ସିବିଆଇ ତଦନ୍ତ ଦାବି କଲେ ଅନୁପଙ୍କ ପରିବାର
ରାୟଗଡ ଚକ୍ରଧର ପୋଲିସ ଧମକ ଦେଉଛି I ବାରମ୍ବାର ନୋଟିସ ପଠାଉଛି I ପୁଅକୁ ଉଠାଇନେବ ବୋଲି କହୁଛି I ଏଭଳି ସ୍ଥିତିରେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି ପୂର୍ବତନ ବିଧାୟକ ଅନୁପ ସାଏଙ୍କ ପରିବାର I ...
ଭାରତକୁ ମିଳିଲା ନୁଆ ସୁନାଖଣି
ସୋନଭଦ୍ର : ଉତ୍ତରପ୍ରଦେଶର ସୋନଭଦ୍ର ପାହାଡର ମାଟି ତଳେ ହଜାର ହଜାର ସୁନା ମହଜୁଦ ହୋଇ ରହିଥିବା ଜଣାପଡିଛି । ପ୍ରାୟ ୩ ହଜାର ଟନ ସୁନାଥିବାର ଜଣାପଡିଛି । ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର କହିବାଅନୁଯାୟୀ ସେଠାକାର...
ଏମ୍ସରେ ହିନ୍ଦୀ ଭାଷାକୁ ବିଜେଡିର ବିରୋଧ
ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସରେ ହିନ୍ଦୀ ଭାଷା ବ୍ୟବହାରକୁ ବିରୋଧ କରିଛି ବିଜେଡି । ଏ ନେଇ ବିଜେଡିର ସଂସଦୀୟ ଦଳ ପିନାକୀ ମିଶ୍ରଙ୍କ ନେତୃତ୍ୱରେ ଏକ ୯ ଜଣିଆ ପ୍ରତିନିଧି ଦଳ ଏମ୍ସ କର୍ତ୍ତୁପକ୍ଷକୁ ଭେଟି ଏକ...
ଭାରତରେ କେମିତି ରହିବ ଟ୍ରମ୍ପଙ୍କ ସ୍ୱାଗତ
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଏକ ଉଚ୍ଚ ପଦାଧିକାରୀଙ୍କ ଟିମ୍ ସହିତ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ପୁରା ଦମରେ ଲାଗିପଡିଛନ୍ତି ଭାରତ ସରକାର...
ମହିଳାଙ୍କ ହାତ ଭାଙ୍ଗି ନିଲମ୍ବିତ ହେଲେ ମହିଳା ଫରେଷ୍ଟ ଗାର୍ଡ
ଲେଡି ଫରେଷ୍ଟ ଗାର୍ଡଙ୍କୁ ମହଙ୍ଗା ପଡିଲା ଦବଙ୍ଗଗିରି I କାଠଚୋରୀ ଅଭିଯୋଗରେ ଜଣେ ବୃଦ୍ଧାଙ୍କୁ ମାଡମାରିବା ଏବଂ ବୃଦ୍ଧାଙ୍କ ଗର୍ଭବତୀ ନାତୁଣୀଙ୍କୁ ମାଡ ମାରି ହାତ ଭାଙ୍ଗିଦେବା ଘଟଣାରେ ତାଙ୍କୁ ନିଲମ୍ବିତ କରାଯାଇଛି I ନିଲମ୍ବିତ ମହିଳା ଫରେଷ୍ଟ ଗାର୍ଡ...
ସିିଲ୍ ହେଲା ବ୍ରହ୍ମାନଗର ଗୁରୁଦେବ ନର୍ସିଂହୋମ
ବ୍ରହ୍ମପୁର : ବ୍ରହ୍ମପୁର ବ୍ରହ୍ମାନଗର ନିକଟରେ ଥିବା ଗୁରୁଦେବ ହସ୍ପିଟାଲକୁ ଆଜି ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଗତ ୧୭ ତାରିଖରେ ମାର୍କଣ୍ଡେଶ୍ୱର ନିବାସୀ ଐଶ୍ଚର୍ଯ୍ୟା ସିଂହଦେଓ ନାମକ ଜଣେ ମହିଳାଙ୍କ ଆପେଣ୍ଡିସାଇଟିସ ଚିକିତ୍ସା ପାଇଁ ଗୁରୁଦେବ...
