ଆସୁଛି ବଡ ବର୍ଷା, ସତର୍କ କରାଇଲେ ଏସଆରସି
ପ୍ରବଳ ବର୍ଷା ନେଇ ସତର୍କ କଲେ ଏସଆରସି । ଲଘୁଚାପ ଯୋଗୁ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ସତର୍କ କଲେ ଏସଆରସି । ସବୁ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନରକଙ୍କୁ ଏସଆରସି ଚିଠି ଲେଖିଛନ୍ତି । ୧୦ରୁ ୧୪ ପର୍ଯ୍ୟନ୍ତ ପ୍ରବଳ...
ଜାଣିଶୁଣି ଭିଡ କରାଇଦେଲେ
ଆସନ୍ତାକାଲି ସାବିତ୍ରୀ ଅମାବାସ୍ୟା । ଆମ ପରଂପରାରେ ଏହି ପର୍ବର ମହତ୍ବ ରହିଛି । ମାତ୍ର କୋଭିଡ କଟକଣା ଆସନ୍ତା 17 ତାରିଖ ଯାଏଁ ବଳବତ୍ତର ରହିଛି । ଅର୍ଥାତ ଦିନ ଏଗାରଟା ଭିତରେ କିଣାକିଣି ବେପାର ସାରିବାକୁ ହେବ...
ସହାୟତାର ହାତ ବଢାଇଲେ ରାଜ୍ୟବାସୀ
ଶେଷରେ ସହାୟତାର ହାତ ବଢାଇଲେ ରାଜ୍ୟବାସୀ । ଭଦ୍ରକ ବାସୁଦେବପୁରର ଅଭିଷେକଙ୍କୁ ଏୟାର ଲିଫ୍ଟିଂ କରାଯାଇ କୋଲକତାର ସୁପର ସ୍ପେସାଲିଟୀ ହସପିଟାଲକୁ ନିଆଯାଇଛି । ଅର୍ଥାଭାବ ଯୋଗୁ ଅଭିଷେକଙ୍କ ଇକମୋ ଟ୍ରିଟମେଣ୍ଟ ହେଉପାରୁ ନ ଥିବା ବେଳେ ତାଙ୍କୁ ଆର୍ଥିକ...
ବିଜେପିରେ ଯୋଗଦେଲେ କଂଗ୍ରେସ ନେତା ଜିତିନ ପ୍ରସାଦ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଜିତିନ ପ୍ରସାଦ ବିଜେପିରେ ଯୋଗ ଦେଇଛନ୍ତି । ମନମୋହନ ସିଂହଙ୍କ ମନ୍ତ୍ରୀମଣ୍ଡଳରେ ସେ ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ଥିଲେ । ଦିବଙ୍ଗତ ବରିଷ୍ଠ କଂଗ୍ରେସ ନେତା ଜିତେନ୍ଦ୍ର ପ୍ରସାଦଙ୍କ ପୁଅ ହେଉଛନ୍ତି...
୬୦୧୯ ପଜିଟିଭ୍ , ୪୩ ମୃତ
ରାଜ୍ୟରେ ଆଜି ୪୩ ଜଣଙ୍କ ଜୀବନ ନେଇଛି ମହାମାରୀ । ଖୋର୍ଦ୍ଧାରୁ ସର୍ବାଧିକ ୫ ମୃତ । ଅନୁଗୁଳ, କଟକ, ଝାରସୁଗୁଡା, ସୁନ୍ଦରଗଡରୁ ୪ ଲେଖାଏଁ କରୋନାରେ ଆଖି ବୁଜିଛନ୍ତି । ବରଗଡ, ବଲାଙ୍ଗୀର, ବୌଦ୍ଧରୁ ୩ ଲେଖାଏଁ ମୃତ...
ବାପାଙ୍କ ପାଇଁ ସାମ୍ବାଦିକ ସତ୍ୟଙ୍କ ଆକୁଳ ନିବେଦନ
ପିଲାଙ୍କ ଆଗରେ କେଉଁ ବାପା-ମାଙ୍କ ଦେହ ଖରାପ ହେଲେ କେତେ ଯେ ବ୍ୟସ୍ତ ଲାଗେ । ମନ ଅସ୍ଥିର ଲାଗେ । ଆଉ ଯଦି ଭେଣ୍ଡିଆ ପୁଅର ଆଖି ଆଗରେ ବାପା ଆଇସିୟୁକୁ ଚାଲିଯାଆନ୍ତି, ତେବେ ତାର ଅବସ୍ଥା...
କେଉଁ ଟିକାର ମୂଲ୍ୟ କେତେ?
ଦେଶରେ ବିଭିନ୍ନ ଟିକାର ଦର ନିର୍ଦ୍ଧାରଣ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ଘରୋଇ ହସ୍ପିଟାଲ ମାନଙ୍କ ଲାଗି ଟିକା ଦର ନିର୍ଦ୍ଧାରଣ କରାଯାଇଛି । ପ୍ରାଇଭେଟ ହସ୍ପିଟାଲରେ କୋଭିସିଲ୍ଡ ଟିକାର ଦାମ ଡୋଜ୍ ପିଛା ସର୍ବାଧିକ ୭୮୦ ଟଙ୍କା ଧାର୍ଯ୍ୟ...
ଦେବାଶିଷଙ୍କୁ ଏୟାରଲିଫ୍ଟିଂ କରାଗଲା, ଅଭିଷେକଙ୍କ ପାଇଁ ସରକାର କଣ କରୁଛନ୍ତି ?
ଜୀବନ ସହ ସଂଗ୍ରାମ କରୁଛନ୍ତି ଅଭିଷେକ । ତାଙ୍କର ଜୀବନ ରକ୍ଷା ପାଇଁ ଇକମୋ ଚିକିତ୍ସା ଦରକାର । ମାତ୍ର ଓଡିଶାରେ ଏହି ଚିକିତ୍ସା ଉପଲବ୍ଧ ହେଉ ନଥିବାରୁ ବାହାର ରାଜ୍ୟକୁ ସ୍ଥାନାନ୍ତର ହେବା ଜରୁରୀ ହୋଇପଡିଛି । ଅଭିଷେକଙ୍କୁ...
ଜିଅନ୍ତା ମାଛ ପାଇଁ ଭିଡ
ଯିଏ ଯାହା କହୁ ପଛେ, ଆଜି ଟିକେ ଜିଅନ୍ତା ମାଛ ଖାଇବା । କୋଭିଡ ନିୟମକୁ ଫୁ ! ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଉମା ପୋଖରୀରେ ଶହ ଶହ ସଂଖ୍ୟାରେ ଲୋକେ ମାତିଛନ୍ତି ମାଛ ଧରିବାରେ...
ଟିକା ନେଇଥିଲେ ଏଇଠି ମିଳୁଛି ଡିସକାଉଣ୍ଟ
ଟିକା ନେବାରୁ ଯେମିତି କେହି ବଞ୍ଚିତ ନରହିବେ । ସରକାର ସେଥିପାଇଁ ଅନେକ ବ୍ୟବସ୍ଥା କରୁଛନ୍ତି । ହେଲେ ଏମିତି କିଛି ଲୋକ ଅଛନ୍ତି ଯିଏ ଏବେବି ଟିକା ନେବାକୁ ଭୟ କରୁଛନ୍ତି । ତେବେ ଲୋକେ କେମିତି ଆଗ୍ରହ...















