ଢେଙ୍କାନାଳ ଖଡଗପ୍ରସାଦରେ ଟାଟାଷ୍ଟିଲର କୋଭିଡ ହସପିଟାଲ
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଖଡକପ୍ରସାଦରେ ଟାଟାଷ୍ଟିଲ ପକ୍ଷରୁ ଏକ କୋଭିଡ ହସପିଟାଲ ଉଦଘାଟନ କରାଯାଇଛି । ହସପିଟାଲରେ 100ଟି ବେଡ୍ ରହିଥିବା ବେଳେ 10ଟି ଆିସୋଲେସନ ବେଡ୍, 15ଟି ଭେଣ୍ଟିଲେଟର ବେଡ୍ ଏବଂ ଅକ୍ସିଜେନ ପାଇପ ସଂଲଗ୍ନ ଜେନେରାଲ...
ଏୟାରଲିଫ୍ଟ ହେଲେ ଏଡିଜି ଦେବାଶୀଷ ପାଣିଗ୍ରାହୀ
ଭିଜିଲାନ୍ସ ନିର୍ଦ୍ଦେଶକ ଏଡିଜି ଦେବାଶୀଷ ପାଣିଗ୍ରାହୀଙ୍କୁ ଆଜି ସ୍ବତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତା ପଠାଯାଇଛି । କୋଭିଡ ଆକ୍ରାନ୍ତ ହୋଇ କଟକ ଅଶ୍ବିନୀ ହସପିଟାଲରେ ଚିକିତ୍ସିତ ହେଉଥିବା ଦେବାଶୀଷ ପାଣିଗ୍ରାହୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କର ଇକମୋ ଟ୍ରିଟମେଣ୍ଟ...
ଏବେ ଚିନ୍ତା ବଢାଇଲାଣି ନୂଆ ଭାରିଆଣ୍ଟ
ରୂପ ବଦଳାଉଛି କରୋନା ଭାଇରସ । ଭାଇରସର ଆଉ ଏକ ନୂଆ ରୂପ ଭାରତରେ B.1.1.28..2 ନାମକ ଆଉ ଏକ ନୂଆ କରୋନା ଭାରିଆଣ୍ଟ ଠାବ କରାଯାଇଛି । ବ୍ରାଜିଲ ଓ ବ୍ରିଟେନରୁ ଆସିଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କ ଠାରେ...
ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଉଠା ଦୋକାନୀଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହରାଞ୍ଚଳ ଉଠା ଦୋକାନୀଙ୍କ ପାଇଁ ପାଣ୍ଠି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଉଠା ଦୋକାନୀଙ୍କ ପାଇଁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ମଞ୍ଜୁର...
ସାବିତ୍ରୀ ଭାର ଘରେ ପହଁଞ୍ଚାଉଛି ମୋ ଭାଇ ଡଟ୍ କମ୍
ଦିନକ ପରେ ସାବିିତ୍ରୀ ବ୍ରତ । ଲକଡାଉନ ଥିବାରୁ ଶାଢୀ ଦୋକାନରେ ଶଟର । କା,ଭାଁ ଫଳ ଦୋକାନ ଖୋଲା ରହୁଛି । କିନ୍ତୁ କରୋନା କଟକଣା ପାଇଁ ଦିନ ୧୧ଟାରେ ବନ୍ଦ ହେଉଛି ସବୁ ଦୋକାନ । ଦୋକାନ...
ଖସୁଛି ସଙ୍କ୍ରମଣ , ବଢୁଛି ମୃତ୍ୟୁ ସଂଖ୍ୟା
ଧିରେ ଧିରେ ସୁଧୁରୁଛି ଓଡିଶାର କରୋନା ସ୍ଥିତି । ଦ୍ୱିତୀୟ ଲହରର କରୋନା ଗ୍ରାଫ ଖସିବାରେ ଲାଗିଛି । ଟେଷ୍ଟିଂ ବଢିବା ସହ ସଙ୍କ୍ରମଣ କମୁଛି । ଏହାସହିତ ସୁସ୍ଥତା ହାର ମଧ୍ୟ ବଢିବାରେ ଲାଗିଛି । ରାଜ୍ୟରେ ଦୈନିକ...
ମୋଦିଙ୍କ ଘୋଷଣା, ସମସ୍ତଙ୍କୁ ମିଳିବ ମାଗଣା ଟିକା
ସମସ୍ତଙ୍କୁ ମିଳିବ ମାଗଣା ଟିକା । ଆଉ ରାଜ୍ୟ ସରକାରଙ୍କୁ କିଣିବାକୁ ପଡିବନି ଟିକା । ଆସନ୍ତା 21 ତାରିଖ ପରଠାରୁ କେନ୍ଦ୍ର ସରକାର ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇଦେବେ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।...
ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ
ଜଣେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ । ସୁନ୍ଦରଗଡ କୋଇଡା ହାଟରେ ପରିବା ବିକି ବଡବିଲ ଫେରୁଥିବା ବେଳେ ଏହି ମହିଳାଙ୍କୁ ତିନିଜଣ ଯୁବକ ବଡବିଲ ଗୁରୁଦ୍ବାର ଛକରୁ ଅପହରଣ କରିନେଇଥିଲେ । ତିନିଦିନ ପର୍ଯ୍ୟନ୍ତ ମହିଳାଙ୍କୁ କାଜୁଜଙ୍ଗଲରେ ରଖି ଦୁଷ୍କର୍ମ...
ଇକମୋ ଟ୍ରିଟମେଣ୍ଟ ପାଇଁ ଓଡିଶାରୁ ରୋଗୀ ବାହାର ରାଜ୍ୟକୁ ଯାଉଛନ୍ତି କଣ ପାଇଁ ?
ଓଡିଶାରେ ଇକମୋ (extracorporeal membrane oxygenation) ଚିକିତ୍ସା ବ୍ୟବସ୍ଥା ନାହିଁ । ଯାହା ଫଳରେ ଅନେକ ଗୁରୁତ୍ତର କୋଭିଡ ଆକ୍ରାନ୍ତ ଅସହାୟ ଅବସ୍ଥାରେ ଆଖିବୁଜି ଦେଉଛନ୍ତି । ଭିଜିଲାନ୍ସ ନିର୍ଦ୍ଦେଶକ ଆଇପିଏସ ଦେବାଶିଷ ପାଣିଗ୍ରାହୀଙ୍କୁ ଉନ୍ନତ ଚିକିତ୍ସା ପାଇଁ...
କଟକରେ ଆରମ୍ଭ ହେବ ECMO ମେସିନ ସୁବିଧା
କରୋନାରେ ଆକ୍ରାନ୍ତ ଜଟିଳ ରୋଗୀଙ୍କର ଚିକିତ୍ସା ଲାଗି ECMO ମେସିନର ଗୁୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର କଟକ ଏସସିବିରେ ଇକମୋ ମେସିନର ୬ଟି ୟୁନିଟ୍ ଖୋଲିବା ଲାଗି ଯୋଜନା କରିଛନ୍ତି ।...
















