ଜାତୀୟ କ୍ରୀଡା ଦିବସରେ ଦୂତୀଙ୍କୁ ଅର୍ଜୁନ ପୁରସ୍କାର
ଜାତୀୟ କ୍ରୀଡ଼ା ଦିବସ ଅବସରରେ ବିଭିନ୍ନ କ୍ରୀଡ଼ାବିତମାନଙ୍କୁ ସମ୍ମାନିତ କରାଯାଇଛି । କରୋନା ପାଇଁ ଚଳିତବର୍ଷ ଜାତୀୟ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ଅନଲାଇନ କରାଯାଇଥିଲା । ପୁରସ୍କାର ବିଜେତାମାନେ ଭାରତ ଦ୍ୱାରା ନିର୍ମିତ ୯ଟି କ୍ରୀଡ଼ା ପ୍ରାଧିକରଣରୁ ରାଷ୍ଟ୍ରପତି...
ସର୍ବାଧିକ ୧୪ ମୃତ, ୩୨୫୨ ପଜିଟିଭ୍ ଚିହ୍ନଟ
ଆଜି ରାଜ୍ୟରେ ସର୍ବାଧିକ ୧୪ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱରରୁ ୫୦ ବର୍ଷୀୟ ପୁରୁଷ ଏବଂ ୪୮ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଭୁବନେଶ୍ୱରରୁ ୪୫ ବର୍ଷୀୟ ପୁରୁଷ ଏବଂ ୭୭ ବର୍ଷୀୟ ମହିଳା...
୮ଟି ଜିଲ୍ଲାରେ ପ୍ରବଳ ବର୍ଷିବ
ସେପ୍ଟେମ୍ବର ୧ ତାରିଖରୁ ପୁଣି ପ୍ରବଳ ବର୍ଷିବ । ଏନେଇ ସତର୍କ ଜାରି କରିଛି ପାଣିପାଗ ବିଭାଗ । ବିଶେଷକରି ଏହି ସମୟରେ ଉତ୍ତର ଓଡିଶା-ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା ଆଶଙ୍କା ରହିଛି । ତେବେ ୮ଟି ଜିଲ୍ଲା ପାଇଁ...
ଜେଲ ପରିସରରକୁ କୋଭିଡ କେୟାର ହୋମ ଘୋଷଣା
ରାୟଗଡା ଜିଲ୍ଲାରେ ଆଜି ୪୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡା ଉପ କାରାଗାରରେ ୫ ଜଣ କର୍ମଚାରୀ ଓ ୧୫୨ ଜଣ ବିଚାରାଧିନ କଏଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଜେଲ ପରିସରରକୁ ସରକାରଙ୍କ ନିୟମ...
ରାସ୍ତାକଡରେ ଶିଶୁପୁତ୍ରକୁ ଛାଡି ମା’ ଫେରାର
ଅଲୋଡ଼ା ହେଲା ଶିଶୁପୁତ୍ର । ରାସ୍ତା କଡରୁ ଉଦ୍ଧାର ହେଲା ନବଜାତ ଶିଶୁ ପୁତ୍ର । ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଡାଲୋ ଗାଁରେ । ନବଜାତ ଶିଶୁ ଡାଲୋ ଗାଁ ଛକ...
ଭୁବନେଶ୍ୱରରେ କାହା ସହ ରିୟାଙ୍କର ରହିଛି ଲିଙ୍କ୍
ଭୁବନେଶ୍ୱରରେ କାହା ସହ ରିୟାଙ୍କର ରହିଛି ଲିଙ୍କ୍ । ରିୟା କେବେ ଆସିଥିଲେ ଭୁବନେଶ୍ୱର । ଭୁବନେଶ୍ୱର ଆସି କେଉଁଠି ରହିଥିଲେ ରିୟା । ରିୟାଙ୍କ ହ୍ୱାଟ୍ସ ଆପ୍ ଚାଟରେ ଭୁବନେଶ୍ୱର ଚର୍ଚ୍ଚା । ହ୍ୱାଟର୍ସଆପ ଚାଟରେ ରିୟା କହିଛନ୍ତି...
କୁମ୍ଭୀର ବୁଲୁଛି ମଝି ନଈରେ
କୁମ୍ଭୀର ବୁଲୁଛି ମଝି ନଈରେ । ନଈକୂଳରେ ଳୁଚି ରହିଛି କୁମ୍ଭୀର । ପାଣିରେ ପହଁରୁଛି , ଛାତିରେ ଛନକା ପଶୁଛି । ନଈରେ କୁମ୍ଭୀର ଘୁରି ବୁଲୁଥିବାରୁ ଭୟରେ ବିତୁଛି ଲୋକଙ୍କ ଜୀବନ । କୁମ୍ଭୀର ଭାସୁଥିବାରୁ ଭୟରେ...
ରୂପାରେ ଝଟିକିବ ଶ୍ରୀମନ୍ଦିର ଦ୍ୱାର
ପୁରୀ ଶ୍ରୀମନ୍ଦିର ଦ୍ୱାରରେ ଥିବା କବାଟରେ ହେବ ରୂପା ଛାଉଣୀ । ଶ୍ରୀମନ୍ଦିରର ୩ଟି ମୁଖ୍ୟଦ୍ୱାର କବାଟରେ ଛାଉଣୀ ହେବ ରୂପା । ବେହରଣ, ଜୟବିଜୟ ଏବଂ କଳାହାଟ ଦ୍ୱାରରେ ଲାଗିବ ରୂପା । ଶ୍ରୀମନ୍ଦିରର ଏହିସବୁ ଦ୍ୱାରରେ...
ଦିନକୁ ଦିନ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଆଜି ରାଜ୍ୟରୁ ସର୍ବାଧିକ ୩୦ ଜିଲ୍ଲାରୁ ୩୩୮୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୩୮୪ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୧୨୮ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୨୫୬ । ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୯୦ ହଜାର...
ସର୍ବାଧିକ୧୩ ମୃତ, ୩୩୭୧ ପଜିଟିଭ୍ ଚିହ୍ନଟ
ଆଜି ରାଜ୍ୟରେ ସର୍ବାଧିକ ୩୦ ଜିଲ୍ଲାରୁ ୩୩୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩୩୭୧ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୦୫୩ ଏବଂ ଲୋକାଲ କେସ୍ ରହିଛି ୧୩୧୮ । ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୮୭ ହଜାର ୬୦୨କୁ...














