ଆସୁଛି କରୋନା ଟିକା
ବଜାରରେ ଖୁବ୍ ଶୀଘ୍ର ଉପଲବ୍ଧ ହେବ କରୋନା ଟିକା । କରୋନା ଟିକା ଆସିବାକୁ ଥିବାରୁ ଡାଟାବେସ୍ ପ୍ରସ୍ତୁତି ନିର୍ଦ୍ଦେଶ । ସ୍ୱାସ୍ଥ୍ୟକର୍ମୀଙ୍କ ସହ ଅଙ୍ଗନୱାଡି କର୍ମୀଙ୍କ ଡାଟାବେସ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ । ଏନେଇ ମହିଳା ଓ ଶିଶୁ...
କପିଲ ଦେବଙ୍କୁ ହାର୍ଟ ଆଟାକ: ICUରେ ଭର୍ତ୍ତି
ପ୍ରଖ୍ୟାତ କ୍ରିକେଟର କପିଲ ଦେବଙ୍କୁ ହାର୍ଟ ଆଟାକ ହୋଇଛି । ସେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଛି । ବର୍ତ୍ତମାନ ସେ ସୁସ୍ଥ ରହିଥିବା...
ଭୁବନେଶ୍ୱରର ବଡ ବଡ ମଣ୍ଡପରେ ମା’ଙ୍କ ଝଲକ, ଦେଖନ୍ତୁ
ଧରାପୃଷ୍ଠରେ ମା’ ଯେତେବେଳେ ଅବତରଣ କରନ୍ତି । ବାଜା, ବାଣ. ରୋଷଣୀ ଏବଂ ବିଭିନ୍ନ ସାଜସଜାରେ ମଣ୍ଡପ କମ୍ପିଉଠେ । ମା’ଙ୍କୁ ଟିକେ ଦେଖିବା ପାଇଁ କାହିଁ କେତେ ଦୂରରୁ ଚାଲିଆସେ ଭକ୍ତ । ପାର୍ବଣ ଆସିଛି ବୋଲି ମନ...
ନୟାପଲ୍ଲୀରୁ ଏୟାରପୋର୍ଟ ଗ୍ରୀନ୍ କରିଡର
ଗ୍ରୀନ୍ କରିଡର ମାଧ୍ୟମରେ ଜଣେ ଗୁରୁତର ରୋଗୀଙ୍କୁ ନୟାପଲ୍ଲୀ ହେଲ୍ଥ ଭିଲେଜ ହସ୍ପିଟାଲରୁ ଏୟାରପୋର୍ଟକୁ ନିଆଯିବ । ଏୟାର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବଦକୁ ନିଆଯିବ ଗୁରୁତର ରୋଗୀଙ୍କୁ । ପୁରୀର ସମ୍ପୃକ୍ତ ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦ...
ମହାମାୟାଙ୍କ ମହାସପ୍ତମୀ
ଆଜି ମହାମାୟାଙ୍କ ମହାସପ୍ତମୀ । କରୋନା କଟକଣା ଭିତରେ ଚାଲିଛି ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା । ଗତକାଲି ଷଷ୍ଠୀର ମହାଅବସରରେ ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗଧାତ୍ରୀ ମା’ ଦୁର୍ଗା । ଅଧିବାସ ଓ ବେଲ ବରଣୀ କରାଯାଇଛି । ଆଜି...
୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱରକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ରେଡ୍ ଓାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ ।...
ଛତରଯାତ୍ରା ପାଇଁ ଗାଇଡଲାଇନ୍
ଜାରି ହେଲା ଭବାନୀପାଟଣା ଛତର ଯାତ୍ରା ପାଇଁ ଗାଇଡଲାଇନ୍ । ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ନିର୍ଦ୍ଦେଶାବଳୀ । ଆସନ୍ତା ୨୪ ତାରିଖରେ ହେବ ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ତେବେ ଏହାକୁ ଦୃଷ୍ଟିରେ ରଖି ୨୩ରୁ...
କେନ୍ଦ୍ରର ଦଶହରା ଭେଟି
କେନ୍ଦ୍ରସରକାରଙ୍କ ଅଧିନରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର । କରୋନା କାଳରେ ସରକାର ବୋନସ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଘୋଷଣା ହୋଇଛି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ । ଦେଶର ୩୦ ଲକ୍ଷ କର୍ମଚାରୀଙ୍କୁ...
ଭୁବନେଶ୍ୱରରେ ଜଣଙ୍କୁ ଉଠାଇଲା NIA
ଭୁବନେଶ୍ୱରରେ ଜଣେ ଛାତ୍ରଙ୍କୁ ଉଠାଇ ନେଇ ପଚରାଉଚରା କରୁଛି ଏନଆଇଏ । ଭୁବନେଶ୍ୱରରେ ନେସନାଲ ଇନଭେଷ୍ଟିଗେସନ ଏଜେନ୍ସି ଟିମ୍ କୌଣସି ଏକ ଲିଙ୍କ୍ରେ ଜଣେ ଛାତ୍ରଙ୍କୁ ଉଠାଇ ନେଇ ଖଣ୍ଡଗିରି ଥାନାରେ ଜେରା କରୁଥିଲେ ହେଁ ଏଥିରେ ଆତଙ୍କବାଦ ସଂପୃକ୍ତି...
୧୩ ମୃତ, ୧୯୩୧ ପଜିଟିଭ୍ ଚିହ୍ନଟ
ଆଜି ରାଜ୍ୟରେ ୧୩ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ଭାଇରସ । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୧୮୧କୁ ବୃଦ୍ଧି ପାଇଛି । ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୪ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ପୁରୀ ଜିଲ୍ଲାରୁ ୩ ଏବଂ...


















