ଆସିଲା ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ
ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆସିଲା ସୌମ୍ୟ ରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ । ୯୫ ପ୍ରତିଶତ ପୋଡି ଯାଇଥିବାରୁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଲେଖା ହୋଇଛି । ପାକସ୍ଥଳୀ ଖାଲି ଥିବା ଏବଂ ସେଥିରେ କୌଣସି ଦୁର୍ଗନ୍ଧ...
ମାଷ୍ଟରକ୍ୟାଣ୍ଟିନ୍ ଛକରେ ଗୋଡାଇ ଗୋଡାଇ ହାଣିଲେ
ଦିନ ଦ୍ୱିପହରରେ ରାଜଧାନୀ ଛାତି ଉପରେ ବୁଲିଲା ହତିଆର । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ମରଣାନ୍ତକ ଆକ୍ରମଣ । ଗୋଟିଏ ଗୋଷ୍ଠୀ ଗୋଡାଇ ଗୋଡାଇ ଦୁଇ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି...
ତହସିଲ ଅଫିସ ଘେରାଉ କଲେ ୨୫ ଗାଁର ଲୋକେ
ଜିଲ୍ଲାପାଳ ଓ ରାଜସ୍ୱ କମିଶନରଙ୍କ ପାଖକୁ ଦଉଡି ଦଉଡି ଶେଷରେ କଣ୍ଟାମାଳ ତହସିଲ ଅଫିସ ଘେରାଉ କରିଛନ୍ତି ୨୫ରୁ ଅଧିକ ଗ୍ରାମବାସୀ । ପ୍ରସ୍ଥାବିତ ଆର୍ ଆଇ ଅଫିସ୍ ଲମ୍ବସେରରୁ ଦପଲାକୁ ସ୍ଥାନାନ୍ତର ପ୍ରତିବାଦରେ ଆଜି ୨୫ ରୁ...
ହାଇଦର ଏନକାଉଣ୍ଟର ମାମଲାରେ ନୋଟିସ ଜାରି କଲେ ମାନବାଧିକାର କମିଶନ
ଗ୍ୟାଙ୍ଗଷ୍ଟର ହାଇଦର ଏନକାଉଣ୍ଟର ମାମଲାରେ ଓଡିଶା ମାନବିକ ଅଧିକାର କମିଶନ ଓଏଚଆରସି ନିଜଆଡୁ ମାମଲା ରୁଜୁ କରିଛନ୍ତି । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରେ କମିଶନ ମାମଲା ରୁଜୁ କରିବା ସହ ବିଭାଗୀୟ ଅଧିକାରୀଙ୍କ ଠାରୁ ରିପୋର୍ଟ ମାଗିଛନ୍ତି...
କରୋନା ଯାଇନି, ଦିନକରେ 416 ମୃତ୍ୟୁ
କରୋନା କବଳରୁ ଦେଶ ଆସ୍ତେ ଆସ୍ତେ ମୁକୁଳୁଛି । ସ୍କୁଲ, କଲେଜ. ଖୋଲିବା ଆରମ୍ଭ କରିଛି । କିନ୍ତୁ ସଂପୂର୍ଣ୍ଣ ସ୍ବାଭାବିକ ହୋଇନାହିଁ । କରୋନାର ଭୟରୁ ଏବେ ବି ସୁରକ୍ଷିତ ନୁହେଁ ଦେଶ । ଗୋଟିଏ ଦିନରେ 416...
କରୋନା କଟକଣା ଭିତରେ ଆଜିଠାରୁ ଖୋଲୁଛି ସ୍କୁଲ
ଆଜିଠୁ ଖୋଲିବ ସ୍କୁଲ । ଅଫଲାଇନରେ ପାଠ ପଢିବା ପାଇଁ ସ୍କୁଲ ଆସିବେ କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ । ଏନେଇ ସମସ୍ତ ପ୍ରସ୍ତୁତ ଶେଷ । ବିଦ୍ୟାଳୟ ଏବଂ ଗଣଶିକ୍ଷା ପକ୍ଷରୁ ଜାରି ହୋଇଥିବା...
କେନ୍ଦ୍ରାପଡାରେ କଡା ସୁରକ୍ଷା
ହାଇଦର ଦେହରୁ ବାହାରିଲା ଚାରିଟା ଗୁଳି । ପେଟରୁ ଦିଇଟା, ଜଙ୍ଘରୁ ଦିଇଟା । ତେବେ ଏନକାଉଣ୍ଟରରେ ତିନୋଟି ଗୁଳି ମରାଯାଇଥିବା ବେଳେ ହାଇଦର ଦେହରେ ପୂର୍ବରୁ ଆଉ ଗୋଟିଏ ଗୁଳି ରହିଥିଲା ବୋଲି କୁହାଯାଇଛି । ହାଇଦରର ମୃତଦେହ...
ଚାନୁଙ୍କୁ ଏମିତି ଉପହାର ଦେଲା ଡୋମିନସ୍
ଟୋକିଓ ଅଲିମ୍ପିକରେ ପଦକ ହାସଲ କରିବା ପରେ ମୀରାବାଇ ଚାନୁଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ବାର୍ତ୍ତା ଛୁଟିଥିବା ବେଳେ ଡୋମିନସ୍ ଚାନୁଙ୍କୁ ଦେଇଛି ଏମିତି ଉପହାର । ଆଜୀବନ ମାଗଣାରେ ପିଜା ଖାଇପାରିବେ ଚାନୁ । ଡୋମିନସ...
ଅଶ୍ଳୀଳ ଭିଡିଓ କରିବା ଯୁବକକୁ ମହଙ୍ଗା ପଡିଲା
ଚାରଭାଟି ଗ୍ରାମର ଏକ ନାଳରେ ଗାଁର ଝିଅ ବୋହୁମାନେ ଗାଧଉଥିବା ଦୃଶ୍ୟକୁ ମୋବାଇଲରେ ରେକର୍ଡ କରିଥିଲେ ଜଣେ ଯୁବକ । ଗଛତଳେ ଲୁଚି ରହି ମୋବାଇଲରେ ଭିଡିଓ ସୁଟିଂ କରି ମଜା ନେଉଥିଲେ । ମାତ୍ର ତାଙ୍କର ଏ ମଜା...
ବିଦ୍ୟାଙ୍କ ହାତ ଲେଖା ଖାତାରେ ଅକ୍ଷୟଙ୍କ ଏଣ୍ଟ୍ରି
ଏସିଏଫ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ ଏବେବି ସସପେନ୍ସ ଘେରରେ । ସୌମ୍ୟଙ୍କ ମୃତ୍ୟୁ କେମିତି ହେଲା କିଏ ମାରିଲା ତାର ଖିଅ ଖୋଜି ପାଉନି ପୋଲିସ । ପୋଲିସ ହାତରେ ସେମିତି ପ୍ରମାଣ ବି କିଛି ମିଳିନି । ଏହାରି...


















