ପ୍ରେମିକାକୁ ଭେଟିବାକୁ ବାବା ଅବତାର
ଦେହରେ ଗେରୁଆ ବସ୍ତ୍ର । ମୁହଁରେ ଲମ୍ବା ଧାଡି । ମୁଣ୍ଡରେ ଜଟା ଆଉ ହାତରେ କମଣ୍ଡଳୁ । ଗାଁରେ ଏହି ବହୁରୂପୀ ବାବାଙ୍କୁ ଦେଖି କିଏ ଚାଉଳ ଦେଉଥିଲା ତ ଆଉ କିଏ ପଇସା...
ଫେବ୍ରୁଆରୀ ଗାଇଡଲାଇନ୍
କରୋନା ପାଇଁ ଫେବ୍ରୁଆରୀ ଗାଇଡଲାଇନ ଜାରି କଲା ରାଜ୍ୟ । ନୂଆ ଗାଇଡଲାଇନ୍ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଲାଗୁ ରହିବ । ଫେବ୍ରୁଆରୀ ୧ରୁ ଅଙ୍ଗନବାଡି କେନ୍ଦ୍ର ଖୋଲିବ । କେନ୍ଦ୍ର ଗାଇଡଲାଇନ ମାନି ସତର୍କତାର ସହ ହୋଇପାରିବ କଣ୍ଟେନମେଣ୍ଟ...
ଆଗାମୀ ୩ ଦିନ ଦେଖାଦେବ କୁହୁଡି
ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ସବୁଆଡେ ଅନୁଭୂତ ହେଉଛି ଜାଡ । ଭୋରରୁ ଦେଖିବାକୁ ମିଳୁଛି ଘନ କୁହୁଡି । ୨୦ ଫୁଟ ଦୂରତାରେ ଦେଖାଯାଉଛି ରାସ୍ତା । କୁହୁଡି ଯୋଗୁଁ ଯାତାୟତରେ ମଧ୍ୟ ସମସ୍ୟା ସୃଷ୍ଟି...
ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବଢିଲା
ସରକାରୀ ମେଡିକାଲ କଲେଜ ହାଉସ ସର୍ଜନଙ୍କର ବଢିଲା ଷ୍ଟାଇପେଣ୍ଡ୍ । ମାସିକ ୨୦ ହଜାରରୁ ୨୮ ହଜାରକୁ ବୃଦ୍ଧି କଲେ ରାଜ୍ୟ ସରକାର । ୨୦୨୧ ଜାନୁଆରୀରୁ ୩ ବର୍ଷ ପାଇଁ ଲାଗୁ କରିବାକୁ ଏହି ନିଷ୍ପତ୍ତି । ଏନେଇ...
ସାରା ଦେଶରେ ଚାଷୀ ପାଳିବେ ସଦଭାବନା ଦିବସ
ଆଜି ସାରା ଦେଶରେ ଆନ୍ଦୋଳନ କରୁଥିବା କୃଷକମାନେ ପାଳନ କରୁଛନ୍ତି ସଦଭାବନା ଦିବସ । ଏହି ଦିନଟିକୁ ସେମାନେ ଉପବାସ ରହି ସଦଭାବନା ଦିବସ ଭାବେ ପାଳନ କରିବେ । ଦେଶବାସୀଙ୍କୁ ଏଥିରେ ସାମିଲ ହେବା ପାଇଁ କୃଷକମାନେ...
ଗୁମର ଖୋଲୁଛି ସିସିଟିଭି
ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ଘଟଣାର ଗୁମର ଖୋଲିବାରେ ଲାଗିଛି । ସିସିଟିଭି ଖୋଲୁଛି ଝରାଫୁଲ ମୃତ୍ୟୁ ରହସ୍ୟର ଗୁମର । 26 ତାରିଖ ରାତିରେ ଭୁବନେଶ୍ବରର ଜାଗମରାର ଶିବଶକ୍ତି ଗେଷ୍ଟ ହାଉସରେ ଝରାଫୁଲ ତାଙ୍କ ବୟଫ୍ରେଣ୍ଡ ରାକେଶ ସ୍ବାଇଁଙ୍କ...
କାହିଁକି ,କେମିତି ମାରିଲା ବୟଫ୍ରେଣ୍ଡ
ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲର ରହସ୍ୟଜନକ ମୃତ୍ୟୁ ମାମଲାର ଅନୁଧ୍ୟାନ କରିବା ଲାଗି ମହିଳା କମିଶନର ଅଧ୍ୟକ୍ଷା ମିନତୀ ବେହେରା ଆଜି ତାଙ୍କ ଗାଁକୁ ଯିବେ । ଗାଁରେ ପହଁଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିବେ ମହିଳା...
ଝରାଫୁଲକୁ ଫିଙ୍ଗିଥିବା ଯୁବକ ଚିହ୍ନଟ
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀ ଝରାଫୁଲର ମୃତଦେହକୁ ସ୍କୁଟରରେ ଆଣି ଫିଙ୍ଗିଥିବା ଯୁବକକୁ ଚିହ୍ନଟ କରିଛି ପୋଲିସ । ଗତକାଲି ସକାଳେ ଯାଜପୁର ଜିଲ୍ଲା କୁଆଖିଆ ଅଂଚଳରୁ ଝରାଫୁଲର ମୃତଦେହ ମିଳିଥିଲା । ଦୁଇଜଣ ଯୁବକ ଏକ ସ୍କୁଟରରେ ଆଣି...
ଆତଙ୍କିତ ଚାଷୀ, ଆଖିକୁ ନିଦ ନାହିଁ
କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ହରିୟାଣା ସୀମାରେ ଆନ୍ଦୋଳନ ଚଳାଇଥିବା ଚାଷୀଙ୍କୁ ଏବେ ଭୟ ଘାରିଛି । ସାଧାରଣତନ୍ତ୍ର ଦିବସ ହିଂସାକାଣ୍ଡ ପରେ ପୋଲିସ ଆକ୍ସନକୁ ନେଇ ଚାଷୀ ଆତଙ୍କିତ । କୋଡିଏ ଜଣ ଚାଷୀଙ୍କୁ ଦିଲ୍ଲୀ ପୋଲିସ...
ଚମକିଲେ ଓଡିଆ ବୋହୂ
ପୁଣିଥରେ ଚମକିଲେ ଓଡିଆ ବୋହୂ । ସୁନ୍ଦରଗଡ କାଂଶବାହାଲର ବୋହୂ ନବଦୀପ କୌର ହୋଇଛନ୍ତି ଚଳିତ ବର୍ଷର ମିସେସ ଇଣ୍ଡିଆ । ମୁମ୍ବାଇରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ମହିଳାଙ୍କୁ ପଛରେ ପକାଇଛନ୍ତି ନବଦୀପ ।...
















