ଆରମ୍ଭ ହେଲା ବେଆଇନ କଲ୍ୟାଣ ମଣ୍ଡପ ସିଲ୍ ଅଭିଯାନ
ଭୁବନେଶ୍ୱର : ଆଜିଠାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ବେଆଇନ କଲ୍ୟାଣ ମଣ୍ଡପ ସିଲ୍ ଅଭିଯାନ । ସିଲ୍ ଅଭିଯାନ ଆଜି ସାଢେ ଦଶଟାରୁ ଆରମ୍ଭ ହୋଇଛି । ବିଏମ୍ସି ଓ ବିଡିଏର ଏକ ସ୍ୱତନ୍ତ୍ର ଟିମ୍...
ଜାମିଆରେ ପୁଣି ଫୁଟିଲା ଗୁଳି
ନୁଆଦିଲ୍ଲୀ: ଦିଲ୍ଲୀର ମିଲିଆ ମିଲିଆ ଇସଲାମିୟା ବିଶ୍ୱବିଦ୍ୟାଳୟରେ ରବିବାର ରାତିରେ ପୁଣି ଗୁଳିକାଣ୍ଡ ଘଟିଛି । ଦୁଇ ଜଣ ଯୁବକ ସ୍କୁଟିରେ ଆସି ଗୁଳି ଚଳାଇଥିବା ଜଣାପଡିଛି । ନିରାପତ୍ତା ବାହିନୀଙ୍କ କହିବ ।ଅନୁଯାୟୀ ଦୁର୍ବୃତ୍ତତ୍ତମାନେ ଦୁୁ୍ଇ ରାଉଣ୍ଡ ଗୁଳି...
ନଈରେ ଲାଗିଛି ନିଆଁ
ଗୌହାଟୀ: ଆସାମର ଦିବ୍ରୁଗଡ ଜିଲ୍ଲାର ସାସୋନି ଗ୍ରାମରେ ବୁର୍ହି ଦିହଙ୍ଗ ନଦୀରେ ୩ ଦିନ ହେବ ଲାଗିଛି ନିଆଁ । ଅଏଲ ଇଣ୍ଡିଆର ପାଇପ ଲାଇନ ଫାଟିଯିବାରୁ ଏହି ନିଆଁ ଲାଗିଥିବା ଜଣାପଡିଛି । ଏ ଯାଏଁ ନିଆଁକୁ ଆୟତ...
ବିଷାକ୍ତ ଫଳ ଖାଇ ୬ ଶିଶୁ ଗୁରୁତର
ଅନଗୁଳ ଜିଲ୍ଲା ପାଳଲହଡା ବ୍ଲକ ସାମିଆପାଲି ଗ୍ରାମରେ ଅଭାବନୀୟ ଘଟଣା । ୬ ଜଣ ଶିଶୁ ଦାଣ୍ଡରେ ଖେଳୁଥିବା ବେଳେ ବିଷାକ୍ତ ଫଳ ଖାଇଦେଇଥିଲେ, ଫଳରେ ଘରକୁ ଯାଇ ଅସୁସ୍ଥ ହୋଇପଡିଥିଲେ, ପରିବାର ଲୋକ ତାଙ୍କୁ ପଚାରିବାରୁ କିଛି...
ବଜେଟ ୨୦୨୦: ଜାଣନ୍ତୁ କଣ ହେଲା ଶସ୍ତା, କଣ ହେଲା ମହଙ୍ଗା
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି । ଏହି ବଜେଟରେ ସେ ସାଧାରଣ ଲୋକଙ୍କ ଉପରେ ବେଶୀ ଗୁରୁତ୍ୱ ଦେଇଛନ୍ତି । ଗୁରୁତ୍ୱପୂର୍ଣ କଥା ହେଉଛି, ଏପର୍ଯ୍ୟନ୍ତ ସଂସଦରେ ବଜେଟ...
ବଜେଟ ଉପସ୍ଥାପନା ପରେ ସେନସେକ୍ସରେ ହ୍ରାସ
ନୂଆଦିଲ୍ଲୀ :ଲୋକ ସଭାରେ ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ ଉପସ୍ଥାପନା ପରେ ସେନସେକ୍ସରେ ହ୍ରାସ ଘଟିଛି । ସରକାରଙ୍କ ଘୋଷଣା ପରେ ସେୟାର ବଜାରରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି । ସେନସେକ୍ସର...
କମିଲା ଆୟକର ସ୍ଲାବ
ସରକାର ନିଜର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ଟିକସ ସ୍ଲାବ କ୍ଷେତ୍ରରେ ବଡ଼ ଘୋଷଣା କରିଛନ୍ତି। ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଟିକସ ସରଳୀକରଣ ପାଇଁ ନୂଆ ବ୍ୟବସ୍ଥା ଲାଗୁ ହେବ। ଯେଉଁ ବ୍ୟକ୍ତିମାନଙ୍କ ବାର୍ଷିକ ଆୟ...
ରାଜକ୍ଷମା ଆବେଦନ କଲା ଅଭିଯୁକ୍ତ ଅକ୍ଷୟ ଠାକୁର
ନୂଆଦିଲ୍ଲୀ:୨୦୧୨ ଦିଲ୍ଲୀରେ ଘଟିଥିବା ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁର୍ଷ୍କମର ଅନ୍ୟତମ ଅଭିଯୁକ୍ତ ଅକ୍ଷୟ ଠାକୁର ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ରାଜକ୍ଷମା ଆବେଦନ କରିିଥିବା ଜଣାପଡିଛି । ଆଜି ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମାର ରାଜକ୍ଷମା...
ଚୀନ୍ର ଉହାନରୁ ୩୨୪ ଜଣ ଭାରତୀୟଙ୍କୁ ଅବତରଣ କଲା ଏୟାର ଇଣ୍ଡିଆ
ନୂଆଦିଲ୍ଲୀ : ଚୀନ୍ର ଉହାନରୁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଜମ୍ବୋ ବ ୭୪୭, ୩୦୦ରୁ ଅଧିକ ଭାରତୀୟ ନାଗରିକଙ୍କୁ ଶନିବାର ସକାଳେ ନୂଆଦିଲ୍ଲୀରେ ପହଞ୍ଚାଇଛନ୍ତି । ସକାଳ ପ୍ରାୟ ୭:୩୦ ରେ ବିମାନଟି ପହଞ୍ଚିଛି । କୋରୋନା...
ବିନୟ ଶର୍ମାର ରାଜକ୍ଷମା ଆବେଦନ ଖାରଜ
ବହୁ ଚର୍ଚ୍ଚିତ ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନ ଖାରଜ ହୋଇଛି । ଶନିବାର ରାଜକ୍ଷମା ଖାରଜ କରିଛନ୍ତ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଫଳରେ ବିନୟ ଫାଶୀ ପାଇବା ନିଶ୍ଚିତ ହୋଇଛି ।ସୂଚନା ଥାଉକି...














