ଦାୟିତ୍ୱ ଗ୍ରହଣ କରିବେ ନବ ନିଯୁକ୍ତ ସିପି
ଟ୍ୱିନ୍ ସିଟିର ପୋଲିସ କମିଶନର ଭାବରେ ଆଜି ଦାୟିତ୍ୱ ଗ୍ରହଣ କରିବେ ସୌମେନ୍ଦ୍ର ପ୍ରିୟଦର୍ଶୀ । କ୍ରାଇମବ୍ରାଞ୍ଚର ଏଡିଜେ ଥିବା ୧୯୯୫ ବ୍ୟାଚର ଏହି ଆଇପିଏସ ଅଫିସରଙ୍କୁ ରାଜ୍ୟ ସରକାର ଗତକାଲି କଟକ-ଭୁବନେଶ୍ୱର କମିଶନରେଟ ପୋଲିସର ନୂଆ କମିଶନର ଭାବେ...
ଭୟାବହ ଅଗ୍ନିକାଣ୍ଡରେ ୯ ମୃତ
କୋଲକାତା ବଡବଜାରଷ୍ଟାଣ୍ଡ ରୋଡ ନିକଟ ରେଳବାଇ ବିଲଡିଙ୍ଗ୍ ରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ୪ ଅଗ୍ନିଶମ କର୍ମଚାରୀ ନିଆଁରେ ଜଳିଯାଇଛନ୍ତି । ଗତକାଲି ରାତିରେ କୋଠାର ୧୨ ଏବଂ ୧୩ ତମ...
କାହିଁକି ବଦଳିଲେ ପୋଲିସ କମିଶନର ?
ଟ୍ବିନସିଟି କଟକ-ଭୁବନେଶ୍ବର ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି । ପୋଲିସ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ଭାବେ ତାଙ୍କୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ନୂଆ ପୋଲିସ କମିଶନର ଭାବେ 1995 ବ୍ୟାଚର...
ବିଜେଡିର ମହିଳା ସମାବେଶ : ନବୀନ କହିଲେ, ମା’ମାନେ ଜନ୍ମରୁ ନେତା
ମା ମାନେ ଜନ୍ମରୁ ନେତା । ସେମାନଙ୍କର ନେତୃତ୍ବ ନେବାର ସାମର୍ଥ୍ୟ ରହିଛି । ମା ମାନେ ଘର ଓ ପରିବାର ଯଦି ଚଳାଇପାରୁଛନ୍ତି, ଦେଶ କାହିଁକି ଚଳାଇ ପାରିବେ ନାହିଁ । ଆଜି ବିଜେଡି ପକ୍ଷରୁ ଆନ୍ତର୍ଜାତୀୟ ମହିଳା...
କେବେ, କେଉଁଠି ଆରମ୍ଭ ହୋଇଥିଲା ମହିଳା ଦିବସ
ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ସାରା ବିଶ୍ୱରେ ଆଜିର ଦିବସକୁ ମହିଳାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଉଛି । ମହିଳାଙ୍କର ଅଧିକାର ହେଉ ଅବା ସମାଜରେ ସମାନତା । ଆଗକୁ ବଢୁଥିବା ଏବଂ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜି ମାର୍ଗଦର୍ଶକ...
ଓଡିଶାର ବିକାଶରେ ରାଜ୍ୟ ସରକାର ବାଧକ : ବିଜେପି
ଓଡିଶାର ବିକାଶରେ ରାଜ୍ୟ ସରକାର ବାଧକ । ଏମିତି ଭାଷାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଆଜି ରାଜନୈତିକ ଚିଠା ପ୍ରସ୍ତାବ ଗୃହିତ ହୋଇଛି । ବୈଠକରେ ପାରିତ ପ୍ରସ୍ତାବ ସଂପର୍କରେ ସୂଚନା ଦେଇ ଦଳର ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି,...
ପଶ୍ଚିମବଙ୍ଗରେ ମୋଦିଙ୍କ ବିଶାଳ ସମାବେଶ
ପଶ୍ଚିମବଙ୍ଗରେ ସରଗରମ ନିର୍ବାଚନ ପ୍ରଚାର । ନିର୍ବାଚନ ତାରିଖ ଘୋଷଣା ପରେ ଆଜି କୋଲକାତା ବ୍ରିଗେଡ୍ ଗ୍ରାଉଣ୍ଡରୁ କ୍ୟାମ୍ପେନିଂ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଲକତା ବ୍ରିଗେଡ ପଡିଆରେ ଆଜି ମେଗା ସୋ’ରେ ସାଧାରଣ ଜନତାଙ୍କୁ ସମ୍ବୋଧନ...
କୋଭିଡ ଟେଷ୍ଟ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ
ରାଉରକେଲାରେ ଡାକ୍ତରଙ୍କ କୋଭିଡ ଟେଷ୍ଟ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ । ଅବସରପ୍ରାପ୍ତ ଡାକ୍ତରଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ୍ । ଆରଏମଆରସିରୁ ଆରଟି-ପିସିଆର ରିପୋର୍ଟ ନେଗେଟିଭ୍ ଆସିଛି । ପୂର୍ବରୁ ରାଉରକେଲା ଏଲଜିଏଚରେ ରିପୋର୍ଟ ପଜିଟିଭ୍ ଆସିଥିଲା । ୩...
ମାଡ ମାରି ୫ ଗିରଫ
ଗତକାଲି ଭୁବନେଶ୍ୱର ସିଆରପି ଛକରେ ଖେଳିଯାଇଥିଲା ଚାଞ୍ଚଲ୍ୟ । କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଥିଲା ସିଆରପି ଛକ । ଆକ୍ରମଣ କରିଥିବା ଦୁଇ ଭାଇଙ୍କୁ ସ୍ଥାନୀୟ ଲୋକେ ନିର୍ଧୁମ ଛେଚିଥିଲେ । ପିସିଆର ଭ୍ୟାନର କାଚକୁ ଭାଙ୍ଗି ଦୁଇ...
ଓଡିଶାର ସବୁ ଯୋଗ୍ୟ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଯୋଜନାର ସୁଫଳ
ପିଏମ୍ କିଷାନ ଯୋଜନାର ସୁଫଳ ପାଇବେ ଓଡିଶାର ସବୁ ଯୋଗ୍ୟ ଚାଷୀ । ପିଏମ କିଷାନ ୟୋଜନାର ଲାଭ କିପରି ଓଡିଶାର ଯୋଗ୍ୟ ଚାଷୀ ପାଇପାରିବେ, ସେଥିପାଇଁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...














