ମୁମ୍ବାଇରେ ଅଦିନିଆ ରଥଯାତ୍ରା
ଇସ୍କନ ସଂସ୍ଥା ପକ୍ଷରୁ ମୁମ୍ବାଇରେ ଆୟୋଜିତ ହୋଇଛି ଅଦିନିଆ ରଥଯାତ୍ରା । ଏ ନେଇ ଦେଖାଦେଇଛି ବିବାଦ । ଆଜି ୩ଟା ସମୟରେ ଶିବାଜି ପାର୍କରୁ ଆରମ୍ଭ ହୋଇଛି ରଥଯାତ୍ରା । ଗୋଟିଏ ରଥରେ...
ପାଠ ଆରମ୍ଭରୁ ଇଂରାଜୀ କହିବେ
ରାଜ୍ୟର ସବୁ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଦିଆଯିବ ସ୍ପୋକନ ଇଂଲିସ ଶିକ୍ଷା । ୩୦ ଜିଲ୍ଲାର ୧୦୧ ସ୍କୁଲରେ ହେବ ଉତ୍କର୍ଷ କେନ୍ଦ୍ର । ଏଭଳି ନର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହି ସବୁ ୧୦୧ ସ୍କୁଲରେ...
ମୁମ୍ବାଇରୁ ଗିରଫ ହେଲେ ଗୋରଖପୁରର ଚର୍ଚ୍ଚିତ ଡକ୍ଟର କଫିଲ ଖାଁ
ନୂଆଦିଲ୍ଲୀ ;ଉତ୍ତରପ୍ରଦେଶର ସେସ୍ପାଲ ଟାକ୍ସଫୋର୍ସ ଆଜି ମୁମ୍ବାଇ ଏୟାରପୋର୍ଟରୁ ଗୋରଖପୁରର ଚର୍ଚ୍ଚିତ ଡାକ୍ତର କଫିଲ ଖାଁକୁ ଗିରଫ କରିଛି । ଡିସେମ୍ବର ୧୨ ତାରିଖ ଦିନ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ସିଏଏ ବିରୋଧରେ ଉତ୍ତେଜନା ମୂଳକ ଭାଷଣ ଦେଇଥିଲେ ।...
କ୍ୟୁରେଟିଭ୍ ପିଟିସନ ଖାରଜ, 1ରେ ନିର୍ଭୟା ଦୁଷ୍କର୍ମୀଙ୍କୁ ଫାଶୀ
ନିର୍ଭୟା ଦୁଷ୍କର୍ମୀ ଅକ୍ଷୟ ସିଂର କ୍ୟୁରେଟିଭ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ. ଏହା ପୂର୍ବରୁ ଅନ୍ୟ ଦୁଇ ଦୁଷ୍କର୍ମୀଙ୍କ କ୍ୟୁରେଟିଭ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିସାରିଛନ୍ତି. ଫେବୃଆରୀ ଏକ ତାରିଖରେ ଚାରି ଦୋଷୀଙ୍କୁ ଫାଶୀ ଦେବା ପାଇଁ ମୃତ୍ୟୁ ପରଓାନା...
କେରଳରେ ଦେଶର ପ୍ରଥମ କରୋନା ଆକ୍ରାନ୍ତ ରୋଗୀ
କେରଳର ଜଣେ ଛାତ୍ରଙ୍କ ପାଖରେ କରୋନା ଭୁତାଣୁ ଚିହ୍ନଟ କରାଯାଇଛି. ଚୀନର ୟୁହାନ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଏହି ଛାତ୍ର କରୋନା ଭୁତାଣୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି. ତେବେ ଆଇସିୟୁରେ ଚିକିତ୍ସିତ ହେଉଥିବା ଛାତ୍ରଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା କୁହାଯାଇଛି....
ଫାଶି ଘୁଞ୍ଚିବ କି ନାହିଁ ଆଜି ନିଷ୍ପତ୍ତି
ନୂଆଦିଲ୍ଲୀ: ୨୦୧୨ ବହୁ ଚର୍ଚ୍ଚିତ ନିର୍ଭୟା ଗଣ ଦୁର୍ଷମ ଓ ହତ୍ୟା ମାମଲାରେ ୪ ଦୋଷୀ ମୁକେଶ କୁମାର, ବିନୟ ଶର୍ମା, ଅକ୍ଷୟ ଠାକୁର, ପବନ ଗୁପ୍ତା ଆସନ୍ତା ଫେବୃୟାରୀ ୧ ତାରିଖରେ ଫାଶି ଦେବା ପାଇଁ ତାରିଖ...
୪ଦିନ ବ୍ୟାଙ୍କ ବନ୍ଦ
ଆଜିଠୁ ୪ଦିନ ବନ୍ଦ ରହିବ ବ୍ୟାଙ୍କ । ଆଜି ସରସ୍ୱତୀ ପୂଜା ପାଇଁ ବ୍ୟାଙ୍କ ଛୁଟିଥିବାବେଳେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବ୍ୟାଙ୍କ ଧର୍ମଘଟ । ୟୁନାଇଟି ଫୋରମ ଅଫ ବ୍ୟାଙ୍କ ୟୁନିୟନ ଦୁଇଦିନିଆ ବନ୍ଦ ଡାକରା ଦେଇଛି । ଏଥିରେ...
କୂଅକୁ ଖସିଲା ବସ୍, ୧୧ ମୃତ
ମହାରାଷ୍ଟ୍ର ନାସିକରେ ମର୍ମନ୍ତୁଦ ଦୁର୍ଘଟଣା । ଅଟୋ ସହ ଧକ୍କା ଖାଇ କୂଅ ଭିତରକୁ ପଶିଗଲା ବସ୍ । ଦୁର୍ଘଟଣାରେ ୧୧ ମୃତ୍ୟୁ, ୨୦ ରୁ ଅଧିକ ଗୁରୁତର । ଧକ୍କା ଖାଇ ପ୍ରଥମେ କୂଅରେ ପଡିଥିଲା ଅଟୋ, ତା...
୨ ଲକ୍ଷର ଧଳାଜହର ଜବତ
ଜଗତସିଂହପୁରରୁ ଜବତ ହେଲା ଧଳା ଜହର । ଜଗତସିଂହପୁର ସଦର ମହକୁମାର ଗୋପାଳସାଗର ଛକରେ କଟକ ଅଵକାରୀ ବିଭାଗ କେନ୍ଦ୍ରୀୟ ଟିମର ଚଢ଼ାଉ। ଚଢ଼ାଉ ସମୟରେ ୨୧ ଗ୍ରାମ ବ୍ରାଉନ ସୁଗାର ସମେତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ...
କମଳା ବିକାଳିରୁ ପଦ୍ମଶ୍ରୀ
ନାଁ ହରେକଲା ହଜବା । ବୟସ ୬୮ । ପେସା-କମଳା ବ୍ୟବସାୟୀ । କର୍ଣାଟକର ଏହି କମଳା ବ୍ୟବସାୟୀ ଏ ଥରକ ଦେଶର ଚତୁର୍ଥ ସର୍ବୋଚ୍ଚ ସମ୍ମାନ ପଦ୍ମଶ୍ରୀ ପାଇଁ ଘୋଷିତ ହୋଇଛନ୍ତି ।...
















