ବନ୍ଧୁକଧାରୀ ଯୁବକଙ୍କ ଆତଙ୍କରାଜ : ପ୍ରେମ ପାଇଁ ମାମୁଁ, ମାଇଁ ବନ୍ଧକ !
ବଲାଙ୍ଗୀର ଶାନ୍ତିପଡାରେ ଜଣେ ବନ୍ଧୁକଧାରୀ ଯୁବକଙ୍କ ଆତଙ୍କରାଜ । ଶାନ୍ତିପଡାରେ ରହୁଥିବା ଦିବ୍ୟଲୋଚନ ହୋତାଙ୍କ ଘରେ ପଶିଯାଇଥିଲେ ଜଣେ ବନ୍ଧୁକଧାରୀ ଯୁବକ । ସେତେବେଳେ ଦିବ୍ୟଲୋଚନ ଠାକୁର ଘରେ ପୂଜା କରୁଥିଲେ । ଯୁବକଙ୍କୁ ଦେଖି ଦିବ୍ୟଲୋଚନ ଭାବିଥିଲେ ଏସି...
13ଟି ଜିଲ୍ଲାରେ ସଂକ୍ରମଣ ଏକ ହଜାରରୁ କମ୍
ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 3388 ରେ ପହଞ୍ଚିଥିବା ବେଳେ ଆଜି 42 ଜଣ ଆଖି ବୁଜିଛନ୍ତି । ଦିନକୁ ଦିନ କରୋନା ସଂକ୍ରମଣ କମିବାରେ ଲାଗିଛି । ତେବେ ଅଢେଇ ହଜାରରୁ ଅଧିକ ସଂକ୍ରମଣ ତାଲିକାରେ ପାଞ୍ଚଟି ଜିଲ୍ଲା...
ମନ୍ତ୍ରୀ ପଦ ପାଇଁ ଡିଲ୍ : ପୁତୁରା ଏକଘରିକିଆ
ବିହାର ଲୋକ ଜନଶକ୍ତି ପାର୍ଟି ଏଲଜେପିର ଛ ଜଣ ସାଂସଦଙ୍କ ମଧ୍ୟରୁ ପାଞ୍ଚଜଣ ସାଂସଦ ସଂସଦୀୟ ଦଳର ନୂଆ ନେତା ନିର୍ବାଚିତ କରିଛନ୍ତି । ଏଲଜେପି ସଂସଦୟ ଦଳର ନେତା ଚିରାଗ ପାଶଓ୍ବାନଙ୍କୁ ପରିବର୍ତ୍ତନ କରି ତାଙ୍କ ସ୍ଥାନରେ ନୂଆ...
2 କୋଟିରେ କିଣିଲେ, 18 କୋଟିରେ ବିକିଲେ
ଦୁଇ କୋଟିରେ କିଣିଲେ, 18 କୋଟିରେ ବିକିଲେ । ଅଯୋଧ୍ୟା ରାମମନ୍ଦିର ଟ୍ରଷ୍ଟ ନାଁ ରେ ଏମିତି ଜମି ସ୍କାମ ଅଭିଯୋଗ । ଅଭିଯୋଗ କରିଛନ୍ତି ଉତ୍ତରପ୍ରଦେଶର ସମାଜବାଦ ପାର୍ଟି ଓ ଆମ ଆଦମ ପାର୍ଟି ନେତା । ଅଭିଯୋଗ...
ସ୍ମୃତିରେ ରଜ
ଓଡିଆ ଘରର ନିଆରା ପର୍ବ ରଜପର୍ବ । ଚାରିଦିନ ଧରି ଝିଅ ବୋହୁମାନେ ରଜ ପାଳିଥାନ୍ତି । ଖାଲି ପାଦରେ ଭୂଇଁକୁ ସ୍ପର୍ଶ ନ କରିବା, ଦୋଳି ଖେଳିବା, ପାନ ଖାଇବା ପରି ନିଆରା ପରଂପରାର ମଜା ନେଇଥାନ୍ତି ।...
ସଂକ୍ରମଣ କମୁଛି, କିନ୍ତୁ ମୃତ୍ୟୁରେ ଲାଗୁନି ଲଗାମ୍
ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । କରୋନା ସଂକ୍ରମଣ କମିବା ସମସ୍ତଙ୍କ ପାଇଁ ବଡ ଆଶ୍ବସ୍ତି ଆଣି ଦେଇଛି । ସାବିତ୍ରି ଓ ରଜ ଭଳି ପର୍ବପାଳନ ବେଳେ ବି ସରକାର ଲକଡାଉନ୍ କୋହଳ କରିନାହାଁନ୍ତି । ସମସ୍ତଙ୍କର...
ହିନ୍ଦୋଳ ବ୍ଲକ ବାବନ୍ଧ ପଞ୍ଚାୟତରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍
ହିନ୍ଦୋଳ ବ୍ଲକର ବାବନ୍ଧ ଗ୍ରାମ ପଞ୍ଚାୟତର ବାବନ୍ଧ ଏବଂ ବେଡାପଡା ଗ୍ରାମରେ ୫୦ ରୁ ଉର୍ଦ୍ଧ୍ବ ପଜିଟିଭ କେଶ ଥିବା ବେଳେ ଆଜି ବାବନ୍ଧରୁ ୫୪ ଓ ବେଡାପଡା ଗ୍ରାମରୁ ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦ୍ରୁତ...
ବୁଲଡୋଜର ଲଗେଇ ମାଟିରେ ମିଶାଇଦେଲେ ଘର
ଜଗତସିଂହପୁର : ନାଉଗାଁ ଥାନା ଅନ୍ତର୍ଗତ ଦେବୀଦୋଳ ଠାରେ ବିବାଦୀୟ ଜାଗାର ଦଖଲକାରୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ବୋଲଡୋଜର ଲଗାଇ ମାଟିରେ ମିଶାଇଦେଲେ ଦଖଲକାରୀଙ୍କ ଘର । ସୂଚନା ମୁତାବକ ଦେବୀଦୋଳ ଗ୍ରାମର ଲୋକନାଥ ପାଢ଼ୀ ନିଜ ଅସୁବିଧା ସମୟରେ...
ରାଜ୍ୟରେ କୋଭିଡ ମୃତ୍ୟୁସଂଖ୍ୟା ବଢିଲା କାହିଁକି ?
ରାଜ୍ୟରେ କୋଭିଡଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପର୍ଯ୍ୟନ୍ତ ସରକାରୀ ହିସାବରେ କୋଭିଡରେ 3302 ଜଣ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଜୁନ ମାସ ଆରମ୍ଭରୁ ଦୈନିକ ମୃତ୍ୟୁସଂଖ୍ୟା 40 ଉପରେ ରହିଛି । ଗତକାଲି ସର୍ବାଧିକ...
ରୋଷେଇ କରୁ କରୁ ଲାଗିଗଲା ନିଆଁ
ଜଗତସିଂହପୁର : ଜଗତସିଂହପୁର ପୌରାଞ୍ଚଳ ସ୍ଥିତ ବେଲପୋଖରୀ ଗାଁରେ ରୋଷେଇ କରୁଥିବା ସମୟରେ ଗ୍ୟାସରୁ ନିଆଁ ଲିକ୍ କରି ନିଆଁ ଲାଗି ଚାରି ଜଣ ଆହତ । ଆହତ ଚାରି ଜଣଙ୍କ ମଧ୍ୟରୁ ଦୁଇଜଣ ପୁରୁଷ ଓ ଦୁଇଜଣ ମହିଳା...


















