28.1 C
Bhubaneswar
Saturday, August 22, 2026
-Advertisement-

ବ୍ୟାଙ୍କ ବୁଡିଲେ ଜମାକାରୀଙ୍କୁ ମିଳିବ ସର୍ବାଧିକ ୫ ଲକ୍ଷ ଟଙ୍କା

କେନ୍ଦ୍ର କ୍ୟାବିନେଟରେ ପାରିତ ହେଲା ଜମାକାରୀ ବୀମା ଗ୍ୟାରେଣ୍ଟି ବିଲ୍ । ବ୍ୟାଙ୍ଗ ବିଫଳ ହେଲେ ୯୦ ଦିନ ଭିତରେ ଗ୍ରାହକଙ୍କୁ ମିଳିବ ୫ ଲକ୍ଷ ଟଙ୍କା । ପୂର୍ବରୁ ଗ୍ରାହକଙ୍କୁ ୧ ଲକ୍ଷ ଯାଏଁ ବୀମାରାଶି ମିଳୁଥିଲା । ପଞ୍ଜାବ...

ବାହା ହେବାକୁ ଜିଦ୍ କରିବାରୁ..

ସଇତାନ ସାଜିଲା ପ୍ରେମିକ । ୨୦୧୫ରୁ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ରହିଥିଲା । ଯେତେବେଳେ ବାହା ହେବାକୁ ପ୍ରେମିକା ଜିଦ୍ କଲା ସେତେବେଳେ ନିଆଁ ଲଗାଇ ଜୀଅନ୍ତା ଜାଳିଦେଲା ପ୍ରେମିକ । ଘଟଣାରେ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି...

ମନ୍ତ୍ରୀଙ୍କ ଘର ଆଗରେ ମା’ ପୁଅଙ୍କ ଆତ୍ମାହୁତି ଉଦ୍ୟମ

ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ମା’ ପୁଅଙ୍କ ଆତ୍ମାହୁତି ଉଦ୍ୟମ । କିରୋସିନି ଧରି ଆତ୍ମାହୁତି ଉଦ୍ୟମବବେଳେ କାବୁ କରିଛି ପୋଲିସ । ଉଭୟଙ୍କୁ କ୍ୟାପିଟାଲ ଥାନାରେ ଅଟକ ରଖାଯାଇ ପୋଲିସ ବୁଝାସୁଝା କରୁଛି । ମାଟ୍ରିକ ଅଫଲାଇନ୍ ଫର୍ମ...

ଧରାପଡିଲା ଚାକରାଣୀର କଳାକାରନାମା

ଦିଲ୍ଲୀରେ ଚୋରୀ କରି ଭୁବନେଶ୍ୱର ରାଜମହଲ ଛକରେ ଲୁଚିଥିଲା । କୋଟିଏ ଟଙ୍କାର ହୀରା ଓ ସୁନା ଜବତ କରିବା ସହ ହାଇପ୍ରୋଫାଇଲ ଚାକରାଣୀକୁ ଗିରଫ କରିଛି ପୋଲିସ । କ୍ୟାପିଟାଲ ଥାନା ପୋଲିସର ସହାୟତାରେ ମହିଳାଙ୍କୁ ଗିରଫ...
video

ଦିଗହରା ହେଲାଣି ତଦନ୍ତ

ଗୋଟିଏ ଘରେ ରହୁଥିବା ସ୍ବାମୀ ସ୍ତ୍ରୀଙ୍କ ଭିତରୁ କୌଣସି କାରଣରୁ ସ୍ତ୍ରୀ ପୋଡିହୋଇ ମରିଗଲା । ପୋଲିସ କାହାକୁ ଗିରଫ କରିବ ଦର୍ଶକ ବନ୍ଧୁ । ଏମିତି ମାମଲାରେ ପୋଲିସ କେବେ ସ୍ବାମୀକୁ ଛାଡେ କି । ଆଗ ସ୍ବାମୀକୁ...

ରାଜକୁନ୍ଦ୍ରାଙ୍କୁ ଜେଲ୍

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ବିଶିଷ୍ଟ ବ୍ୟବସାୟୀ ରାଜକୁନ୍ଦ୍ରାଙ୍କୁ କୋର୍ଟ ଜେଲ୍ ପଠାଇଦେଇଛନ୍ତି । ଜାମିନ ନାମଞ୍ଜୁର ହେବା ପରେ କୁନ୍ଦ୍ରା ଜେଲ ଯାଇଛନ୍ତି । ତାଙ୍କ ସହଯୋଗୀ ରିଅନ ଥୋର୍ପେଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।...

ହଟିବନି ଯୋଦ୍ଧା ଘୋଡା

ମାଷ୍ଟରକ୍ୟାଣ୍ଟିନ ଛକରୁ ହଟିବନି ଯୋଦ୍ଧା ଘୋଡା । ଯେଉଁଠି ଅଛି ସେଇଠି ହିଁ ରହିବ । ଘୋଡା ସ୍ଥାନାନ୍ତରକୁ ନେଇ ବିବାଦ ଉପୁଜିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ମାଷ୍ଟରକ୍ୟାଣ୍ଟିନ ଛକରେ ରାସ୍ତା ସମ୍ପ୍ରସାରଣ ପାଇଁ...

ରାଜଧାନୀରେ ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା

କରୋନା ସମ୍ପୂର୍ଣ୍ଣଭାବେ ଯାଇନି । କିନ୍ତୁ ଏବେ ରାଜଧାନୀବାସୀଙ୍କୁ ଡରାଇଲାଣି ଡେଙ୍ଗୁ । ଦିନକୁ ଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଭୁବନେଶ୍ୱରରେ ଏପର୍ଯ୍ୟନ୍ତ ଚିହ୍ନଟ ହେଲେଣି ୩୯୧ ଜଣ ଆକ୍ରାନ୍ତ । ଶୈଳଶ୍ରୀ ବିହାର ଏବଂ ନିଳାଦ୍ରୀ ବିହାରରେ...

୩୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା

ଗତକାଲି ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ବଙ୍ଗୋପସାଗର ଆଉ ତାର ଆଖ ପାଖ ଅଞ୍ଚଳରେ ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଓଡିଶାର ବହୁ ଜିଲ୍ଲାରେ ଅଧିକାଂଶ ସ୍ଥାନରେ ମଧ୍ୟମଧରଣର ବର୍ଷା...

କର୍ଣ୍ଣାଟକ ରାଜନୀତିରେ ହଟଚମଟ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେପି ଶୀର୍ଷ ନେତୃତ୍ୱ । କର୍ଣ୍ଣାଟକ ରାଜନୈତିକ ଅସ୍ଥିରତା ଦୂର କରିବାକୁ ଧର୍ମେନ୍ଦ୍ରଙ୍କୁ ଏହି ଦାୟିତ୍ୱ ମିଳିଛି । ଖୁବଶୀଘ୍ର ବେଙ୍ଗଲୁରୁ ଯାତ୍ରା କରିବେ ଧର୍ମେନ୍ଦ୍ର ଓ ଅରୁଣ ସିଂହ...
- Advertisement -

Latest article

Avis sur Kyngs Nolimit City Extreme Volatility

SommaireComprendre la Volatilité Extrême de Nolimit CityStratégies de Gestion de Bankroll pour les Jeux à Haut RisqueLes Bonus et Promotions AdaptésProblèmes Fréquents et DépannageConclusion...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...