ଫ୍ଲାଇଂ ଶିଖ୍ ମିଲଖା ସିଂହଙ୍କ ପରଲୋକ
ଫ୍ଲାଇଂ ଶିଖ୍ ମିଲଖା ସିଂହଙ୍କ ପରଲୋକ । ମାସେ ତଳେ କରୋନାରେ ଆକ୍ରାନ୍ତ ଥିଲେ ମିଲଖା ସିଂହ । ଆଥଲେଟ ଦୁନିଆର ଏହି କିମ୍ବଦନ୍ତୀ ପୁରୁଷଙ୍କ ଦେହାନ୍ତରେ ଶୋକର ଛାୟା ଖେଳିଯାଇଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ...
ଆଖି ବୁଜିଲେ ଦେବାଶିଷ ପାଣିଗ୍ରାହୀ
ଭିଜିଲାନ୍ସ ନିର୍ଦ୍ଦେଶକ ଆଇପିଏସ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ ହୋଇଛି । କୋଭିଡ ଆକ୍ରାନ୍ତ ଯୋଗୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ଫୁସଫୁସଜନିତ ସଂକ୍ରମଣ ଯୋଗୁ ତାଙ୍କର ଇକମୋ ଚିକିତ୍ସା ଆବଶ୍ୟକ ହୋଇଥିଲା ଏବଂ କିଛିଦିନ ତଳେ ତାଙ୍କୁ ଏୟାର...
ସେରୋ ସର୍ଭେ ଟିମ୍ ଦେଖି ଲୋକେ ଜଙ୍ଗଲକୁ ପଳାଇଲେ
ରାୟଗଡାରେ ଆଜି ଠାରୁ ଆରମ୍ଭ ହୋଇଛି ସେରୋ ସର୍ଭେ । ଛଅ ବର୍ଷରୁ ଉର୍ଦ୍ଧ୍ୱ ଶିଶୁଙ୍କ ସମେତ ବୟଷ୍କ ବ୍ୟକ୍ତିଙ୍କ ଠାରୁ ସଂଗ୍ରହ ହେବ ନମୁନା । ଏଥି ପାଇଁ ଏକ ୯ ଜଣିଆ ଟିମ ରାୟଗଡାରେ ପହଚିଂ ଆଜି...
ମାଷ୍ଟରକାଣ୍ଟିନ ଘୋଡା ସ୍ଥାନାନ୍ତରଣକୁ ବିରୋଧ
ମାଷ୍ଟରକାଣ୍ଟିନ ଘୋଡା । ଓଡିଶାର କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ପ୍ରତୀକ । ରାଜ୍ୟ ସରକାରଙ୍କ ପ୍ରଶାସନିକ ଚିହ୍ନ । 1988 ମସିହାରେ ଭୁବନେଶ୍ବରର ମାଷ୍ଟରକାଣ୍ଟିନ ଛକରେ ପଥରରେ ନିର୍ମିତ ଏହି ବିଶାଳକାୟ ଘୋଡା ଏବଂ ଖଣ୍ଡା ଓ ଢାଲ...
ଦୁଇରୁ ଚାରି ସପ୍ତାହ ଭିତରେ ମୁମ୍ବାଇ ଛୁଇଁବ ତୃତୀୟ ଲହର
କରୋନାର ତୃତୀୟ ଲହରକୁ ନେଇ ପୁଣି ଆରମ୍ବ ହୋଇଛି ଅବଗଣନା । ଦୁଇରୁ ଚାରି ସପ୍ତାହ ମଧ୍ୟରେ କରୋନାର ତୃତୀୟ ଲହର ମହାରାଷ୍ଟ୍ର ଅଥବା ମୁମ୍ବାଇରେ ପହଞ୍ଚିଯିବ ବୋଲି ଆକଳନ କରିଛି ରାଜ୍ୟ କୋଭିଡ ଟାସ୍କ ଫୋର୍ସ । ତୃତୀୟ...
ପୁରୀରେ ବିମାନବନ୍ଦର ପାଇଁ ସର୍ଭେ ଆରମ୍ଭ
ବିଶ୍ବପ୍ରସିଦ୍ଧ ପୁରୀରେ ହେବ ବିମାନ ବନ୍ଦର । ଏଥିପାଇଁ ପୂର୍ବରୁ ରାଜ୍ୟ ସରକାର ଜମି ଚିହ୍ନଟ କରି କେନ୍ଦ୍ର ସରକାରଙ୍କୁ ଜଣାଇବା ପରେ ଆଜି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଏକ ସ୍ୱତନ୍ତ୍ର ଟିମ୍ ପୁରୀ ଆସି ଅନୁଧ୍ଶ୍ରୀୟାନ କରିଛନ୍ତି...
ଏବେ ବି ଭଲ ନାହାଁନ୍ତି ତପୁ
ସୁନାମଧନ୍ୟ ଯୁବ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଅବସ୍ଥା ଏବେ ବି ଭଲ ନାହିଁ । କୋଭିଡରେ ଆକ୍ରାନ୍ତ ହୋଇଥିବା ତପୁଙ୍କ କୋଭିଡ ରିପୋର୍ଟ ଯଦିଓ ନେଗେଟିଭ ଆସିସାରିଛି, କିନ୍ତୁ ପୋଷ୍ଟ କୋଭିଡ ସ୍ଥିତି ଅତି ଜଟିଳ ରହିଛି । ଫୁସଫୁସ...
ବିଶାଖାପଟନମ ନିକଟରେ କମ୍ବିଂ ଅପରେସନ, 6 ନକ୍ସଲ ନିହତ
କମ୍ବିଂ ଅପରେସନରେ ପୋଲିସକୁ ମିଳିଛି ବଡଧରଣର ସଫଳତା । ବିଶାଖାପଟନମ ନିକଟ କୋୟୁର ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିବା ବେଳେ ନକ୍ସଲ ଓ ପୋଲିସ ମଧ୍ୟରେ ଭୟଙ୍କର ଗୁଳି ବିନିମୟ ହୋଇଛି । ଏଥିରେ 6 ଜଣ ନକ୍ସଲ ନିହତ...
ଟ୍ବିଟରକୁ ଆଇନଗତ ସୁରକ୍ଷା ଦେବେନି ସରକାର
କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମ ପାଳନ ନ କରିବା ଟ୍ବିଟର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । କେନ୍ଦ୍ର ସରକାର ଟ୍ବିଟର ଉପରୁ ଆଇନଗତ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରି ନେଇଛନ୍ତି । ଏହାଫଳରେ ଟ୍ବିଟରରେ ପୋଷ୍ଟିଂ ହେଉଥିବା...
ଆଜି ଆଖି ବୁଜିଲେ 44
ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମୁଥିବା ବେଳେ ଆଜି 44 ଜଣ ସଂକ୍ରମିତ ଆଖି ବୁଜିଛନ୍ତି । ଫଳରେ କରୋନାଜନିତ ମୃତ୍ୟୁ ସଂଖ୍ୟା 3432ରେ ପହଞ୍ଚିଛି । ସଂକ୍ରମଣ କମୁଥିବା ବେଳେ ମୃତ୍ୟରେ ରୋକ୍ ନ ଲାଗିବା ସ୍ବାସ୍ଥ୍ୟ ବିଶାରଦଙ୍କ...


















