ଟଳିନି କରୋନା ବିପଦ
ଏବେ ଦେଶର କିଛି ରାଜ୍ୟରେ କରୋନା ସଙ୍କ୍ରମଣ ବଢିବାରେ ଲାଗିଛି । ଏନେଇ ରାଜ୍ୟ ସରକାର ତତ୍ପର ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, କରୋନା ବିପଦ ଏବେ ମଧ୍ୟ ଟଳି...
ଆତ୍ମହତ୍ୟା ଉଦ୍ୟମ କରିଥିବା ବିଧାୟକ କ୍ଷମା ମାଗନ୍ତୁ : ବିଜେଡି
ବିଧାନସଭା ଭିତରେ ସାନିଟାଇଜର ପିଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ । ଆଜି ବିଧାନସଭାରେ ବିଜେଡି ବିଧାୟକମାନେ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମକୁ ନିନ୍ଦା କରିବା ସହ ସେ କ୍ଷମା...
ଦିଦିଙ୍କ ଶିବିରରେ ଯଶୋଓ୍ବନ୍ତ ସିହ୍ନା
ବିଜେପିର ପୂର୍ବତନ ବରିଷ୍ଠ ନେତା ତଥା ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ଯଶୋଓ୍ବନ୍ତ ସିହ୍ନା ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଥିବା...
ଭିଣୋଇର ମୁଣ୍ଡରୁ ଗଣ୍ଡି ଅଲଗା କରି ଆତ୍ମସମର୍ପଣ କଲା ଶଳା
ନିଜର ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧେ ଭଉଣୀ । ସେଇ ଭାଇ ଆଜି ଭଉଣୀ ସିନ୍ଦୁର ପୋଛିଦେଇଛି, ଭଉଣୀର ସଂସାରକୁ ଚୁରମାର କରିଦେଇଛି ଭିଣୋଇକୁ ମାରି ମୁଣ୍ଡରୁ ଗଣ୍ଡି ଅଲଗା କରିଦେଇଛି ଶଳା । ମଧ୍ୟପ୍ରଦେଶ ଜବଲପୁରରୁ...
ବଡଦାଣ୍ଡକୁ ସଫା ରଖିବାକୁ ଅଭିଯାନ ଆରମ୍ଭ
ଆଜି ପୁରୀରେ ଆୟୋଜିତ ହୋଇଛି ବଡଦାଣ୍ଡ ସେବା । ପୁରୀ ସହର ଏବଂ ପବିତ୍ର ବଡ ଦାଣ୍ଡକୁ ସଫା ରଖିବା ପାଇଁ ସ୍ୱେଚ୍ଛାକୃତ ଭାବରେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପୁରୀବାସୀ ଏବଂ ସ୍ୱେଚ୍ଛାସେବୀ । ପ୍ରତି ଶନିବାର ସକାଳ...
ମଣ୍ଡିରୁ ଧାନ ନ ଉଠିବାରୁ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ
ବିଧାନସଭା ଭିତରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଷପାନ କରିବାକୁ ଉଦ୍ୟମ କରିଥିଲେ । ମଣ୍ଡିରୁ ଚାଷୀଙ୍କ ସବୁ ଧାନ କିଣା ନ ଗଲେ ସେ ଆତ୍ମହତ୍ୟା କରିବେ ବୋଲି ବାରମ୍ବାର କହି ଆସୁଥିଲେ । ଆଜି ଗୃହରେ...
ଏପ୍ରିଲ ସୁଦ୍ଧା ଗଡିବ ସବୁ ଟ୍ରେନ୍!
ଏପ୍ରିଲ ସୁଦ୍ଧା ଚାଲିପାରେ ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ୍ । ପୂର୍ବତଟ ରେଲୱେ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ଏହି ସୂଚନା ଦେଇଛନ୍ତି । ପୂର୍ବତଟ ରେଲୱେରେ ୮୨ ଯୋଡା ଏକ୍ସପ୍ରେସ ଟ୍ରେନ୍ ଚାଲେ । କୋଭିଡ କଟକଣା...
ବିଜୁ ଯୁବ ବାହିନୀ ପାଇଁ ଟଙ୍କା ନାହିଁ
2019 ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ସୃଷ୍ଟି କରିଥିଲେ ବିଜୁ ଯୁବ ବାହିନୀ । ଯୁବବର୍ଗଙ୍କ ପାଇଁ କାର୍ଯ୍ୟ କରୁଥିବା ଏହି ବିଜୁ ଯୁବ ବାହିନୀ ନିମନ୍ତେ ଚଳିତ ବଜେଟରେ କୌଣସି ବ୍ୟୟ ବରାଦ କରାଯାଇନାହିଁ । ବିଧାୟକ...
ମା’କୁ ଇଟାରେ ଛେଚି ମାରିଦେଲା ପୁଅ
ନିଜ ଜନ୍ମ କଲା ମା’କୁ ଇଟାରେ ଛେଚି ହତ୍ୟା କଲା ପୁଅ । ଏହି ଅଭାବନୀୟ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦୁଝର ଜିଲ୍ଲା ବଡବିଲ ଗାଡହଟିଂ ଅଞ୍ଚଳରେ । ଅଭିଯୁକ୍ତ କିଶୋର ମୁଣ୍ଡାକୁ ଗିରଫ କରିଛି ପୋଲିସ । ଏବଂ...
କାଳବୈଶାଖୀ ଭୟ, ୭ ଜିଲ୍ଲାକୁ ବଜ୍ରପାତ ୱାର୍ଣ୍ଣିଂ
କାଳବୈଶାଖୀ ପାଇଁ ପାଗ ଅନୁକୂଳ ହେବାରେ ଲାଗିଛି । ବିଶେଷକରି ଉତ୍ତର-ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡିଶାରେ କାଳବୈଶାଖୀ ସମ୍ଭାବନା ଅଧିକ ରହିଛି । ବଜ୍ରପାତ ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଝାରସୁଗୁଡା, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର,...















