ବିଜେଡିର ମୁଖପାତ୍ର ତାଲିକା ପ୍ରକାଶ
ବିଜେଡିର ନୂଆ ମିଡିଆ ଟିମ୍ । ଜାତୀୟ ସ୍ତରରେ ୬ ଜଣ ମୁଖପାତ୍ରଙ୍କୁ ନିଯୁକ୍ତି କରାଯାଇଥିବାବେଳେ ଅନ୍ୟ ୧୬ ଜଣ ମଧ୍ୟ ମୁଖପାତ୍ର ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ୧୪ ଜଣଙ୍କୁ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ମିଳିଛି ।...
ଅସିତ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ପରାମର୍ଶଦାତା
ବରିଷ୍ଠ ଆଇଏଏସ ଅଫିସର ସୁରେଶ ମହାପାତ୍ର ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ । ଆସନ୍ତା 31 ତାରିଖରେ ମୁଖ୍ୟ ଶାସନ ସଚିବ ପଦରୁ ଅସିତ ତ୍ରିପାଠୀ ଅବସର ନେବା ପରେ ସୁରେଶ ଦାୟିତ୍ବ ନେବେ । ତେବେ ଅବସର...
ଖୋଲିବ ମା’ ବିରଜାଙ୍କ ମନ୍ଦିର
ଆସନ୍ତା ୨୯ ତାରିଖରୁ ଖୋଲିବ ଯାଜପୁରର ବିରଜା ମନ୍ଦିର । ସକାଳ ୬ରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଦର୍ଶନ କରିବା ପାଇଁ ଅନୁମତି ମିଳିବ । ନୂଆବର୍ଷ ପାଇଁ ଜାନୁଆରୀ ୧, ୨,୩ ବନ୍ଦ ରହିବ । ଆଉ...
ଦ୍ୱନ୍ଦ ଦୂର କରୁଛନ୍ତି ବୋଥ୍ରା
ଦିନକୁ ଦିନ ପରୀ ମୃତ୍ୟୁରୁ ହଟୁଛି ପରଦା । ଏବଂ ଧିରେ ଧିରେ ଦୋଷ ସ୍ୱିକାର କରୁଛି ଅଭିଯୁକ୍ତ ସରୋଜ ସେଠୀ । ଆଜି ସରୋଜକୁ ଯଦୁପୁର ଆଣି ସିନ୍ ରିକ୍ରିଏସନ କରିଛି ଏସଆଇଟି ଟିମ୍ । ଘଟଣାସ୍ଥଳରେ ସରୋଜ...
ଏସପି ସ୍ତରରେ ବଡ ବଦଳି
ବଦଳିଲେ ନୟାଗଡ ଏସପି ପ୍ରତ୍ୟୁଷ ଦିବାକର
ପ୍ରତ୍ୟୁଷ ଦିବାକରଙ୍କୁ ଏଆଇଜି ମୁଖ୍ୟାଳୟ ଭାବେ ବଦଳି
ସିଦ୍ଧାର୍ଥ କାଟାରିଆ ହେଲେ ନୟାଗଡର ନୂଆ ଏସପି
ଆଇପିଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର
ନରସିଂହ ଭୋଳ ହେଲେ ସମ୍ବଲପୁର ଆଇଜି
ରାଜେଶ ପଣ୍ଡିତ ହେଲେ କୋରାପୁଟ ଡିଆଇଜି
ସଫିନ ଅହମ୍ମଦ...
ଏସଆଇଟି ହାତରେ ଲାଗିଲା ବଡ ପ୍ରମାଣ
ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣା । ଆଜି ଏସଆଇଟି ହାତରେ ଲାଗିଛି ଆଉ ଏକ ବଡ ପ୍ରମାଣ । ଯେତେବେଳେ ଅଭିଯୁକ୍ତ ସରୋଜ ନାବାଳିକାର ତଣ୍ଟି ଚିପି ହତ୍ୟା କରିଥିଲା । ସେତେବେଳେ ନାବାଳିକାର ନାକରୁ ରକ୍ତ...
ମିଳିଲା ‘ପରୀର ଲେଗିନ୍ସ
ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣା । ଅଭିଯୁକ୍ତ ସରୋଜ କେଉଁଭଳି ଭାବେ ନାବାଳିକାକୁ ହତ୍ୟା କରିଥିଲା ତାର ପୁରା ଘଟଣା ବର୍ଣ୍ଣନା କରିଥିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ସେପଟେ ଯେଉଁ ପ୍ରମାଣ ପାଇଁ ଯଦୁପୁର ପୋଖରୀରୁ...
ବୋଥ୍ରା କହିଲେ ପୂରା କାହାଣୀ
ପରୀ ହତ୍ୟା ମାମଲାରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ପ୍ରେସମିଟ୍ । ସରୋଜ ସେଠୀ ଘଟଣାର ମୁଖ୍ୟ ଅଭିଯୁକ୍ତ କହିଲେ ଅରୁଣ ବୋଥ୍ରା । ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ତଦନ୍ତ କରାଯାଉଛି । ମୋର ୨୨...
ବୁଲି ଦେଖିବେ ଯୁଦ୍ଧଜାହାଜ
ଯୁଦ୍ଧଜାହାଜ ଦେଖିବେ ଲୋକ ପ୍ରତିନିଧି । ଆଜି ରାଜ୍ୟର ୧୨୩ ବିଧାୟକ ଯୁଦ୍ଧ ଜାହାଜ ଦେଖିବାପାଇଁ ଯାଇଛନ୍ତି ପାରାଦୀପ । ବିଧାୟକଙ୍କ ସହ ବାଚସ୍ପତି ଏବଂ ଅନେକ ମନ୍ତ୍ରୀ ଏଥିରେ ସାମିଲ ହୋଇଛନ୍ତି । ବିଧାନସଭାରୁ ଏକାଠି ହୋଇ ବାହାରିଛନ୍ତି...
ବୋଥ୍ରାଙ୍କ ନାଁରେ ଏତଲା
ନୟାଗଡର ପରୀ ହତ୍ୟାର ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ଏତଲା । ନୟାଗଡ ସଦର ଥାନାରେ ଏତଲା ଦେଇଛନ୍ତି ସରୋଜ ସେଠୀଙ୍କ ମା’ । ତାଙ୍କ ପୁଅକୁ ଅରୁଣ ବୋଥ୍ରା ମାଡ ମାରିବା ସହିତ ପରୀ...


















