ଦିଦି ଚୁରମାର୍ କରିଦେଲେ ମୋଦି-ଶାହାଙ୍କ ସ୍ବପ୍ନ
ପଶ୍ଚିମବଙ୍ଗରେ ବିଜେପିର ଧଜିଆ ଉଡାଇଦେଲେ ଦିଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ବିଶାଳ ରାଲି, ବ୍ୟୟବହୁଳ ପ୍ରଚାର ସତ୍ତ୍ବେ ବିଜେପିର ବଙ୍ଗ ଅଭିଯାନ ଫସର ଫାଟିଗଲା । ଦଳ ଦଳ କେନ୍ଦ୍ରମନ୍ତ୍ରୀଙ୍କ ଘନ ଘନ ବଙ୍ଗ...
ଲକ୍ ଡାଉନରେ କ’ଣ ଖୋଲା କ’ଣ ବନ୍ଦ ରହିବ , ପଢନ୍ତୁ
ଲକଡାଉନ୍ ବେଳେ ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ବସ୍ ଚାଲିବନି ।
କେବଳ ମେଡିକାଲ କାର୍ଯ୍ୟ ବ୍ୟତିତ ଅନ୍ୟ ସବୁ ଆତଯାତ ମନା
ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର ବନ୍ଦ ରହିବ
ପ୍ରଦର୍ଶନୀ , ମେଳା, ବ୍ୟବସାୟ ଭିତ୍ତିକ ମିଟିଂ ବନ୍ଦ...
ରାଜ୍ୟ ସରକାରଙ୍କ ବଡ ଘୋଷଣା
ରାଜ୍ୟରେ ଦ୍ରୁତ ବେଗରେ କରୋନା ମାଡିଚାଲିଛି । ପଜିଟିଭ୍ରେ ବ୍ରେକ୍ ଲାଗୁନି । ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି...
୧୪ ମୃତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ
ରାଜ୍ୟରେ କରୋନାରେ ଆଜି ୧୪ ଜଣଙ୍କର ଜୀବନ ଯାଇଛି । ରାୟଗଡା ଜିଲ୍ଲାରୁ ସର୍ବାଧିକ ୪ , କେନ୍ଦୁଝରରୁ ୨ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଭଦ୍ରକ, ବଲାଙ୍ଗୀର,ବୌଦ୍ଧ, ଦେବଗଡ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡରୁ ଜଣେ ଲେଖାଏଁ କରୋନାରେ...
କାହିଁକି ଭାରତକୁ ସଂପୂର୍ଣ୍ଣ ଲକ୍ ଡାଉନ୍ କରିବା ପାଇଁ କହୁଛି ଆମେରିକା
ଲକ୍ ଡାଉନ୍ କାହାକୁ ଭଲ ଲାଗେନି । କିନ୍ତୁ ଭାରତରେ କରୋନା ସଂକ୍ରମଣ ଏଭଳି ସ୍ଥିତିରେ ପହଞ୍ଚିଛି ଯେ, କିଛି ସପ୍ତାହ ପାଇଁ ଦେଶକୁ ସଂପୂର୍ଣ୍ଣ ଲକ୍ ଡାଉନ କରିବାକୁ ପରାମର୍ଶ ଦେଇଛି ଆମେରିକା । ଆମେରିକା ରାଷ୍ଟ୍ରପତି ଜୋ...
କଟକଣା ଜାରି କଲା ବ୍ୟବସାୟୀ ମହାସଂଘ
ସଂକ୍ରମଣ ହୁ ହୁ ହୋଇ ବଢୁଛି । କେତେବେଳେ ସରକାର ମାର୍କେଟ ବିଲ୍ଡିଂ, ମଲ୍, କଂପ୍ଲେକ୍ସ ବନ୍ଦ କରୁଛନ୍ତି ତ ଆଉ କେତେବେଳେ ସିଲ୍ କରୁଛନ୍ତି । ଆଜି କଟକ ସହରରେ ଦିନ ଦୁଇଟା ପରଠାରୁ ଦୋକାନ ବଜାର ବନ୍ଦ...
କରୋନାରେ ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ
କରୋନାରେ ବରିଷ୍ଠ ସାମ୍ବାଦିକ ରୋହିତ ସର୍ଦ୍ଦାନାଙ୍କ ମୃତ୍ୟୁ ହୋଇଛି । ଜାତୀୟ ଗଣମାଧ୍ୟମର ଲୋକପ୍ରୀୟ ଆଙ୍କର ରୋହିତ କରୋନାରେ ପ୍ରାଣ ହରାଇଛନ୍ତି । ୨୦୧୮ ମସିହାରେ ରୋହିତ ସର୍ଦ୍ଦାନା ଗଣେଶ ବିଦ୍ୟାର୍ଥୀ ପୁରସ୍କାର ପାଇଥିଲେ । କୋଭିଡ୍ ସଂକ୍ରମିତ...
୩ ଦିନ ପାଇଁ ସିଲ୍ ହେଲା ଆଇଡି ମାର୍କେଟ
ଆଇଡି ମାର୍କେଟ ତିନିଦିନ ପାଇଁ ସିଲ୍ । ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ ମାର୍କେଟ ୩ ଦିନ ପାଇଁ ବନ୍ଦ ହେଲା । କୋଭିଡ ନିୟମ ଉଳ୍ଲଂଘନ ହେଉଥିବାରୁ ବିଏମସି ଏହି ବଡ ପଦକ୍ଷେପ ନେଇଛି । ଆଜିଠାରୁ ୨୪...
୫୦ % କର୍ମଚାରୀରେ ଚାଲିବ ଅଫିସ
୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସବୁ ବିଭାଗୀୟ ଅଫିସ । କରୋନା ସଙ୍କ୍ରମଣ ବୃଦ୍ଧିକୁ ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି । କେବଳ ଡେପ୍ୟୁଟି ସେକ୍ରେଟାରୀ ରାଙ୍କ୍ କିମ୍ବା ତଦୁର୍ଦ୍ଧ୍ୱ ଅଧିକାରୀ ସବୁଦିନ ଅଫିସ...
କରୋନାରେ ଆଖି ବୁଜିଲେ ସାମ୍ବାଦିକ ମାନସ
କରୋନା ନେଲା ପୁଣି ଜଣେ ସାମ୍ବାଦିକଙ୍କ ଜୀବନ । ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ମାନସ ରଞ୍ଜନ ଜୟପୁରୀଆଙ୍କ ପରଲୋକ ଘଟିଛି । ତେବେ କରୋନାରେ ଆକ୍ରାନ୍ତ ହୋଇ ସେ ସମ୍ବଲପୁରର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ...


