ଟ୍ରକ- ପିକ୍ଅପ ଭ୍ୟାନ ଧକ୍କାରେ ୪ ମୃତ ୬ ଗୁରୁତର
ସୁୁବର୍ଣ୍ଣପୁର : ସୁୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମେଟାକାନୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଶୁକ୍ରବାର ରାତି ୮ଟାରେ ଟ୍ରକ- ପିକ୍ଅପ ଭ୍ୟାନ ମୁହାଁ ମୁହିଁ ହୋଇ ଧକ୍କା ହୋଇଥିବା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା...
ଅବସର ଘୋଷଣା କଲେ ଓଡିଆ କ୍ରିକେଟର ପ୍ରଜ୍ଞାନ ଓଝା
ଭୁବନେଶ୍ୱର : ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ପ୍ରଜ୍ଞାନ ଓଝା । ସମସ୍ତ ପ୍ରକାର ଫର୍ମାଟରୁ ଶ୍ରୁକୁବାର ଅବସର ଘୋଷଣା କରିଛନ୍ତି ଓଡିଶାରେ ଜନ୍ମିତ କ୍ରିକେଟର ପ୍ରଜ୍ଞାନ ଓଝା । ଆଜି ହାଇଦ୍ରାବାଦ କ୍ରିକେଟ ଆସୋସିଏସନକୁ ଚିଠି ଲେଖି ...
ବିଜେଡି ଜିଲ୍ଲା ସଭାପତି ତାଲିକା ଘୋଷଣା
ଭୁବନେଶ୍ୱର-ଅନନ୍ତ ନାରାୟଣ ଜେନା
ଖୋର୍ଦ୍ଧା- ବିଭୂତି ବଳବନ୍ତରାୟ
ଅନୁଗୁଳ- ମହେନ୍ଦ୍ର ବସ୍ତିଆ
ବାଲେଶ୍ୱର-ରବିନ୍ଦ୍ର ଜେନା
ବରଗଡ-ବିଜୟ ରଞ୍ଜନ ସିଂ ବରିହା
ଭଦ୍ରକ-ଜଗନ୍ନାଥ ସ୍ୱାଇଁ
ବଲାଙ୍ଗିର-ଟୁକୁନି ସାହୁ
ବୌଦ୍ଧ-ସହିଦର ରଣା
କଟକ-ଦେବାଶିଷ ସାମନ୍ତରାୟ
ଦେବଗଡ- ରୋମାଞ୍ଚ ରଞ୍ଜନ ବିଶ୍ୱାଳ
ଢେଙ୍କାନାଳ, ପ୍ରଫୁଲ୍ଲ ମଲ୍ଲିକ
ଗଜପତି- ପ୍ରଦୀପ ନାୟକ
ଗଞ୍ଜାମ- ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ
ଜଗତସିଂହପୁର-...
ବଡ ଅଘଟଣ, ପାହାଡରୁ ପଥର ଖସି ୧୫ ଆହତ
ଶିବରାତ୍ରି ଅବସରରେ ବଡ ଅଘଟଣ । ପାହାଡରୁ ପଥର ଖସି ୧୫ ଆହତ । ପାହାଡ ଉପରେ ଥିବା ମନ୍ଦିରରେ ଦର୍ଶନ ବେଳେ ପଥର ଖସିଲା । ହାତୀବାରି ଥାନା କନ୍ଦରକେଲା ଜଟିଆ ବାବା ପାହାଡରୁ ଖସିଲା ପଥର ।...















