27.1 C
Bhubaneswar
Sunday, August 16, 2026
-Advertisement-

ଭୁବନେଶ୍ୱରରେ ୧୦୫ ପଜିଟିଭ୍

ଭୁବନେଶ୍ୱର ସହରରେ ଆଉ ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ । ୧୦୫ରୁ ୫୯ କ୍ୱାରେଣ୍ଟିନ୍ ଏବଂ ୪୬ ଲୋକାଲ କେସ୍ ରହିଛି । ବିଜେବି ନଗର, ଚକେଇସିଆଣି, ପୋଖରୀପୁଟ ଅନନ୍ତ ବିହାର, ସାଲିଆ ସାହି ତାରିଣୀ ନଗର,...

ମୃତ ସାମ୍ବାଦିକଙ୍କ ପରିବାରକୁ ସହାୟତା

କରୋନା ଯୋଦ୍ଧାଙ୍କୁ ସହାୟତା । ମୃତ ଦୁଇ ସାମ୍ବାଦିକଙ୍କ ପରିବାରକୁ ୧୫ଲକ୍ଷ ଲେଖାଏଁ କ୍ଷତିପୂରଣ ଘୋଷଣା ହୋଇଛି । ଗଞ୍ଜାମ ଏବଂ ଗଜପିର ଦୁଇ ସାମ୍ବାଦିକଙ୍କ ପରିବାରକୁ ସହାୟତା ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ଗଣମାଧ୍ୟମ...

୧୦ ମୃତ, ୧୨୦୩ ପଜିଟିଭ୍ ଚିହ୍ନଟ

ଆଜି ରାଜ୍ୟରେ ୨୮ ଜିଲ୍ଲାରୁ ଆଉ ୧୨୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୨୦୩ ମଧ୍ୟରୁ କ୍ୱାରେଣ୍ଟିନରୁ ୭୫୮ , ଲୋକାଲ କେସ୍ ରହିଛି ୪୪୫ । ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୩୦ ହଜାର ୩୭୮କୁ ବୃଦ୍ଧି ପାଇଛି...

ଶେଷରେ ଭାରତରେ ପହଞ୍ଚିଲା ୫ ଫାଇଟର ରାଫେଲ

ଶେଷରେ ଭାରତରେ ପହଁଞ୍ଚିଲା ଲଢୁଆ ଯୁଦ୍ଧ ବିମାନ ରାଫେଲ । ପ୍ରାୟ ୭ ହଜାର କିଲୋମିଟର ଉଡାଣ କରିବା ପରେ ରାଫେଲ ଭାରତ ସୀମାରେ ପ୍ରବେଶ କରିଥିଲା । ତେବେ ଉଡାଣ ସମୟରେ ଗତକାଲି ୩୦ ହଜାର ଫୁଟ ଉଚ୍ଚରେ...

ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ, ବଢିଛି ପାସ୍ ହାର

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ । ଭିଡିଓ କନଫରେନ୍ସିଂ ଜରିଆରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ଶିକ୍ଷାବର୍ଷ ୨୦୧୯-୨୦ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୭୮.୭୬ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ପୁଅଙ୍କ...

ଭୁବନେଶ୍ୱରରେ ୨୧୫ କରୋନା ପଜିଟିଭ୍‌, ଲୋକାଲ କେଉଁଠୁ କେତେ

ଆଜି ଭୁବନେଶ୍ୱରରେ ଆଉ ୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୧୫୦ ଏବଂ ୬୫ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ବାୟାବାବା ମଠ ନିକଟ ୟୁନିଟ-୯ ବସ୍ତିରୁ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସାଲିଆ...

ମୋବାଇଲରେ ପଢୁଥିଲେ ପାଠ, ହଠାତ୍ ହେଲା ବ୍ଲାଷ୍ଟ

ଅନଲାଇନ୍ କ୍ଲାସବେଳେ ଅଘଟଣ । କରୋନା କଟକଣାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ, କଲେଜ ବନ୍ଦ କରିଛନ୍ତି । ଏବଂ ଅନ ଲାଇନ୍ ମାଧ୍ୟମରେ କ୍ଲାସ କରାଯାଉଛି । କିନ୍ତୁ ପାଠ ପଢୁଥିବାବେଳେ ବ୍ଲାଷ୍ଟ ହେଲା ମୋବାଇଲ । ଏଭଳି...

୭ ମୃତ, ୧୨୧୫ ପିଜିଟିଭ୍ ଚିହ୍ନଟ: ଭୁବନେଶ୍ୱରରେ ଆଖି ବୁଜିଲା ୫ ବର୍ଷର ପୁଅ

ଆଜି ରାଜ୍ୟରେ ୨୮ ଜିଲ୍ଲାରୁ ଆଉ ୧୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୨୧୫ ମଧ୍ୟରୁ କ୍ୱାରେଣ୍ଟିନରୁ ୭୫୩ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୪୬୨ ରହିଛି । ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୨୮ ହଜାର ୧୦୭କୁ ବୃଦ୍ଧି...

ଆଉ ନାହାଁନ୍ତି ଦୀପା

ଆଲବମ ଅଭିନେତ୍ରୀ ଦୀପା ସାହୁଙ୍କ ଦେହାନ୍ତ । ଚିକିତ୍ସାଧୀନ ଅବସ୍ଥାରେ ଘରୋଇ ହସ୍ପିଟାଲରେ ଦେହାନ୍ତ । ଦୀପାଙ୍କ ପରଲୋକ ନେଇ ସ୍ୱାମୀ ମନୀନ୍ଦ୍ର ଦତ୍ତଙ୍କ ସୂଚନା । କ୍ୟାନସରରେ ପୀଡିତ ଥାଇ ଚିକିତ୍ସାଧୀନ ଥିଲେ ଦୀପା । ଶତାଧିକ ଆଲବମରେ...

ଭୁବନେଶ୍ୱରରେ ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ, ଲୋକାଲ କେଉଁଠୁ କେତେ

ଭୁବନେଶ୍ୱର ସହରରେ ଆଉ ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ ସେଣ୍ଟରରୁ ୧୧୮ ଚିହ୍ନଟ ହୋଇଥିବାବେଳେ ୪୧ ଲୋକାଲ କେସ୍ ରହିଛି । ନୟାପଲ୍ଲୀ ତ୍ରିନାଥ ବସ୍ତିରୁ ୪୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଇଗିଣିଆ...
- Advertisement -

Latest article

¿Se pueden tener dos cuentas en Golisimo? Normas sobre duplicados explicadas

ÍndiceLa Política Oficial de Golisimo sobre Múltiples CuentasProcedimiento para Solicitar el Cierre o Fusión de una Cuenta DuplicadaCasos Especiales y Excepciones a la ReglaConsecuencias...

Lucky7 Complaint Response Time Trends

ContentsCommon Issues and Expected Initial Response TimesThe Step-by-Step Process for Submitting a ComplaintFactors That Influence Resolution SpeedWhat to Do If Your Complaint is DelayedBest...

Bonus di Benvenuto Kyngs Deposito Minimo Spiegato

IndiceCos'è il Deposito Minimo per il Bonus di Benvenuto?Guida Passo-Passo per Reclamare il BonusMetodi di Pagamento e Tempi di ElaborazioneTermini e Condizioni Chiave da...