ଉପମୁଖ୍ୟମନ୍ତ୍ରୀ ହେବେ ବବି !
ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳରେ ବଡ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହି ଅଦଳବଦଳ ପ୍ରକ୍ରିୟାରେ କିଏ ବାଦ୍ ପଡିବେ ଏଭଂ କିଏ ସାମିଲ ହେବେ, ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ସୋସିଆଲ ମିଡିଆରେ ସମ୍ଭାବ୍ୟ...
ସୋମବାର ରାତି ୮ରୁ ଲାଗିବ କର୍ଫ୍ୟୁ
ବାହୁଡା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ୩ ରଥରେ ଲାଗୁ ହୋଇଛି ଆଜ୍ଞାମାଳ । ଆଜି ରଥକୁ ଦକ୍ଷିଣ ମୋଡ କରାଯାଇଛି । ଏଥିପାଇଁ ୩ ରଥର ଯାଞ୍ଚ କାମ ବି ଶେଷ ହୋଇଛି । ରଥର ମୁଖ୍ୟ...
ଅକ୍ଟୋବର ପହିଲାରୁ ପାଠପଢା
ଦେଶରେ କୋଭିଡ ସ୍ଥିତିକୁ ଦେଖି ପରୀକ୍ଷା ଏବଂ ନାମଲେଖା ନେଇ ୟୁଜିସି ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍ । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ପ୍ରଥମ ବର୍ଷର ନାମଲେଖା ସେପ୍ଟେମ୍ବର ୩୦ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ଟୋବର ପହିଲାରୁ...
ସାବଧାନ୍, ଆପଣଙ୍କୁ ଫଲୋ କରୁଥାଇପାରନ୍ତି ଲୁଟେରା
୪ ସେକେଣ୍ଡରେ ଲୁଟିନେଲେ ୪୦ ହଜାର । ରାଜଧାନୀର ଛାତି ଉପରେ ଆଖି ପିଛୁଳାକେ ଲୁଟ୍ । ଏଟିଏମ ଭିତରେ ପଶି ଦୁଇ ଯୁବତୀଙ୍କ ଠାରୁ ଛିନତାଇ କରିଛି ଦୁବୃର୍ତ୍ତ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏଟିଏମ ଭିତରେ ମହିଳାଙ୍କ...
ତୃତୀୟ ଲହର ପାଇଁ ସତର୍କ ରହିବାକୁ 6 ରାଜ୍ୟକୁ ପରାମର୍ଶ ଦେଲେ ମୋଦି
ଟେଷ୍ଟ, ଟ୍ରାକ, ଟ୍ରିଟ୍ । ତୃତୀୟ ଲହର ରୋକିବାକୁ ହେଲେ ଏହି ତିନୋଟି କଥା ଉପରେ ଧ୍ୟାନ ଦେବାକୁ ହେବ । ଆଜି ଭିଡିଓ କନଫରେନ୍ସିଂରେ 6ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ ପରିସ୍ଥିତି ସଂପର୍କରେ ଆଲୋଚନା କରିବା ପରିପ୍ରେକ୍ଷୀରେ...
ଆରମ୍ଭ ହେଲା ଗର୍ଭବତୀଙ୍କୁ ଟିକାକରଣ
ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ଗର୍ଭବତୀଙ୍କୁ ଟିକାକରଣ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । କୋୱିନ୍ ଆପରେ ସ୍ୱତନ୍ତ୍ର ସାଇଟରେ ପଞ୍ଜିକରଣ କରିପାରିବେ ଗର୍ଭବତୀ । ରାଜ୍ୟରେ ବର୍ଷକୁ ପ୍ରାୟ୯...
ଅଭିମାନିନୀ ମା’ ଲକ୍ଷ୍ମୀ ଭାଙ୍ଗିବେ ମହାବାହୁଙ୍କ ରଥ
ଆଜି ପବିତ୍ର ହେରା ପଞ୍ଚମୀ । ବିଧି ପରମ୍ପରା ଅନୁସାରେ , ଆଡପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ରୁକ୍ମିଣୀ ହରଣ ଏକାଦଶୀ ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ...
ଭୁବନେଶ୍ୱରର ଏହି ଅଞ୍ଚଳ ଏବେ ମାଇକ୍ରୋ କଣ୍ଟେନମେଣ୍ଟ
ଖଣ୍ଡଗିରୀ ସତ୍ୟସାଇ ଏନକ୍ଲେଭର ଏଚଆଇଜି-୧୧ରୁ ୬୧କୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କଲା ବିଏମସି । କିଛି କରୋନା ପଜିଟିଭ୍ ଚିହ୍ନଟ ହେବାପରେ ବିଏମସି ଏହି ପଦକ୍ଷେପ ନେଇଛି । ସମ୍ପୃକ୍ତ ଅଞ୍ଚଳରେ ଯିବା ଆସିବା ପରେ କଟକଣା ଜାରି କରାଯାଇଛି...
ନିୟମ ଉଲ୍ଲଘଂନ ନେଇ କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ
ପୁରୀରେ ରଥଯାତ୍ରାବେଳେ କର୍ଫ୍ୟୁ ନିୟମ ଉଲ୍ଲଘଂନ ନେଇ କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ । ୧୦ ଜଣ ଉଲ୍ଲଘଂନକାରୀଙ୍କ ଉପରେ ଆରମ୍ଭ ହୋଇଛି ଆଇନଗତ କାର୍ଯ୍ୟାନୁଷ୍ଠାନ । ହରିୟାଣାର ଗୋବିନ୍ଦ କ୍ରିଷ୍ଣା ଦାସ, ଅତୁଲ କ୍ରିଷ୍ଣା ଦାସଙ୍କ ସହ ୧୦ ଜଣ...
ଖୋଲିବ ସ୍ପା, ଜିମ୍, ପରିବହନ ସେବାକୁ ମିଳିଲା ଅନୁମତି
ଘୋଷଣା ହେଲା ଲକ୍ ଡାଉନ ନୂଆ ନିୟମ । ଅଗଷ୍ଟ 1 ତାରିଖ ଯାଏଁ ବଳବତ୍ତର ରହିବ ଆଂଶିକ ଲକଡାଉନ୍ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଦେଇଥିବା ସୂଚନା ଅନୁଯାୟୀ, ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣ ଆସିନାହିଁ...

















