ନୀଳଗିରିରେ 10 ସେବାୟତ ଅଟକ
ପ୍ରଶାସନର ବିନା ଅନୁମତିରେ ବାଲେଶ୍ବର ଜିଲ୍ଲା ନୀଳଗିରି ଶ୍ରୀଜଗନ୍ନାଥ ମନ୍ଦିରରେ ଚାଲିଥିଲା ରଥ ନିର୍ମାଣ କାର୍ଯ୍ୟ । ରାଜ୍ୟ ସରକାର କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେଇଥିବା ବେଳେ ଅନ୍ୟ ସବୁ ସ୍ଥାନରେ ରଥଯାତ୍ରାକୁ ନିଷେଧ କରିଛନ୍ତି ।...
ସୁସ୍ଥତା ପାଇଁ ଯୋଗ
ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ବିଶ୍ୱବ୍ୟାପୀ ପାଳନ ହେଉଛି ଯୋଗ ଦିବସ । ଚଳିତବର୍ଷ ଯୋଗ ଦିବସର ବିଷୟ ବସ୍ତୁ ରହିଛି ସୁସ୍ଥତା ପାଇଁ ଯୋଗ । କରୋନା କଟକଣା ଭିତରେ ଦେଶରେ ଯୋଗ ଦିବସ ପାଳନ ହେଉଛି...
ଆରମ୍ଭ ହୋଇଛି ୟୁଟ୍ୟୁବରେ ପାଠପଢା
କରୋନା ମହାମାରୀରେ କ୍ଲାସରୁମ୍ ପାଠପଢା ହୋଇପାରୁନାହିଁ । ଆଜିଠୁ ଆରମ୍ଭ ହୋଇଛି ୟୁଟ୍ୟୁବରେ ପାଠପଢା । ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ପିଲାଙ୍କୁ ୟୁଟ୍ୟୁବରେ ଶିକ୍ଷାଦାନ ଲାଗି ଯୋଜନା ପ୍ରସ୍ତୁତ ହୋଇଛି । କେଉଁଦିନ କେଉଁ ବିଷୟରେ ପାଠପଢା ହେବ...
ଅଧାରେ ରହିଗଲା ଆଗକୁ ଦେଖିଥିବା ସ୍ୱପ୍ନ
ତପୁଙ୍କ ସ୍ୱର ଶୁଭିବ । କିନ୍ତୁ ନୂଆ ନୁହେଁ , ଶୁଣିବା କେବଳ ସେ ବିଗତ ଦିନରେ ଗାଇଥିବା ଗୀତ । ଖୋଲା ହୃଦୟ , ବେଶ୍ ମିଳାପି ଥିଲେ ତପୁ । ଦୁଇ ବର୍ଷ ତଳେ ବିବାହ...
ସଟ୍ଡାଉନ୍ରେ ସେକ୍ସ ରାକେଟ ଠାବ
କରୋନା ପାଇଁ ରାଜଧାନୀରେ ଜାରି ରହିଛି ସଟ୍ ଡାଉନ୍ , ଲକ୍ଡାଉନ୍ । ଦୋକାନ, ବଜାର ସବୁ ବନ୍ଦ । କିନ୍ତୁ ସଟଡାଉନରେ ଭୁବନେଶ୍ୱରରେ ଚାଲିଥିଲା ଦେହ ବ୍ୟବସାୟ । ବୁଦ୍ଦେଶ୍ୱରୀ କଲୋନୀ ଅଞ୍ଚଳରେ ଚାଲିଥିଲା ହାଇପ୍ରୋଫାଇଲ ସେକ୍ସ ରାକେଟ...
ଚୂଡାନ୍ତ ହେଲା ରଥଯାତ୍ରା ନୀତି ନିର୍ଘଣ୍ଟ
ରଥଯାତ୍ରା ପାଇଁ ଆଜି ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ଛତିଶା ନିଯୋଗ ବୈଠକରେ ସ୍ଥିର ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ଦିନ 3ଟାରେ ରଥଟଣା ହେବ । ଗୁଣ୍ଡିଚା ଯାତ୍ରା ଦିନ ସକାଳ ସାଢେ ଆଠଟାରେ ତିନି ଠାକୁରଙ୍କ...
ଖୋଲିବ ବାର୍, ରେଷ୍ଟୁରାଣ୍ଟ, ଏହି ସବୁ ରହିବ ବନ୍ଦ
ଦିଲ୍ଲୀରେ ଏବେ କରୋନା ସଙ୍କ୍ରମଣ ଧିରେ ଧିରେ କମିବାରେ ଲାଗିଛି । ଅନଲକ-୪ର ଅବଧି ସୋମବାର ସରୁଛି । କାଲିଠୁ ବାର୍ ଖୋଲିବାକୁ ଅନୁମତି ମିଳିଛି । ବାରରେ ୫୦ ପ୍ରତିଶତ ଗ୍ରାହକଙ୍କୁ ମିଳିବ ଅନୁମତି । ଦିନ...
କରୋନା ମୃତକଙ୍କ ପରିବାରକୁ 4 ଲକ୍ଷ ଦେବାକୁ ସରକାର ଅସମର୍ଥ
କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ମୃତକଙ୍କ ପରିବାରକୁ ଚାରିଲକ୍ଷ ଟଙ୍କା ସହାୟତା ଦେବାକୁ ଅସମର୍ଥ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ସୁପ୍ରିମକୋର୍ଟଙ୍କୁ ଦେଇଥିବା ସତ୍ୟପାଠରେ କେନ୍ଦ୍ର ସରକାର ଦର୍ଶାଇଛନ୍ତି, କରୋନା ପରିସ୍ଥିତି ମୁକାବିଲା ସରକାର ପୂର୍ବରୁ ଅନେକ...
୨ମାସରୁ ଅଧିକ ଦିନ ହେବ ମିଳୁନି କରୋନା ଆକ୍ରାନ୍ତଙ୍କ ପତ୍ତା
କୁଆଡେ ଗଲେ କରୋନାରେ ଆକ୍ରାନ୍ତ ହୋଇଥିବା ଅସହାୟ ଦିନ ମଜୁରିଆ ଗନ୍ଧର୍ବ ଜେନା । ନିଖୋଜକୁ ୨ ମାସ ବିତିଗଲାଣି । କିନ୍ତୁ କାହାର ନିଘା ନାହିଁ । ଥାନାକୁ ଦଉଡି ଦଉଡି ନିରୁପାୟ ହୋଇପଡିଛନ୍ତି ପରିବାର ଲୋକେ ।...
ଆରମ୍ଭ ହେଲା ‘ଆଶୀର୍ବାଦ’ ଯୋଜନା
‘ଆଶୀର୍ବାଦ’ ଯୋଜନା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ବାପା ମାଙ୍କୁ ହରାଇଥିବା ଶିଶୁ ପାଇଁ ‘ଆଶୀର୍ବାଦ’ ଯୋଜନା । ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇଥିବା ଶିଶୁ ବି ଉପକୃତ ହେବେ । ଉଭୟ ପିତା ମାତା ବା କେବଳ ଜଣଙ୍କୁ...
















