27.1 C
Bhubaneswar
Sunday, August 16, 2026
-Advertisement-

ବିହାରରେ କଡା ଟକ୍କର, ଏନଡିଏ ଆଗୁଆ

ବିହାର ନିର୍ବାଚନକୁ ନେଇ ଲାଗି ରହିଥିବା ହଟଚମଟ ଆଜି ଗଣତି ଦିନରେ ବି ଦେଖିବାକୁ ମିଳିଛି । ବିଜେପି ନେତୃତ୍ବାଧୀନ ଏନଡିଏ ମଧ୍ୟାହ୍ନ ଦୁଇଟା ସୁଦ୍ଧା 134ଟି ଆସନରେ ଆଗୁଆ ରହିଥିବା ବେଳେ ଆରଜେଡି ଓ କଂଗ୍ରେସକୁ ନେଇ ଗଠିତ...

ତିର୍ତ୍ତୋଲ , ବାଲେଶ୍ୱରରେ ବିଜେଡି ପ୍ରାର୍ଥୀ ଆଗୁଆ

ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ । ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୦୫୮ଭୋଟରେ ଆଗୁଆ ରହିଛି । ସେହିପରି ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ ରହିଛି । ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪୪୪୫ ଭୋଟରେ ଆଗୁଆ...

ଅଧାରେ ଅଟକିଲା କ୍ଷତି ବଞ୍ଚାଅ ଯାତ୍ରା

କେନ୍ଦ୍ରର କୃଷି ଆଇନକୁ ପଞ୍ଜାବ ହରିୟାଣାରେ ଜୋରଦାର ବିରୋଧ କରାଯାଇଛି । କୃଷି ଆଇନକୁ ବିରୋଧ କରି ଆଜି ଭୁବନେଶ୍ୱରରେ ଆୟୋଜିତ ହୋଇଛି କ୍ଷତି ବଞ୍ଚାଅ ଯାତ୍ରା । ଏହାକୁ ନେଇ ଭୁବନେଶ୍ୱରରେ ଆୟୋଜିତ ହୋଇଛି ଟ୍ରାକ୍ଟର ରାଲି ।...

ଟ୍ରମ୍ପଙ୍କୁ ଛାଡପତ୍ର ଦେବେ ମେଲାନିଆ

ଖୁବଶ୍ରୀଘ୍ର ଡୋନାଲ୍ଡ ଟ୍ରମ୍ପଙ୍କୁ ଛାଡପତ୍ର ଦେବେ ମେଲାନିଆ । ୧୫ ବର୍ଷର ଟ୍ରାଞ୍ଜାକ୍ସାନାଲ ମ୍ୟାରେଜ ବା ଆବଶ୍ୟକତା ପୂରଣ ବିବାହର ପରିସମାପ୍ତି ପାଇଁ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ସମୟକୁ ଅପେକ୍ଷା କରିଛନ୍ତି । ସେଥିପାଇଁ ସେ ଟ୍ରମ୍ପଙ୍କ ହ୍ୱାଇଟ୍ ହାଉସ...

କାଲି ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ

କାଲି ବାଲେଶ୍ୱର ଉପନିର୍ବାଚନ ଭୋଟ ଗଣତି ହେବ । ଏଥିଲାଗି ପ୍ରଶାସନ ପକ୍ଷରୁ ଗଣତି କେନ୍ଦ୍ର ଚାରିପଟେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସକାଳ ୮ଟାରୁ ଗଣତି ଆରମ୍ଭ ହେବ । ୩୪୬ଟି ବୁଥ୍ ପାଇଁ ୧୪ଟି...

ନମିତା ଟପ୍ପୋ ପାଇବେ ଏକଲବ୍ୟ

ଏକଲବ୍ୟ ପୁରସ୍କାର ପାଇବେ ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋ । ୨୦୨୦ ବର୍ଷ ପାଇଁ ୨୮ ତମ ଏକଲବ୍ୟ ପୁରସ୍କାର ପାଇଁ ସେ ମନୋନିତ ହୋଇଛନ୍ତି । ଜୁରୀ କମିଟି ବୈଠକରେ ସର୍ବସମ୍ମତିକ୍ରମେ ମନୋନୀତ ହୋଇଛନ୍ତି ନମିତା ।...

ପାଞ୍ଚ ଲକ୍ଷ ଭାରତୀୟଙ୍କୁ ବାଇଡେନ ଦେବେ ଆମେରିକା ନାଗରିକତା

ବାଇଡେନ ରାଜରେ ୫ ଲକ୍ଷ ଭାରତୀୟ ପ୍ରବାସୀ ଆମେରିକାର ନାଗରିକତ୍ୱ ପାଇପାରିବେ । ଏଥିରେ ୧.୧ କୋଟି ଅଜ୍ଞାତ ପ୍ରବାସୀମାନଙ୍କ ପାଇଁ ନାଗରିକତ୍ୱ ରୋଡମ୍ୟାପ ପ୍ରସ୍ତୁତ କରିବା ଅନ୍ତର୍ଭୁକ୍ତ। ଏହି ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ପାଞ୍ଚ ଲକ୍ଷ ଭାରତୀୟ ନାଗରିକତ୍ୱ...

ଆମେରିକାରେ ପ୍ରଥମ ମହିଳା ଉପରାଷ୍ଟ୍ରପତି କମଲା ହାରିସ

ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ କମଲା ହାରିସ । ପ୍ରଥମ ମହିଳା ଭାବେ ଆମେରିକାର ଉପରାଷ୍ଟ୍ରପତି ପଦ ପାଇଁ ସେ ନିର୍ବାଚିତ ହୋଇଛନ୍ତି । ୫୬ ବର୍ଷୀୟ କାଲିଫର୍ନିଆ ସିନେଟର କମଲା ହାରିସ ତିନି ଜଣ...

ରେକର୍ଡ ସଂଖ୍ୟକ ଭୋଟରେ ଜିତିଲେ ଜୋ ବାଇଡେନ

ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନ ରେକର୍ଡ ସଂଖ୍ୟକ ଭୋଟ ପାଇ ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ମ୍ୟାଜିକ ନମ୍ବର ୨୭୦ ଇଲେକ୍ଟୋରାଲ ଭୋଟ ସହ ବାଇଡେନ ବିଜୟୀ ହୋଇଛନ୍ତି । ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପଙ୍କୁ ୨୧୪ ଇଲେକ୍ଟୋରାଲ...

ଭାରତ ପ୍ରତି କଣ ରହିବ ବିଡେନଙ୍କ ଆଭିମୁଖ୍ୟ

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଭାବେ ଡେମୋକ୍ରାଟିକ ପାର୍ଟିର ଜୋ. ବିଡେନ ଖୁବଶୀଘ୍ର ଦାୟିତ୍ବ ଗ୍ରହଣ କରିବେ । ସବୁଠୁ ବଡପ୍ରଶ୍ନ, ଜୋ ବିଡେନ ଆମେରିକାର ରାଷ୍ଟ୍ରପତି ହେବା ପରେ ଭାରତ ପ୍ରତି କଣ ରହିବ ତାଙ୍କର ଆଭିମୁଖ୍ୟ । ଟ୍ରମ୍ପଙ୍କ...
- Advertisement -

Latest article

Avis sur Kyngs Nolimit City Extreme Volatility

SommaireComprendre la Volatilité Extrême de Nolimit CityStratégies de Gestion de Bankroll pour les Jeux à Haut RisqueLes Bonus et Promotions AdaptésProblèmes Fréquents et DépannageConclusion...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...