29.1 C
Bhubaneswar
Sunday, August 23, 2026
-Advertisement-

ଘରୋଇ ହସ୍ପିଟାଲରେ ପ୍ରଥମ ଡୋଜ୍ ନେଇଛନ୍ତି କି?

ମେ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କର ଟିକା କରଣ । ଯେଉଁମାନେ ପ୍ରଥମ ଡୋଜ୍ ନେଇଛନ୍ତି ସରକାରୀ ହସ୍ପିଟାଲରେ ଦ୍ୱିତୀୟ ଡୋଜ୍ ବି ନେଇପାରିବେ । ପ୍ରଥମ ଡୋଜ୍ ନେଇ ପଜିଟିଭ୍...

ପ୍ଲାଟୋ ସ୍ଥିତିରେ କରୋନା

ରାଜ୍ୟରେ କରୋନା ପ୍ଲାଟୋ ସ୍ଥିତିରେ ରହିଛି । ଏହା କହିଛନ୍ତି ପ୍ରଫେସର ଡିଏମଇଟି ପ୍ରଫେସର ସିବିକେ ମହାନ୍ତି । ଗତ ପାଞ୍ଚଦିନ ଧରି କରୋନା ସଂକ୍ରମିତଙ୍କ ସଂଖ୍ୟା ସ୍ଥିର ରହିଥିବାରୁ ଏହାକୁ ପ୍ଲାଟୋ ସ୍ଥିତି କୁହାଯାଉଛି ବୋଲି କହିଛନ୍ତି ।...

କାଲିଠାରୁ ବାହାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାର ବନ୍ଦ!

ଆସନ୍ତାକାଲିଠାରୁ ପୁରୀ ଜିଲ୍ଲା ବାହାର ଲୋକଙ୍କ ପାଇଁ ପୁଣି ବନ୍ଦ ହୋଇପାରେ । ବାହାର ଜିଲ୍ଲାର ଲୋକଙ୍କ ପାଇଁ ବନ୍ଦ ହୋଇପାରେ ସ୍ୱର୍ଗଦ୍ୱାର । ବାହାର ଜିଲ୍ଲାର ଲୋକ ଶବଦାହ ପାଇଁ ଆସୁଥିବାରୁ ସଙ୍କ୍ରମଣ ବଢିବ । ଦିନକୁ ଦିନ...

ଅନଲାଇନରେ ଉନ୍ମୋଚିତ ହୋଇଛି “ମହାଯଜ୍ଞ”

ଉନ୍ମୋଚିତ ହୋଇଯାଇଛି କବି ଅଖିଳ କୁମାର ମିଶ୍ରଙ୍କ ଦ୍ୱାରା ଲିଖିତ ଷଷ୍ଠ କବିତା ସଙ୍କଳନ "ମହାଯଜ୍ଞ" । ଅନଲାଇନ୍ ମାଧ୍ୟରେ ଏହାକୁ ଉନ୍ମୋଚନ କରାଯାଇଛି । ମନୁଷ୍ୟ ଜୀବନରେ ଥିବା ଆଶା, ଆକାଂକ୍ଷା ଏବଂ...

ଚା’ ପ୍ରସ୍ତୁତି ବେଳେ ଲିକ୍ ହେଲା ଗ୍ୟାସ୍

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସାଙ୍କରା ଗାଁରେ ଅଗ୍ନିକାଣ୍ଡ । ଗ୍ୟାସ ଲିକ୍ ଯୋଗୁଁ ନିଆଁ ଲାଗି ଜୀଅନ୍ତା ଜଳିଗଲେ ନାବାଳକ । ରୋଷେଇ ଘରେ ଚା’ ତିଆରି କରୁଥିବାବେଳେ ହଠାତ୍ ଗ୍ୟାସ ଲିକ୍ ହୋଇ ନିଆଁ ଲାଗିଥିଲା ।...

ବଢୁଛି ଟେଷ୍ଟିଂ, କମୁଛି ସଙ୍କ୍ରମଣ

ଗତକାଲି ସାଢେ ୬ ହଜାର ଉପରେ ସଙ୍କ୍ରମଣ ଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୬ ହଜାର ୧୧୬ ପଜିଟିଭ୍ । ସେହିପରି ମୃତ୍ୟୁ ସଂଖ୍ୟା ବି ହ୍ରାସ ପାଇଛି । ଗତକାଲି ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ୭...

ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ଆସନ୍ତା ମେ 15 ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି । ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଛି । ତେବେ ଶ୍ରୀମନ୍ଦିର ବନ୍ଦ ସମୟରେ ଶ୍ରୀଡୀଉଙ୍କ ନୀତିକାନ୍ତି ସ୍ବାଭାବିକ ଭାବେ ଚାଲୁ ରହିବ...

ସାମ୍ବାଦିକରୁ ପ୍ରଧାନବିଚାରପତି

ଦେଶର ୪୮ ତମ ପ୍ରଧାନବିଚାରପତି ଭାବରେ ଶପଥ ନେଇଛନ୍ତି ଜଷ୍ଟିସ୍ ଏନ.ଭି ରମନା । ରାଷ୍ଟପ୍ରତି ରାମନାଥ କୋବିନ୍ଦଙ୍କଠାରୁ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ଦେଶର ନୂଆ ପ୍ରଧାନ ବିଚାରପତି । ରାଷ୍ଟ୍ରପତି ଭବନର ଅଶୋକା ହଲରେ ନିର୍ଦ୍ଦିଷ୍ଟ...

ଆଜି ୮ ମୃତ, ଖୋର୍ଦ୍ଧାରୁ ସର୍ବାଧିକ ୧୧୮୯ ପଜିଟିଭ୍ ଚିହ୍ନଟ

ରାଜ୍ୟରେ ଆଜି ପୁଣି ୮ ଜଣଙ୍କର ଜୀବନ ନେଇଛି ମହାମାରୀ କରୋନା । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ବାଲେଶ୍ୱର, ବରଗଡ, ଭଦ୍ରକ ଓ ବଲାଙ୍ଗୀରରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ...

ଟୁଇନସିଟିରେ ୬୮ ପଏଣ୍ଟରେ ଚେକିଂ

ଆସନ୍ତାକାଲିଠାରୁ ସଟଡାଉନ୍ ଆରମ୍ଭ । ଶନିବାର ଏବଂ ରବିବାର ଦୁଇଦିନ ସଟ୍‌ଡାଉନ୍ ରହିବ ସବୁ ସହରାଞ୍ଚଳ । କଟକରେ ୨୫ ଜାଗାରେ ଓ ଭୁବନେଶ୍ୱରରେ ୪୩ ଜାଗାରେ କାଲି ପୋଲିସ ଚେକିଂ କରିବ । କଟକରେ ୧୨ ପ୍ଲାଟୁନ୍ ...
- Advertisement -

Latest article

Aphrodite Casino avis Aperçu du catalogue de jeux NetEnt

SommaireIntroduction au Partenariat NetEnt et Aphrodite CasinoLes Jeux à Ne Pas Manquer dans le CatalogueTableau Comparatif des Spécialités NetEntComment Profiter des Offres de BienvenueProcédure...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...