ପଡୋଶୀଙ୍କ ଟାର୍ଗେଟରେ ଓଡିଶା ସୀମା
ପୁଣି କୋଟିଆରେ ନିର୍ବାଚନ କରିବ ଆନ୍ଧ୍ର ପ୍ରଦେଶ । କୋଟିଆକୁ ନେଇ ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଥିବା ବେଳେ ଆନ୍ଧ୍ରପ୍ରଦେଶ ସରକାର ତିନୋଟି ପଞ୍ଚାୟତରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆନ୍ଧ୍ର...
ପିପିଲିରୁ 50 ଲକ୍ଷ ଜବତ
ପିପିଲିରେ ଉପନିର୍ବାଚନକୁ ନେଇ ରାଜନୈତିକ ସ୍ଥିତି ସରଗରମ ରହିଥିବା ବେଳେ ଆଜି ଦୁଇ ବାଇକ ଆରୋହୀଙ୍କ ଠାରୁ ପୋଲିସ 50 ଲକ୍ଷ ଟଙ୍କା ଜବତ କରିଛି । ପୋଲିସର ରୋଟିନ ଗାଡି ଯାଞ୍ଚ ସମୟରେ ପଲସରରେ ଆସୁଥିବା ଦୁଇ ଯୁବକଙ୍କ...
ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ କମିଶନର
ପୁଣି ଖାକି ନାଁରେ ସଙ୍ଗୀନ ଅଭିଯୋଗ । ପୋଲିସ ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସିପାହୀଙ୍କ ପତ୍ନୀ । ସ୍ୱାମୀଙ୍କୁ ଝିଅ ଯୋଗାଇଦେବା ପାଇଁ ବାଧ୍ୟ କରୁଥିଲେ କମାଣ୍ଡାଣ୍ଟ ଡିସିପି (ଆମର୍ଡ) ବିଜୟ କୁମାର ସାହୁ । ଏପରିକି...
ହସ୍ପିଟାଲରେ ଭର୍ତ୍ତି ହେଲେ ଖିଲାଡି ଷ୍ଟାର
ବଲିଉଡ ଅଭିନେତା ଅକ୍ଷୟ କୁମାର ରବିବାର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଖବର ଆସିଥିଲା । ଏହାପରେ ସେ ଘରେ ରହି ଚିକତ୍ସିତ ହେଉଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି...
ମୃତ ବ୍ୟକ୍ତିଙ୍କୁ ଉଠାଇବାକୁ ଗାଁରେ କସରତ
ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର କରୁଣ ପରିଣତି । ପୋଷ୍ଟମର୍ଟମ ସରିଯାଇଛି । କିନ୍ତୁ ଜୀବନ ବଞ୍ଚାଇବାକୁ ଚାଲିଛି ଅପ୍ରାଣ ଉଦ୍ୟମ । ଢଳା ଯାଉଛି ଗରାଗରା ପାଣି ଆଉ ଚାଲିଛି ପୂଜାପାଠ । ଆଜିର ଯୁଗରେ ବି ଲୋକେ ଅନ୍ଧବିଶ୍ୱାସକୁ...
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଭୟ ବଢାଇଲାଣି କରୋନା । ପୁଣି ଲୋକଙ୍କ ମନରେ ସେଇ ଭୟ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୫୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି...
ଦିନବେଳା ଲାଗୁ ହୋଇପାରେ କର୍ଫ୍ୟୁ
କରୋନା ସଂକ୍ରମଣ ବଢୁଥିବା ଦୃଷ୍ଟିରୁ ରାଜ୍ୟରେ ଦିନବେଳା କର୍ଫ୍ୟୁ ଲାଗିପାରେ । କର୍ଫ୍ୟୁ ଲାଗୁ ହେବା ନେଇ ମୁଖ୍ୟମନ୍ତ୍ରୀ ବିଚାର କରୁଥିବା ସଂପର୍କରେ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି, ଚାରି ପାଞ୍ଚ...
ସିଲ୍ ହେଲା ୟୁନିଟ୍-୧ ଏସବିଆଇ ଶାଖା
କରୋନା ବଢାଇଲାଣି ଭୟ । ରାଜ୍ୟରେ କରୋନା ସ୍ଥିତି ଏବେ ସଙ୍ଗିନ ହେବାରେ ଲାଗିଛି । ବିଷେଶକରି ଖୋର୍ଦ୍ଧା ଜିଲ୍ଲାରେ କାୟା ମେଲାଇଲାଣି କରୋନା ଭାଇରସ । ଯାହାକୁ ନେଇ ସରକାର ଏବେ ତତ୍ପର । ଭୁବନେଶ୍ୱର ୟୁନିଟ୍ -୧ରେ...
ବାଚସ୍ପତିଙ୍କ କାର୍ଯ୍ୟ ଅଗଣତାନ୍ତ୍ରିକ : ବିରୋଧୀ
ବିଧାନସଭାର ଚଳିତ ଅଧିବେସନ ପାଇଁ ବିଜେପିର ତିନିଜଣ ବିଧାୟକଙ୍କୁ ବାଚସ୍ପତି ସସପେଣ୍ଡ୍ କରିଛନ୍ତି । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବିଧାୟକ ଜୟନାରାୟଣ ମିଶ୍ର ଓ ମୋହନ ମାଝୀଙ୍କୁ ବିଶୃଙ୍ଖଳିତ ଆଚରଣ ପାଇଁ ବାଚସ୍ପତି ସସ୍ପେଣ୍ଡ କରିଛନ୍ତି ।...
ଫେରିଲା ନାଇଟ୍ କର୍ଫ୍ୟୁ
କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ରାଜ୍ୟ ସରକାର ଆଜି ଦଶ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା 5 ତାରିଖରୁ ଅନ୍ୟାଦେଶ ଯାଏଁ ନାଇଟ କର୍ଫ୍ୟୁ ଲାଗୁ କରିବାକୁ ସ୍ବତନ୍ତ୍ର ରିଲିଫ କମିଶନର...
















