ହାତୀ ହତ୍ୟାକାରୀ ଗିରଫ
ହାତୀ ହତ୍ୟାକାରୀ ଗିରଫ । କେରଳର ପଲ୍ଲାକଟରେ ସୁପୁରି ଭିତରେ ବିସ୍ଫୋରକ ଦେଇ ହାତୀକୁ ମାରିଥିବା ଜଣଙ୍କୁ ଗିରଫ କରାଯାଇଛି । ଜଣେ ହତ୍ୟାକରୀ ଗିରଫ ନେଇ କେରଳର ଜଙ୍ଗଲ ମନ୍ତ୍ରୀ କେ. ରାଜୁ ସ୍ପଷ୍ଟ କରିଛନ୍ତି । ସପୁରୀ...
୧୫ ଦିନରେ ଘରେ ପହଞ୍ଚାଅ-ସୁପ୍ରିମକୋର୍ଟ
ପ୍ରବାସ ଫେରନ୍ତାଙ୍କ ଉପରେ ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ରାଜ୍ୟସରକାର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶ୍ରମିକ ମାନଙ୍କୁ ଘରକୁ ପଠାଇବାକୁ...
୨୧ ଜିଲ୍ଲାରୁ ୧୩୦ ପଜିଟିଭ ଚିହ୍ନଟ, ଜଣେ ମୃତ
ରାଜ୍ୟରେ କରୋନା ନେଇଛି ଆଉ ଜଣଙ୍କ ଜୀବନ । ଚିକିତ୍ସାଧିନ ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ୬୩ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ସେ ଡାଇବେଟିସ ଓ ଅନ୍ୟାନ୍ୟା ରୋଗରେ ଆକ୍ରାନ୍ତ ଥିଲେ । ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ...
କାହାକୁ ମିଳିଛି ଅନୁମତି ,ପଢନ୍ତୁ
କାଲିଠୁ ଆରମ୍ଭ ହେବ ଦୁଇ ଦିନିଆ ସଟଡାଉନ୍ । ଜୁନ୍ ମାସର ପ୍ରତ୍ୟକ ଶନିବାର ଏବଂ ରବିବାରକୁ ସଟଡାଉନ୍ ଘୋଷଣା କରିଛନ୍ତି ସରକାର । ତେବେ ଏସଆରସିଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ମେଡିକାଲ ଭଳି ଜରୁରୀ...
ହତ୍ୟାକାରୀଙ୍କ ସୂଚନା ଦେଲେ ମିଳିବ ୧ ଲକ୍ଷ ପୁରସ୍କାର
ଖାଦ୍ୟ ଖୋଜୁ ଖୋଜୁ ଜଙ୍ଗଲରୁ ଜନବସତି ଆଡକୁ ଚାଲି ଆସିଥିଲା ହାତୀ । ହେଲେ ଏ ମଣିଷ କଲା କଣ । ସପୁରୀ ଲାଳସା ଦେଖାଇ ଦୁଇ ଦୁଇଟି ଜୀବନ ନେଇଗଲା । ଭୋକିଲା ପେଟ ଏବଂ ନିଜ...
ସଟ୍ ଡାଉନରେ ବି ଗଡିବ ବସ୍
୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରତି ଶନିବାର ଓ ରବିବାର କରୋନା ସଂକ୍ରମଣ ବଢ଼ିଥିବା ୧୧ ଜିଲ୍ଲାକୁ ସଟ୍ଡାଉନ୍ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ତେବେ ସଟ୍ଡାଉନ୍ ସତ୍ତ୍ୱେ ମଧ୍ୟ ବସ୍...
ବାଲିଅନ୍ତା ତହସିଲଦାର ଗିରଫ
ବାଲିଅନ୍ତା ତହସିଲଦାର ଗିରଫ । ଭୁବନେଶ୍ୱର ବାଲିଅନ୍ତା ତହସିଲଦାର ରଶ୍ମୀରେଖା ପ୍ରଧାନ ଗିରଫ ହୋଇଥିବା ସୂଚନା ମିଳିଛି । ତହସିଲର ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁ ମଧ୍ୟ ଗିରଫ ହୋଇଛନ୍ତି । ଦୁହିଁକୁ ଗିରଫ କଲା ଭୁବନେଶ୍ୱର ଭିଜିଲାନ୍ସ...
ରାୟଗଡ଼ା ଛୁଇଁଲା କରୋନା
ରାୟଗଡ଼ା ଛୁଇଁଲା କରୋନା। ଓଡ଼ିଶାର ୨୯ ଜିଲ୍ଲା କରୋନା ଆକ୍ରାନ୍ତ ହୋଇଥିବାବେଳେ ଏକମାତ୍ର ଜିଲ୍ଲା ରାୟଗଡ଼ାରେ ପହଞ୍ଚି ନ ଥିଲା କରୋନା। ହେଲେ ଆଜି ରାୟଗଡ଼ାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ...
ଆଜି ୧୪୩ ପଜିଟିଭ ଚିହ୍ନଟ
ର।।ଜ୍ୟରେ ଆଉ ୧୪୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ୍ ସେଣ୍ଟରରୁ ୧୩୨ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୧ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୩୮୮ ରେ ପହଁଞ୍ଚିଛି ।
ବାତ୍ୟାରେ ପରିଣତ ହେଲା ନିସର୍ଗ
ବାତ୍ୟାରେ ପରିଣତ ହେଲା ଆରୋବ ସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ ନିସର୍ଗ । ଦିନ ୧୧ଟା ୩୦ରେ ବାତ୍ୟାରେ ପରିଣତ ହୋଇଛି ନିସର୍ଗ । ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ଅପଡେଟ୍ ବୁଲେଟିନ୍ ଅନୁସାରେ, ବାତ୍ୟା ନିସର୍ଗ ଏବେ...
















