କରୋନାରେ ଟଳିଲେ ମାଓବାଦୀ
କରୋନା ଓ ଫୁଡ୍ ପଏଜନିଂରେ ୧୦ରୁ ଅଧିକ ମାଓବାଦୀ ପ୍ରାଣ ହରାଇଛନ୍ତି । ଛତିଶଗଡ ଦନ୍ତେୱାଡା ଜିଲ୍ଲାରେ ୧୦ରୁ ଅଧିକ ମାଓବାଦୀ ମୃତ । ଦନ୍ତେୱାଡା ଏସପି ଅଭିଷେକ ପଲ୍ଲବ ଏହି ସୂଚନା ଦେଇଛନ୍ତି । ମୃତ ସମସ୍ତ ମାଓବାଦୀ...
ଏସବୁ କରନ୍ତୁ ପାଖ ମାଡିବନି ‘ବ୍ଲାକ ପଙ୍ଗସ’
‘ବ୍ଲାକ ପଙ୍ଗସ’କୁ ନେଇ ଏବେ ସମସ୍ତେ ଭୟବୀତ । ‘ବ୍ଲାକ ପଙ୍ଗସ’ରୁ କେମିିତି ନିଜକୁ ଦୂରେଇ ରଖିବେ । କଣ କରିବେ ଆପଣ । ବିଶେଷକରି ଯେଉଁମାନେ କରୋନାରୁ ସୁସ୍ଥ ହେଉଛନ୍ତି ତାଙ୍କ ପାଖରେ ବ୍ଲାକ ପଙ୍ଗସର ଲକ୍ଷଣ...
ଓମଫେଡ୍ କ୍ଷୀରରୁ ବାହାରିଲା ଜୀଅନ୍ତା ପୋକ
ପ୍ୟାକେଟ୍ ଉପରେ ତାରିଖ ଠିକ୍ । କିନ୍ତୁ ଭିତରେ ଜୀଅନ୍ତା ପୋକ ସାଲୁବାଲୁ । ଗନ୍ଧଉଛି କ୍ଷୀର । କ୍ଷୀର ପ୍ୟାକେଟ୍ ଖୋଲୁ ଖୋଲୁ ନଜରକୁ ଆସିଥିଲା ଏମିତି ଦୃଶ୍ୟ । ଲକଡାଉନରେ ଲୋକଙ୍କ ଜୀବନ ସହ ସାଂଘାତିକ...
ନୂଆ ରୋଗ ବ୍ଲାକ୍ ଫଙ୍ଗସ୍ ଭୟ !
ସମଗ୍ର ଦେଶ କୋଭିଡ ସଂକ୍ରମଣକୁ ନେଇ ଚିନ୍ତାରେ ଥିବା ବେଳେ ଏବେ ଆଉ ଏକ ନୂଆ ରୋଗ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଗତ କିଛି ସପ୍ତାହ ଧରି କୋଭିଡ୍ ସଂକ୍ରମଣରୁ ସୁସ୍ଥ ହେଉଥିବା ରୋଗୀ...
ହିନ୍ଦୁଙ୍କ ଶବ ସତ୍କାର କଲେ ମୁସଲିମ୍
ଭାରତବର୍ଷରେ ହିନ୍ଦୁ ଓ ମୁସଲମାନକୁ ନେଇ ଧାର୍ମିକ ଅସହିଷ୍ଣୁତାର କଥା କୁହାଯାଉଥିବା ବେଳେ ଏଠାରେ ଧର୍ମର ଉର୍ଦ୍ଧରେ ମାନବିକତାର ପରିଚୟ ଦେଖିବାକୁ ମିଳିଛି। ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ମହାମାନବିକତା ର ପରିଚୟ ସ୍ରୁଷ୍ଟି କରିଛନ୍ତି ଏହି ବ୍ଯକ୍ତି ଜଣକ। ଧର୍ମରେ...
ଖୋର୍ଦ୍ଧାରେ ମୃତ୍ୟୁ ସହ ବଢୁଛି ପଜିଟିଭ୍ ସଂଖ୍ୟା
ଆଜି ରାଜ୍ୟରେ ୧୭ କରୋନା ସଙ୍କ୍ରମିତଙ୍କ ମୃତ୍ୟୁ । ଖୋର୍ଦ୍ଧା, ରାୟଗଡା, କଳାହାଣ୍ଡି, ସୁନ୍ଦରଗଡରୁ ୩ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ପୁରୀ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଅନୁଗୁଳ, ବଲାଙ୍ଗୀର ଓ ଢେଙ୍କାନାଳରୁ ଜଣେ...
କରୋନାରେ ଆଖି ବୁଜିଲେ ଡାକ୍ତର
ଟିକା ନେଲେ କରୋନା ହେବାର ପ୍ରଶ୍ନ ଉଠୁନି । ଯଦିବା କରୋନା ହେବ ଟିକା ନେଇଥିଲେ ଆକ୍ରାନ୍ତ ଗୁରୁତର ହେବ ନାହିଁ । ଏକଥା ଆମେ କହୁନୁ । ଏହା ବିଶେଷଜ୍ଞ ଏବଂ ସରକାର ଉଭୟ କହୁଛନ୍ତି। କରୋନା...
ବୁଲା ଗୋରୁ ଓ କୁକୁରଙ୍କ ପାଇଁ ୬୦ ଲକ୍ଷ
କୋଭିଡ୍ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ରାଜ୍ୟରେ ଲକ୍ଡାଉନ୍ ଜାରି ରହିଛି । ଏହି ସମୟରେ ବୁଲା ଗାଈଗୋରୁ ଓ କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନଜରରେ ରଖି ବୁଲା ଗୋରୁ ଓ...
ବାପାର ଶବକୁ ଅତି ଦୟନୀୟ ଅବସ୍ଥାରେ ନେଲା ପୁଅ
ମହାପ୍ରୟାଣ ଗାଡି କାହା ପାଇ? ରାତି ତମାମ ମେଡିକାଲରେ ପଡି ରହିଲା ଶବ । କିନ୍ତୁ ମିଳିଲାନି ମହାପ୍ରୟାଣ ଗାଡି । ଅନେକ ଗୁହାରି ପରେ ବି କେହି ନଶୁଣିବାରୁ ନିଜେ ଅଧକିଲୋମିଟର ବାପାଙ୍କ ଶବକୁ ବୁହାଇଲା ପୁଅ...
କଳ୍ପନାଜଳ୍ପନାର ଅନ୍ତ
ହିମନ୍ତ ବିଶ୍ୱଶର୍ମା ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ବିଜେପି ବିଶ୍ୱଶର୍ମାଙ୍କ ଉପରେ ବିଶ୍ୱାସ ଦେଖାଇଛି । ବିଧାୟକ ଦଳ ନେତା ଭାବେ ମନୋନୀତ ହୋଇଛନ୍ତି ହିମନ୍ତ ବିଶ୍ୱଶର୍ମା । କିଏ ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ।...


















