ଆଜି ଡିଏଫଓଙ୍କ ପାଳି
ଆଜି କ୍ରାଇମବ୍ରାଞ୍ଜ କବଜାରେ ଡିଏଫଓ । କ୍ରାଇମବ୍ରାଞ୍ଜଙ୍କ ଆଗରେ ସତ ଓଗାଳିବେ କି ଡିଏଫଓ ସଂଗ୍ରାମ କେଶରୀ ବେହେରା । କ୍ରାଇମବ୍ରାଞ୍ଜ ଆଜି ପଚରାଉଚରା କରୁଛି । ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ...
‘ବୟସ ହେଲାଣି, ନିରଞ୍ଜନ ଇସ୍ତଫା ଦିଅନ୍ତୁ’
କଂଗ୍ରେସରେ ବିବାଦ ଘନେଇବାରେ ଲାଗିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷୋଦଗାର କରିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି । ଗତ କିଛିଦିନ ଧରି ଦୁଇ ନେତାଙ୍କ ମଧ୍ୟରେ ତିକ୍ତତା ଏମିତି ବଢିବାରେ ଲାଗିଛି ଯେ, ତାରା...
ଫାର୍ମ ହାଉସରୁ ପ୍ରଫେସର ଝିଅଙ୍କ ମୃତ ଦେହ ଉଦ୍ଧାର
ଭୁବନେଶ୍ୱରର ଫାର୍ମ ହାଉସରୁ ଜଣେ ଛାତ୍ରୀଙ୍କ ମୃତଦେହ ଠାବ କରାଯାଇଛି । ଗତକାଲି ଛାତ୍ରୀ ଜଣଙ୍କ ଘରୁ ଚାଲିଯାଇଥିଲେ । ଆଜି ସକାଳୁ ନନ୍ଦନକାନନ ଥାନା ନିକଟ ଏକ ଫାର୍ମ ହାଉସରୁ ତାଙ୍କ ମୃତ ଦେହ ସନ୍ଦେହ ଜନକ ଅବସ୍ଥାରେ...
ସ୍ମାର୍ଟ କାର୍ଡରୁ କେମିତି ପାଇବେ ସୁବିଧା , ଜାଣନ୍ତୁ
ସୁସ୍ଥ ଓଡିଶା, ସୁଖୀ ଓଡିଶା ବୃତ୍ତଚିତ୍ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ । ଲୋକଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଡିଜିଟାଲ କାର୍ଡ । ମାଲକାନଗିରି...
କୋଟିଆରେ ପୁଣି ପଶିଲା ଆନ୍ଧ୍ର
କୋଟିଆରେ ପୁଣି ପଶିଲା ଆନ୍ଧ୍ର । ଖାଲି ପଶିଲା ନୁହେଁ, ଯୋଜନାବଦ୍ଧ ଭାବେ ପଶିଲା । ପଟୁସିନେରୀ ପଞ୍ଚାୟତର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଆନ୍ଧ୍ର ପ୍ରଦେଶ ଅଧିକାରୀ । କୃଷକ ବନ୍ଧୁ ଅଧିକାରୀ ଗୃହ, ପଞ୍ଚାୟତ...
ଜଗନ୍ନାଥଙ୍କୁ ଦର୍ଶନ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
ବିଜେପିର ଜନ ଆର୍ଶୀବାଦ ଯାତ୍ରାରେ ସାମିଲ ହେବାକୁ ଓଡିଶାରେ ଦୁଇ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶା ଗସ୍ତରେ ଆସିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପହଁଞ୍ଚିବା ପରେ ଉଭୟଙ୍କୁ ଭବ୍ୟ...
ସାଂସଦଙ୍କ ନାଁରେ ବୋହୂର ନିର୍ଯାତନା ଅଭିଯୋଗ
ବିଜେଡି ସାଂସଦଙ୍କ ନାଁରେ ଥାନାରେ ଅଭିଯୋଗ । ଆଉ ଅଭିଯୋଗ ଆଣିଛନ୍ତି ଖୋଦ୍ ସାଂସଦଙ୍କ ବୋହୂ । ଆମେ କହୁଛୁ ବିଜେଡି ସାଂସଦ ଭତ୍ତୃହରି ମହତାବଙ୍କ କଥା । ଯୌତୁନ ନିର୍ଯାତନା ଅଭିଯୋଗ କରି ଭୋପାଳ...
ସେପ୍ଟେମ୍ବର ପହିଲାରୁ ଖୋଲିବ ଲିଙ୍ଗରାଜ ମନ୍ଦିର
କୋଭିଡ ଗାଇଡଲାଇନ୍ ଅନୁଯାୟୀ, ସେପ୍ଟେମ୍ବର ୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧକ୍ଷ୍ୟତାରେ ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ବୈଠକରେ ମହାପ୍ରଭୁଙ୍କର ନୂଆ ବିମାନ , ନୂଆ ପାଲିଙ୍କି ତିଆରି କରିବାକୁ...
୪୪ ବର୍ଷ ବୟସରେ ଆଖି ବୁଜିଲେ
ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ । ମାତ୍ର ୪୪ ବର୍ଷ ବୟସରେ ଆଖି ବୁଜିଛନ୍ତି ସଂଗ୍ରାମ । ପରଲୋକ ନେଇ ତାଙ୍କ ସାନ ଭାଇ ମନୋଜ ଜେନା ସୂଚନା ଦେଇଛନ୍ତି । କୋଭିଡରେ...
କାବୁଲରୁ କେମିତି ଫେରିଲେ ଆଉ 120 ଭାରତୀୟ
କାବୁଲରୁ ସୁରକ୍ଷିତ ଭାବେ ଫେରିଛନ୍ତି ଆଉ 120 ଜଣ ଭାରତୀୟ ।
କାବୁଲସ୍ଥିତ ଭାରତୀୟ ଦୂତାବାସର କର୍ମଚାରୀ ଓ ଆଉକିଛି ଅଧିକାରୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଭାରତୀୟ ବାୟୁସେନାର ସି-17 ଏୟାରକ୍ରାଫ୍ଟ କାବୁଲସ୍ଥିତ ଏୟାରପୋର୍ଟରେ ପହଞ୍ଚିଥିଲା ।...
















