Varför och hur

InnehållVarför är det viktigt att föra spelregister?Vilken information ska du dokumentera?Steg-för-steg-guide: Så skapar du ditt registerAtt förstå din spelhistorik och transaktionerBonusar och kampanjer: Spela...