ପାକିସ୍ଥାନ ଜିନ୍ଦାବାଦ ସ୍ଲୋଗାନ ଦେଇ ଜେଲ ଗଲେ ଯୁବତୀ
ବେଙ୍ଗାଲୁର : ପାକିସ୍ଥାନ ସମର୍ଥନରେ ନାରା ଦେଇ ଜଣେ ଯୁବତୀ ଜେଲ୍ ଯାଇଛନ୍ତି । ବେଙ୍ଗାଲୁରୁରେ ଆୟୋଜିତ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଓୱେସିଙ୍କ ରାଲିରେ ପାକିସ୍ଥାନ ଜିନ୍ଦାବାଦ ସ୍ଲୋଗାନ ଦେଇଥିବା ଯୁବତୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ...
ବିଶ୍ୱର ସବୁଠାରୁ ବଡ ଦୀପ
ମହା ଶିବରାତ୍ରୀ । ସବୁଠି ଶିବମୟ ପରିବେଶ । ହର ହର ମହାଦେବରେ ପ୍ରକମ୍ପିତ ବିଭିନ୍ନ ଶୈବାଳୟ । ମହାଦେବଙ୍କ ଆର୍ଶୀବାଦ ନେବାକୁ ଶିବାଳୟରେ ଲାଗିଛି ଶ୍ରଦ୍ଧାଳୁଙ୍କ ସମାଗମ । ଶ୍ରୀକ୍ଷେତ୍ରରେ ଶ୍ରୀ ଲୋକନାଥଙ୍କ ସାନିଧ୍ୟ ପାଇଁ ଲକ୍ଷାଧିକ ଭକ୍ତଙ୍କ...
ମହାଶିବରାତ୍ରିରେ ଉତ୍ସବ ମୁଖର ରାଜ୍ୟର ସମସ୍ତ ଶୈବପୀଠ
ଭୁବନେଶ୍ୱର : ଆଜି ପବିତ୍ର ମହାଶିବରାତ୍ରି ବା ଜାଗର ଯାତ୍ରା । ସେଥିପାଇଁ ରାଜ୍ୟର ସମସ୍ତ ଶୈବପୀଠରେ ଭିଡ ଲାଗି ରହିଛି । ଭକ୍ତମାନେ ଧାଡି କରି ମନ୍ଦିର ଦର୍ଶନ କରୁଛନ୍ତି । ଭୋର ୪ ଟାରୁ ଭକ୍ତମାନେ ଦେବ...
ଓଡିଶାରେ ଆପ୍ ତରଫରୁୁ ଆରମ୍ଭ ହେବ ରାଷ୍ଟ୍ର ନିର୍ମାଣ ଅଭିଯାନ
ରାୟଗଡା : ଓଡିଶାରେ ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ରାଷ୍ଟ୍ର ନିର୍ମାଣ ଅଭିଯାନ । ଦିଲ୍ଲୀରେ କେଜରିୱାଲ ସରକାରଙ୍କ ବିକାଶର ରୋଲ ମଡେଲକୁ ଓଡିଶାର ଘରେ ଘରେ ପହଞ୍ଚାଇବ ପାଇଁ ଆମ୍ ଆଦମୀ ପାର୍ଟୀ କରିବ ରାଷ୍ଟ୍ର...
ମଝି ସମୂଦ୍ରରେ କରୋନା ଚକ୍ରବ୍ୟୁହରେ ଫସିଛି ଭାଇ
ହେ ମା’ । ମୋ ଭାଇକୁ ଶ୍ରୀଘ ଫେରାଇଆଣ । ଏତିକି ମୋର ତୋ ପାଖରେ ଗୁହାରୀ । ଛଳ ଛଳ ଆଖି ଏବଂ ହାତ ଯୋଡି ଭାଇ କୁ ଫେରାଇ ଆଣିବା ପାଇଁ ଗୁହାରି କରିବା ସହ ଠାକୁରଙ୍କ...
ବିଗ୍ ବଜାର ସିଲ୍
ଭୁବନେଶ୍ୱର ପଟିଆ ସ୍ଥିତ ବିଗ୍ ବଜାର ସିଲ୍ । ବିଏମସି କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସିଲ କରାଯାଇଛି । ପରିମଳ, ଅଗ୍ନି ନିବାପନ ବ୍ୟବସ୍ଥା ଓ ପାର୍କିଂ ସମସ୍ୟା କାରଣରୁ ପଟିଆ ବିଗ୍ ବଜାରକୁ ସିଲ୍ କରାଯାଇଛି...
ଯୁକ୍ତ ୨ ପରୀକ୍ଷା ଦେବେ ୭୮ ବର୍ଷୀୟ ବୃଦ୍ଧ
ଗୋଣ୍ଡା : ଶିକ୍ଷାର କୌଣସି ବୟସ ସୀମା ନ ଥାଏ । ଏହା ଏକ ଜୀବନବ୍ୟାପି ପ୍ରକ୍ରିୟା । ଦୃଢ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ବଳରେ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ କରାଯାଇପାରିବ । ଏହାର ଏକ...
ଇଣ୍ଡିଆନ ୨ ସୁଟିଂ ସେଟରେ ଦୁର୍ଘଟଣା : ୩ ମୃତ
ଚେନ୍ନାଇ: ଅଭିନେତା କମଲ ହାସନଙ୍କ ରିଲିଜ ହବାକୁ ଥିବା ‘ଇଣ୍ଡିଆନ ଟୁ’ର ସୁଟିଂ ସେଟରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ‘ଇଣ୍ଡିଆନ ଟୁ’ର ସୁଟିଂ ଚାଲିଥିବା ବେଳେ ଷ୍ଟୁଡିଓ ସେଟ୍ ରେ ଏକ କ୍ରେନ୍ ...
କେତେବେଳେ ଉଠିବ ମହାଦୀପ? ଶ୍ରଦ୍ଧାଳୁଙ୍କ ପାଇଁ କ’ଣ ରହିଛି ବ୍ୟବସ୍ଥା, ପଢନ୍ତୁ
ଆସନ୍ତାକାଲି ମହାଶିବରାତ୍ରୀ । ଜାଗର ଯାତ୍ରା ପାଇଁ ସଜେଇ ହେଉଛି ଏକାମ୍ର କ୍ଷେତ୍ର । ଏକାମ୍ର କ୍ଷେତ୍ର ସମେତ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଲିଙ୍ଗରାଜ ମନ୍ଦିର ଚତୁପାଶ୍ୱର୍ରୁ ବେଆଇନ ଉଚ୍ଛେଦ ପରେ...
ରାଜଧାନୀରେ ସ୍ୱାଇନ୍ ଫ୍ଲୁ ଆତଙ୍କ
ଭୁବନେଶ୍ୱର : କରୋନା ଭୟ ନ ଯାଉଣୁ ଏବେ ରାଜଧାନୀରେ ସ୍ୱାଇନ୍ ଫ୍ଲୁ ଆତଙ୍କ ଦେଖାଯାଇଛି । ରାଜ୍ୟରେ ସ୍ୱାଇନ୍ ଫ୍ଲୁର ଭୟ ଚିନ୍ତାର ବିଷୟ ପାଲଟିଛି । ଦିନକୁ ଦିନ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ...














