ମୁଖ୍ୟମନ୍ତ୍ରୀଙ୍କ ଘୋଷଣା:ସୁରଜ ଯୋଜନାରେ ସମ୍ମାନିତ ହେବେ ପ୍ରିୟଙ୍କା ରାଣୀଙ୍କ ପରିବାର
ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାରର ତ୍ୟାଗକୁ ଓଡିଶାର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ ପ୍ରଂଶସା କରିଛନ୍ତି ।ଅଙ୍ଗଦାନର ମହାନ ତ୍ୟାଗ ପାଇଁ ପ୍ରିୟଙ୍କାଙ୍କ ପରିବାରକୁ ସୁରଜ ଯୋଜନାରେ ସମ୍ମାନିତ କରିବେ...
ଅବ୍ୟବସ୍ଥାରେ କ୍ୟାନ୍ସର ହସ୍ପିଟାଲ
ହସ୍ପିଟାଲରେ ଖୋଲିଛି କର୍କଟ ରୋଗ ଉପଶମ କେନ୍ଦ୍ର ହେଲେ ଉପଯୁକ୍ତ ଚିକିତ୍ସା ପାଇଁ ଡାକ୍ତର ନାହାନ୍ତି । ଅନ୍ୟ ବିଭାଗର ଡାକ୍ତର ଓ ନର୍ସଙ୍କ ସହାୟତାରେ ଚାଲିଛି କାମଚଳା ଚିକିତ୍ସା । ଫଳରେ ଏଠାରୁ ଆସୁଥିବା କର୍କଟ ରୋଗୀ ଉପଯୁକ୍ତ...
ଲୁହ ଆଣିଦେଲା ବର୍ଷା
ବର୍ଷକର ଆହାର ଉପରେ ପାହାର ଦେଇଛି ଅଦିନିଆ ବର୍ଷା । ଖଳାରେ ବତୁରି ଯାଇଛି ଦାନା ପାଣି । ଏ ହେଉଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦରର ଧାନ ମଣ୍ଡି । ବିଲରେ ଅମଳ କରି ଖଳାରେ ରଖିଥିବା...
ରେଳ ବଜେଟ୍: ଓଡିଶାକୁ ୪୩୭୩ କୋଟି
ରେଲୱେ ପାଇଁ ଓଡିଶାକୁ ୪୩୭୩ କୋଟି ଅନୁଦାନ
ଅନୁଗୁଳ-ସୁକିନ୍ଦା ଲାଇନ ପାଇଁ ୪୫୦ କୋଟି ଅନୁଦାନ
ହରିଦାସପୁର- ପାରାଦୀପ ପାଇଁ ୧୦୦ କୋଟି
ଖୋର୍ଦ୍ଧା-ବଲାଙ୍ଗିର ଲାଇନ ପାଇଁ ୫୨୦ କୋଟି
ତାଳଚେର-ବିମଳାଗଡ ପାଇଁ ୧୪୦ କୋଟି
ଜୟପୁର-ମାଲକାନଗିରି ପାଇଁ ୩୩ କୋଟି ଅନୁଦାନ
ଜୟପୁର-ନବରଙ୍ଗପୁର ପାଇଁ ୨୦...
ବାହା ହେବେ ଫେସ୍ବୁକ ସିଓଓ
ନୂଆଦିଲ୍ଲୀ : ଫେସବୁକ ସିଓଓଙ୍କର ବାଜିବ ସାହାନାଇ । ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଫେସ୍ ବୁକର ଚିଫ୍ ଅପରେଟିଙ୍ଗ ଅଫିସର ସେରିଲ ସେଣ୍ଡବର୍ଗ । ଗତ ସୋମବାର ଦିନ ତାଙ୍କ ନିର୍ବନ୍ଧ ସରିଛି । ସେରିଲ...
ଏମିତି ଶିକ୍ଷା ଦେଉଛନ୍ତି ସାର୍
ବୌଦ୍ଧ: ସ୍କୁଲରେ ପିଲାଙ୍କୁ ପାଠ ପଢାଇବା ବଦଳରେ ସାର୍ ଶୋଇଛନ୍ତି. ଗୋଟିଏ କ୍ଲାସରୁମରେ ଚେୟାର ଉପରେ ବସି ସାର୍ ଯଦି ଶୋଇବେ, ତାହେଲେ ପିଲାଏ ସେଠି ପାଠ ପଢିବେ କେମିତି. ଏ ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଡାଙ୍ଗମୁଣ୍ଡା...
ବିରଳ ଅସ୍ତ୍ରୋପଚାର କରି ଇତିହାସ ରଚିଲା କଟକ ଏସ୍ସିବି
କଟକ: କଟକ ଏସସିବିରେ ସୋମବାର ବିଳମ୍ବିତ ରାତିରେ ପୁଣି ହୋଇଛି ଏକ ବିରଳ ଅସ୍ତ୍ରୋପଚାର । ଓଡିଶାରେ ପ୍ରଥମଥର ପାଇଁ କାଡାଭେରିଜ ଟ୍ରାନ୍ସପ୍ଲାଣ୍ଟ ପାଇଁ କରାଯାଇଥିବା ପ୍ରଚେଷ୍ଟାରେ ଏସ୍ସିବିକୁ ମିଳିଛି ବଡ ସଫଳତା । ମୃତକଙ୍କ କିଡନୀ ଜୀବିତଙ୍କ...
କେମିତି ଜାଣିବେ କର୍କଟ ରୋଗର ଲକ୍ଷଣ
ଆଜି ବିଶ୍ୱ କର୍କଟ ରୋଗ ଦିବସ । କର୍କଟ ଏଭଳି ଏକ ରୋଗ ଯାହା ଶରୀରରେ ଯେ କୌଣସି କୋଶିକାରେ ଅନିୟନ୍ତ୍ରୀତ ଭାବେ ହୋଇଥାଏ । ଓଡିଶାରେ ପ୍ରତିଦିନ କର୍କଟ ରୋଗ ନେଉଛି ପ୍ରାୟ ୭୦ ଜୀବନ । ...
ମୁଁ ଅଛି ଆଉ ମୁଁ ହିଁ ରହିବି
ଆଜି ବିଶ୍ୱ କର୍କଟ ଦିବସ । ପ୍ରତି ବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ । ବର୍ତ୍ତମାନ କ୍ୟାନସର ଏକ ମାରାତ୍ମକ ରୋଗ ରୂପେ ବ୍ୟାପକ ହେବାରେ ଲାଗିଛି । ବିଶ୍ୱ...
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ଦିଲ୍ଲୀସ୍ଥିତ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯିବା କଥା ବିଶେଷ ସୁତ୍ରରୁ ଜଣାପଡିଛି...















