ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ : ବାଚସ୍ପତି
ଓଡିଶା ବିଧାନସଭାରେ ବିରୋଧୀଙ୍କ ବିରୋଧର ଭାଷା । ସବୁ ଅଭଦ୍ରାମୀର ସମୀ ଲଂଘନ କରିଛନ୍ତି ବିରୋଧୀ । ଗଣତନ୍ତ୍ର ମନ୍ଦିର କୁହାଯାଉଥିବା ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଛନ୍ତି ବିରୋଧୀ । ସଂଶୋଧିତ ଲୋକାୟୁକ୍ତ ବିଲ୍ ଗୃହରେ ପାରିତ ହେବା...
ଖୋର୍ଦ୍ଧାରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଆଜି ନୂଆ ୪୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୬୭ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୮୫ । ଖୋର୍ଦ୍ଧାରୁ ସର୍ବାଧିକ ୭୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ଏବେ ସମସ୍ତଙ୍କ...
ଆସିଲା ଷ୍ଟାର ପ୍ରଚାରକ ତାଲିକା
କିଏ ଜିତିବ ପିପିଲି ଗଡ । ପିପିଲିବାସୀଙ୍କର ମନ କିଏ ମୋହିବ । ଏବେ ପିପିଲିରେ ଚାଲିଛି ଜୋରଦାର୍ ପ୍ରଚାର । ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ୩ ପ୍ରାର୍ଥୀ । ଏହା ଭିତରେ ବିଜେପି ଷ୍ଟାର ପ୍ରଚାରକ...
ପିପିଲିରେ ବିଜେପି ରାଲିକୁ ଆକ୍ରମଣ
ପିପିଲିରେ ବିଜେପି ରାଲିକୁ ଆକ୍ରମଣ । ନିର୍ବାଚନ ପ୍ରଚାରବେଳେ ପିପିଲିରେ ହିଂସାକାଣ୍ଡ ଘଟିଛି । ରାଲିରେ ଯିବାବେଳେ ବିଜେପି କର୍ମୀଙ୍କୁ ମାଡ ମାରିବା ସହ ଗାଡି ଭଙ୍ଗାରୁଜା କରାଯାଇଛି । ପିପିଲି ଥାନା ରାଇଗିରିପୁର ଗାଁରେ ବିଜେପି କର୍ମୀଙ୍କୁ ଏହି...
ରାଜ୍ୟରେ ଆଉ ୪୬୧ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଚିନ୍ତା ବଢାଇଲାଣି କରୋନା ଭାଇରସ । ୨୪ ଘଣ୍ଟାରେ ୪୬୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆପଡା ଜିଲ୍ଲାରୁ ସର୍ବାଧିକ ୮୬ ଜଣ କରୋନା ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା-୬୯, ସୁନ୍ଦରଗଡ-୬୨, କଳାହାଣ୍ଡି-୩୬, ବରଗଡରୁ ୩୨...
ପୁଅ ପାଖରେ ବାପା ସମ୍ପତ୍ତିର ଅଧା
ଆଜି ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ । ତେଣୁ ଅପରାହ୍ନ ସୁଦ୍ଧା ମଇଦାନରେ କେତେଜଣ ପ୍ରାର୍ଥୀ ରହିବେ ତାହା ସ୍ପଷ୍ଟ ହୋଇଯିବ । ବୁଧବାର ନାମାଙ୍କନ ପତ୍ର ଯାଞ୍ଚ ପରେ ୩ ଜଣଙ୍କର ନାମାଙ୍କନକୁ ବାଦ୍ ଦିଆଯାଇଥିଲା...
କାହିଁକି ପାଳନ କରାଯାଏ ଉତ୍କଳ ଦିବସ?
ଆଜି ଉତ୍କଳ ଦିବସ । ୧୯୩୬ ମସିହା ଆଜିର ଦିନରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଓଡିଶା । ଯେଉଁମାନଙ୍କର ଅଦମ୍ୟ ସାଧନା, ପ୍ରଚେଷ୍ଟା ଲାଗି ଓଡିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପରିଚୟ ପାଇପାରିଛି, ସେମାନଙ୍କୁ...
ଘରୁ ନବାହାରିବାକୁ ୱାର୍ଣ୍ଣିଂ
ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଆଜି ହିଟ୍ ୱେଭ୍ କଣ୍ଡିସନ ଜାରି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖରାକୁ ନବାହାରିବାକୁ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ...
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ୨୪ ଘଣ୍ଟାରେ ୩୯୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦ କରୋନା...
ଆସନ୍ତାକାଲିଠୁ 45 ରୁ ଅଧିକ ବୟସର ଲୋକ ନେଇପାରିବେ ଟିକା
କରୋନାର ଦ୍ବିତୀୟ ଲହର ସଂକ୍ରମଣକୁ ରୋକିବା ପାଇଁ ସରକାର ନେଇଥିବା ପଦକ୍ଷେପ ମଧ୍ୟରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଆସନ୍ତାକାଲିଠୁ 45 ବର୍ଷରୁ ଅଧିକ ବୟସର ଲୋକ ଟିକା ନେଇପାରିବେ । ପୂର୍ବରୁ ଟିକା ଉତ୍ପାଦନକୁ ନଜରରେ ରଖି କେନ୍ଦ୍ର ସରକାର...
















