କେବେ ଖୋଲିବ ସ୍କୁଲ ?
କେବେ ଖୋଲିବ ସ୍କୁଲ, ସେ ସଂପର୍କରେ ସରକାର କିଛି ନିଷ୍ପତ୍ତି ନେଇ ନାହାଁନ୍ତି । ପୂଜାଛୁଟି ପରେ ସ୍କୁଲ ଖୋଲିବା ନେଇ ଆଶା କରାଯାଉଥିଲେ ହେଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଅଫିସ...
୧୨ ମୃତ, ୧୫୪୦ ପଜିଟିଭ୍ ଚିହ୍ନଟ
୧୨ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଖୋର୍ଦ୍ଧା , ଝାରସୁଗୁଡା ଓ ନୂଆପଡା ଜିଲ୍ଲାରୁ ୨ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସମ୍ବଲପୁର, କଟକ ଓ ଗଞ୍ଜାମ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ ।...
ସସପେଣ୍ଡ ହେଲା ୩ ବର୍ଷର ଜେଲ ଦଣ୍ଡାଦେଶ
କୋଇଲା ଖଣି ଦୁର୍ନିତି ମାମଲାରେ ଦିଲୀପ ରାୟଙ୍କୁ ବଡ ଆଶ୍ୱସ୍ତି । ୩ ବର୍ଷର ଜେଲ୍ ଦଣ୍ଡାଦେଶକୁ ସସପେଣ୍ଡ କରଛନ୍ତି ଦିଲ୍ଲୀ ହାଇକୋର୍ଟ । ପୂର୍ବରୁ ସିବିଆଇର ସ୍ୱତନ୍ତ୍ର କୋର୍ଟ କୋଲ ସ୍କାମ ମାମଲାରେ ଦିଲୀପଙ୍କୁ ୩ ବର୍ଷ...
ହାତରସ ମାମଲା: ତଦନ୍ତର ତଦାରଖ କରିବେ ହାଇକୋର୍ଟ
ଉତ୍ତରପ୍ରଦେଶ ହାତରସ ମାମଲାର ସିବିଆଇ ତଦନ୍ତର ଅଗ୍ରଗତି ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟ ତଦାରଖ କରିବେ । ଏବଂ ତଦନ୍ତର ଅଗ୍ରଗତି ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟଙ୍କ ନିକଟରେ ସିବିଆଇ ରିପୋର୍ଟ କରିବେ ବୋଲି ସୁପ୍ରିମକୋର୍ଟ ଆଜି ଏହା କହିଛନ୍ତି ।...
ତଳମୁହାଁ କରୋନା ମିଟର, ୧୨୭୨ ପଜିଟିଭ୍ ଚିହ୍ନଟ
ଆଜି ରାଜ୍ୟରେ ୧୩ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ଭାଇରସ । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୨୭୨କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରୁ ସର୍ବାଧିକ ୪, ନୂଆପଡାରୁ ୩ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ସେହିପରି କେନ୍ଦୁଝର,...
ଡାଲା ଅଟୋରେ ବିଦାୟ ନେବେ ମା’
ନିରାଡମ୍ବରରେ ଆଜି ଶେଷ ହୋଇଛି ମାଙ୍କ ପୂଜାର୍ଚ୍ଚନା । ଆସନ୍ତାକାଲି ବିସର୍ଜନ । ମାଙ୍କ ବିସର୍ଜନକୁ ନେଇ ମଧ୍ୟ କଟକଣା ଜାରି ହୋଇଛି । କଟକରେ ଭସାଣ ନେଇ କମିଶନରେଟ ପୋଲିସର ନିର୍ଦ୍ଦେଶାବଳୀ । କାଲି ୧୪ଟି କୃତ୍ରିମ...
ବଟି ମାଗି ୬ ସାମ୍ବାଦିକ ଗିରଫ, ୬ଜଣଙ୍କ ଭିତରେ ଅଛନ୍ତି ଏହି ସାମ୍ବାଦିକ
ସାମ୍ବାଦିକଙ୍କ ପରିଚୟ ଦେଇ ଆଦାୟ କରୁଥିଲେ ବଟି । ଟଙ୍କା ନଦେଲେ ନ୍ୟୁଜ୍ କରିଦେବାକୁ ଧମକ ମଧ୍ୟ ଦେଉଥିଲେ । ଭୁବନେଶ୍ୱରରେ ୬ଜଣ ସାମ୍ବାଦିକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ୱେବ୍ ଚ୍ୟାନେଲର ଏହି ସାମ୍ବାଦିକ ମାନଙ୍କୁ ଗିରଫ...
୧୪ ଜୀବନ ନେଲା ମହାମାରୀ, ୧୪୮୦ ପଜିଟିଭ୍
ଆଜି ୧୪ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ଭାଇରସ । ଏଯାବତ୍ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୯କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ୩, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡା, ସୁନ୍ଦରଗଡରୁ ୨ ଲେଖାଏଁ କରୋନା ଆକ୍ରାନ୍ତ...
ଦଣ୍ଡାଦେଶର କିଛି ସମୟ ପରେ ମିଳିଲା ଜାମିନ୍
ଦଣ୍ଡାଦେଶର ମାତ୍ର କିଛି ସମୟ ପରେ ଦିଲୀପଙ୍କ ସହ ସମସ୍ତଙ୍କୁ କୋର୍ଟ ଜାମିନ୍ ଦେଇଛନ୍ତି । ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ଦିଲୀପଙ୍କ ସହିତ ସମସ୍ତଙ୍କୁ ଜାମିନ୍ ଦେଇଛନ୍ତି । ଜଣେ ଜାମିନଦାର ଏବଂ ୧ ଲକ୍ଷ ଟଙ୍କା ବେଲ୍ବଣ୍ଡରେ...
ଦିଲୀପ ରାୟଙ୍କୁ ୩ ବର୍ଷ ଜେଲ୍
କୋଇଲା ଦୁର୍ନିତୀ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ । ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଏହି ଦଣ୍ଡ ଶୁଣାଇଛନ୍ତି । ୩ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୧୦ ଲକ୍ଷ...


















