ଦିଦିଙ୍କ ଅବସ୍ଥା ଏମିତି କିଏ କଲା ?
କେଉଁ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହେଲା, ତାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ଏବେ ସରଗରମ । ନନ୍ଦିଗ୍ରାମ ନିର୍ବାଚନ ପ୍ରଚାର ବେଳେ ଦିଦିଙ୍କ ଉପରେ ଆକ୍ରମଣ ହୋଇଥିଲା ଏବଂ ଗୋଡରେ ଆଘାତ ପାଇବା ଯୋଗୁ ଏବେ...
ଫେରିଲା ଲକ୍ ଡାଉନ
ମହାରାଷ୍ଟ୍ର ନାଗପୁରରେ ଆସନ୍ତା 15 ରୁ 21 ତାରିଖ ଯାଏଁ ଲକଡାଉନ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । କରୋନା ସଂକ୍ରମଣ ବଢୁଥିବାରୁ ନାଗପୁରରେ ସପ୍ତାହେ ପାଇଁ ସମ୍ପୂର୍ଣ୍ଣ ଲକ୍ ଡାଉନ ଘୋଷଣା କରାଯାଇଛି । ଏହି ସମୟ ଭିତରେ...
କଟକଣାରେ ଉଠିବ ଜାଗର ଦୀପ
କରୋନା କଟକଣା ଭିତରେ ପାଳନ ହେଉଛି ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା । ପୂର୍ବରୁ ଯାହା ନୀତି ନିର୍ଘଣ୍ଟ ହୋଇଥିଲା ସେହି ଅନୁଯାୟୀ ମହାଦୀପ ଉଠିବ । ମନ୍ଦିର ଭିତରେ କୋଭିଡ ନିୟମ ମାନି ଦୀପ ଜାଳିବେ ଶ୍ରଦ୍ଧାଳୁ ।...
ଓଡିଶାରେ କେନ୍ଦ୍ରୀୟ ଟିମ୍
ଶିମିଳିପାଳରେ ଗତ ଦଶଦିନ ଧରି ନିଆଁ ଲାଗିବା କାରଣରୁ ବହୁ ବୃକ୍ଷଲତା ପୋଡି ପାଉଁଶ ହୋଇଯିବା ଏବଂ ବନ ବିଭାଗ ନିଆଁ ଲିଭାଇବାରେ ବିଫଳ ହେବା ନେଇ ବିରୋଧୀ ଉଦବେଗ ପ୍ରକାଶ କରିଥିଲେ । ଏପରିକି ନିଆଁ ଲାଗିବା ପଛରେ...
ଓଡିଶା ଆସିବ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍
ଜଙ୍ଗଲ ନିଆଁ ସ୍ଥିତି ଅନୁଧ୍ୟାନ ପାଇଁ ଖୁବଶୀଘ୍ର ଓଡିଶା ଆସିବ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍ । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର ଟୁଇଟ କରି ଏହି ସୂଚନା ଦେଇଛନ୍ତି । ଓଡିଶା ବିଜେପି ସାଂସଦମାନେ ଭେଟିବା...
ଶ୍ରୀମନ୍ଦିର ପାଇଁ ପାଣ୍ଠି ଟାର୍ଗେଟ ଏକ ହଜାର କୋଟି
ଶ୍ରୀମନ୍ଦିର ପାଣ୍ଠି ବୃଦ୍ଧି ପାଇଁ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ବ୍ୟାଙ୍କ ସୁଧରୁ ଶ୍ରୀମନ୍ଦିର ପାଇଁ ଯଥେଷ୍ଟ ଆୟ ହେଉ ନଥିବାରୁ ବିକଳ୍ପ ବ୍ୟବସ୍ଖା ପାଇଁ ପଦକ୍ଷେପ ନେବା ଉପରେ ଗୁରୁତ୍ବ ଦିଆଯାଇଛି ।...
ନୂଆପଡାକୁୁ ନବୀନଙ୍କ ଭେଟି
କଳାହାଣ୍ଡି , ସୁନ୍ଦରଗଡ ପରେ ଏବେ ନବୀନଙ୍କ ଫୋକସରେ ନୂଆପଡା । ୪ ହଜାର କୋଟି ଟଙ୍କାର ପ୍ରକଳ୍ପ ନୂଆପଡାବାସୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ପ୍ରତିକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ସମେତ ୨୩ଶହ୩୭...
୯ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ
ଆଜି ୯ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା । ଶିମିଳିପାଳରେ ନିଆଁ ଲାଗିବା ଘଟଣାକୁ ନେଇ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଯୁବ ଛାତ୍ର ସଙ୍ଗଠନ ୯ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ...
ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ଇସ୍ତଫା । ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ରାୱତ ରାଜଭବନରେ ପହଁଞ୍ଚି ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟଙ୍କୁ ଭେଟି ଇସ୍ତଫା ପତ୍ର । ଦେଇଛନ୍ତି । । ଇସ୍ତଫା ନେଇ ତ୍ରିବେନ୍ଦ୍ର କହିଛନ୍ତି ୪...
‘ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦେବି’
ଟ୍ୱିନ୍ସିଟିର ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ଦାୟିତ୍ୱ ଗ୍ରହଣ ପୂର୍ବରୁ ସୌମେନ୍ଦ୍ରଙ୍କୁ କମିଶନରେଟ ପୋଲିସ କାର୍ଯ୍ୟାଳୟରେ ଗାର୍ଡ ଅଫ ଅନର ଦିଆଯାଇଥିଲା । ଦାୟିତ୍ୱ ଗ୍ରହଣ ପରେ ସୌମେନ୍ଦ୍ର କହିଛନ୍ତି, ଦୁଇ ମହାନଗରିରେ...
















